ଇସ୍ରାଏଲ ସହ ଯୁଦ୍ଧ ଭିତରେ ଭୂମିକମ୍ପରେ ଥରିଲା ଇରାନ ମାଟି….
ନୂଆଦିଲ୍ଲୀ: ଯୁଦ୍ଧ ଭିତରେ ଥରିଲା ଇରାନ୍ । ଇସ୍ରାଏଲ ସହିତ ଉତ୍ତେଜନା ମଧ୍ୟରେ ଇରାନର ଯୁଦ୍ଧ ପ୍ରଭାବିତ ସେମନାନରେ ଭୂମିକମ୍ପର ପ୍ରବଳ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୧ ରେକର୍ଡ କରାଯାଇଛି । ତେବେ ଭୂମିକମ୍ପର କେନ୍ଦ୍ର ଏକ ଏପରି ସ୍ଥଳ ରହିଛି ଯେଉଠାକୁ…