ଇସ୍ରାଏଲର ଷ୍ଟକ୍ ଏକ୍ସେଞ୍ଜ ଏବଂ ହସ୍ପିଟାଲକୁ ଉଡାଇଲା ଇରାନ୍: ନେତାନ୍ୟାହୁ ଦେଲେ ଚେତାବନୀ, ‘ମୂଲ୍ୟ ଦେବାକୁ ପଡିବ’
ନୂଆଦିଲ୍ଲୀ: ଇରାନ ଏବେ ଇସ୍ରାଏଲ ଉପରେ ଏକ ବଡ଼ ପ୍ରତିଆକ୍ରମଣ ଆରମ୍ଭ କରିଛି । ଇରାନ ଇସ୍ରାଏଲ ଉପରେ ଏକ ବଡ଼ କ୍ଷେପଣାସ୍ତ୍ର ଆକ୍ରମଣ କରିଛି । ତେଲ ଅଭିଭ ଏବଂ ବେରଶେବା ସମେତ ୪ଟି ସହର ଇରାନର ଟାର୍ଗେଟରେ ଅଛି । ଇରାନର କ୍ଷେପଣାସ୍ତ୍ର ଦକ୍ଷିଣ ଇସ୍ରାଏଲର ବେରଶେବା ସହରର ଏକ ହସ୍ପିଟାଲ ଉପରେ…