Latest Odisha News

BREAKING NEWS

କେରଳ ଛୁଇଁଲା ମୌସୁମୀ: ଆସନ୍ତା ସପ୍ତାହ ମଧ୍ୟରେ ଓଡ଼ିଶାରେ ପହଞ୍ଚିବ, ଆଜି ପାଇଁ ଏହି ସବୁ ଜିଲ୍ଲାକୁ ଆଲର୍ଟ

ଭୁବନେଶ୍ବର: ଚଳିତ ବର୍ଷ ୮ ଦିନ ପୂର୍ବରୁ କେରଳରେ ପ୍ରବେଶ କରିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଏଥର ମୌସୁମୀ ଶୀଘ୍ର କେରଳ ଛୁଇଁଥିବାରୁ ଆସନ୍ତା ସପ୍ତାହ ମଧ୍ୟରେ ଓଡ଼ିଶାରେ ପହଞ୍ଚିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଏହାର ପ୍ରଭାବରେ ଓଡ଼ିଶାରେ ପ୍ରାକ୍ ମୌସୁମୀ…

ଆପଣ ଏସି ସହିତ ପଙ୍ଖା ବ୍ୟବହାର କରୁଛନ୍ତି କି…?

ଭୁବନେଶ୍ବର: ଗରମରୁ ରକ୍ଷା ପାଇବା ପାଇଁ ଲୋକମାନେ ଏୟାର କଣ୍ଡିସନର ବ୍ୟବହାର କରୁଛନ୍ତି । ଦିନକୁ ଦିନ ଗରମ ବୃଦ୍ଧି ପାଉଛି। ଏତେ ପ୍ରବଳ ଗରମରେ, AC ହେଉଛି ଏକମାତ୍ର ସାହାରା ପାଲଟିଛି। କିନ୍ତୁ ଏସି ଚଲାଇବା ସମୟରେ ଅନେକ ଲୋକ ଦ୍ୱନ୍ଦ୍ୱରେ ପଡ଼ିଯାଆନ୍ତି ଯେ ଏସି ସହିତ ପଙ୍ଖା ଚଲାଇବେ କି…

ଟ୍ରକ ସହ ଜୋରରେ ପିଟି ହେଲା କାର୍: ୨ ମୃତ, ୨ ଗୁରୁତର

ସମ୍ବଲପୁର: ସମ୍ବଲପୁର ବୁର୍ଲା ଥାନା ଲଡୁଖାଇ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଡିଭାଇଡରରେ ପିଟିହୋଇ ଟ୍ରକକୁ ଧକ୍କା ଦେଲା କାର୍ । ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଉ ଦୁଇ ଗୁରୁତର ଆଙତ ହୋଇଠନ୍ତି । ମୃତକ ହେଲେ ମନୀଷ ଗୁପ୍ତା ଓ ସୁବ୍ରତ ସାହୁ । ଅନ୍ୟ ଦୁଇ ଜଣ ସୌରଭ ଗୁପ୍ତା…

ଓଡ଼ିଆ ପୁଅ ହେଲେ ଭାରତୀୟ ଜୁନିଅର ପୁରୁଷ ହକି ଦଳର ସହାୟକ ପ୍ରଶିକ୍ଷକ; ଲକ୍ଷ୍ୟ ନିର୍ଭୀକ ଦଳ ଗଠନ

ନୂଆଦିଲ୍ଲୀ: ଆଗାମୀ FIH ହକି ପୁରୁଷ ଜୁନିଅର ବିଶ୍ୱକପ୍ ୨୦୨୫ ପୂର୍ବରୁ, ପୂର୍ବତନ ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରା ଭାରତୀୟ ଜୁନିଅର ପୁରୁଷ ହକି ଦଳରେ ସହାୟକ ପ୍ରଶିକ୍ଷକ ଭାବରେ ଯୋଗ ଦେଇଛନ୍ତି। ୩୫ ବର୍ଷୀୟ ଅଭିଜ୍ଞ ଡିଫେଣ୍ଡର କିମ୍ବଦନ୍ତୀ ଗୋଲକିପର ପିଆର ଶ୍ରୀଜେଶଙ୍କ ସହିତ କାର୍ଯ୍ୟ କରିବେ…

ଉଦଘାଟିତ ହେଲା ୩.୬୫ କୋଟିରେ ନିର୍ମିତ ପ୍ରଗତି ସ୍ପୋର୍ଟିଂର ନୂତନ କ୍ରୀଡ଼ା ପ୍ରଶିକ୍ଷଣ କେନ୍ଦ୍ର

ଭୁବନେଶ୍ବର: ଶନିବାର ୟୁନିଟ-୬ ପ୍ରଗତି ସ୍ପୋର୍ଟିଂରେ ନୂତନ କ୍ରୀଡ଼ା ପ୍ରଶିକ୍ଷଣ କେନ୍ଦ୍ରର ଉଦ୍‌ଘାଟନ ହୋଇଛି। ନାଚୁରାଲ ଓ ସିନ୍ଥେଟିକ କ୍ରିକେଟ୍ ନେଟ୍ ପ୍ରାକ୍ଟିସ ପିଚ୍ ଠାରୁ ନେଇ ସେମି ଇଣ୍ଡୋର କ୍ରିକେଟ୍ ନେଟ୍ ପ୍ରାକ୍ଟିସ ପିଚ୍, କ୍ରୀଡ଼ାବିତମାନଙ୍କ ପାଇଁ ଫ୍ୟାସିଲିଟି ବିଲଡିଂ, ଜିମ୍…

ସମୁଦ୍ରରେ ବୁଡ଼ି ଯାଉଥିଲା ବିଦେଶୀ ଜାହାଜ; ଦେବଦୂତ ସାଜିଲେ ଭାରତୀୟ ତଟରକ୍ଷୀ ବାହିନୀ

କେରଳ: କୋଚି ନିକଟସ୍ଥ ସମୁଦ୍ରରେ ବୁଡ଼ି ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜରୁ ୨୧ଜଣଙ୍କୁ ଉଦ୍ଧାର କରାଯାଇଛି। ବାକି ଲୋକଙ୍କୁ ଉଦ୍ଧାର କରିବା ପାଇଁ ଭାରତୀୟ ତଟରକ୍ଷୀ ବାହିନୀ ଅଭିଯାନ ଜାରି ରହିଛି। ଏହି ମାଲବାହୀ ଜାହାଜଟି ଲିବିୟାର ବୋଲି ଜଣାପଡିଛି , ଯାହାକି ଏପର୍ଯ୍ୟନ୍ତ ଅଧା…

୧୯ଟି ମଠର ବିଜେସ୍ଥଳୀକୁ ଅକ୍ଷୁର୍ଣ୍ଣ ରଖାଯାଇ ଏହାର ସୌନ୍ଦର୍ଯ୍ୟକରଣ କରାଯାଇଥିଲା:ବିଜେଡି

ଭୁବନେଶ୍ୱର: ପରିକ୍ରମା ପ୍ରକଳ୍ପ ନିର୍ମାଣ ସମୟରେ ଏହି ସ୍ଥଳରେ ଥିବା ୧୯ଟି ଐତିହ୍ୟ ମଠ ଗୁଡିକର ପୁନଃର୍ବାସ ନେଇ ଗତକାଲି ରାଜ୍ୟର ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ମନ୍ତବ୍ୟ ଉପରେ ବିଜୁ ଜନତା ଦଳ ପ୍ରତିକ୍ରିୟା ଦେଇଛନ୍ତି । ବିଜେଡି କହିଛି, ଐତିହ୍ୟ ସ୍ୱରୂପ ବିରାଜମାନ ଥିବା ଏହି ୧୯ଟି ମଠର…

ପାକିସ୍ତାନ ସପକ୍ଷରେ ସ୍ଲୋଗାନ ଅଭିଯୋଗରେ ୨ ଯୁବକ ଗିରଫ

କଟକ:ଦୁଇ ଜଣ ଓଡ଼ିଆ ଯୁବକଙ୍କ ପାକିସ୍ତାନର ଗୁଣଗାନ କରିବା ପଡିଲା ମହଙ୍ଗା। ‘ପାକିସ୍ତାନ ଜିନ୍ଦାବାଦ୍, ପାକିସ୍ତାନ ଜିନ୍ଦାବାଦ’ କହିବା ଏବଂ ଏହାକୁ ସୋସିଆଲ ମିଡିଆରେ ଭାଇରାଲ କରିବା ଅଭିଯୋଗରେ ସେମାନଙ୍କୁ ଗିରଫ କଲା ଚାଉଳିଆଗଞ୍ଜ ଥାନା ପୋଲିସ  । ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି…

ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ଵରେ ପ୍ରତିନିଧି ମଣ୍ଡଳୀଙ୍କ ମଧ୍ୟ ପ୍ରାଚ୍ୟ ରାଷ୍ଟ୍ର ଗସ୍ତ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ଭାରତର ଶୂନ୍ୟ ସହନଶୀଳତା ନୀତି ଓ ଅପରେସନ ସିନ୍ଦୁରର ସଫଳତା ସମ୍ପର୍କରେ ବିଶ୍ଵ ସମୁଦାୟକୁ ଅବଗତ କରାଇବା ପାଇଁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ଵରେ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ଆଜି…

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ରାଜ୍ୟର ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ନେଇ ହେଲା ଗୁରୁତ୍ବପୂର୍ଣ୍ଣ ଆଲୋଚନା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଜିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ରାଜ୍ୟର ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ନେଇ କଲେ ଗୁରୁତ୍ବପୂର୍ଣ୍ଣ ଆଲୋଚନା। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ନଡ୍ଡାଙ୍କ ସହ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ। ଆଜି ନିତି ଆୟୋଗ ବୈଠକରେ ପରେ ଉଭୟଙ୍କ…