Latest Odisha News

BREAKING NEWS

କୋଚି-ଦିଲ୍ଲୀ ଇଣ୍ଡିଗୋ ବିମାନକୁ ବୋମା ଧମକ

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଦିଲ୍ଲୀ ଅଭିମୁଖେ ଯାଉଥିବା ଏକ ଇଣ୍ଡିଗୋ ବିମାନକୁ ବୋମା ଧମକ ମିଳିବା ପରେ ନାଗପୁର ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଛି। କୋଚିନ୍ ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟ ଲିମିଟେଡ୍ (ସି) ଏହି ସୂଚନା ଦେଇଛି। ସିଆଇଏଏଲ କହିଛି ଯେ ଇଣ୍ଡିଗୋ ବିମାନ…

ବାତିଲ ହେଲା ଲଣ୍ଡନ ଯାଉଥିବା ଏଆଇର ଆଉ ଏକ ବିମାନ, AI-171 ରୁଟରେ ଉଡାଣ…..

ନୂଆଦିଲ୍ଲୀ: ବାତିଲ ହେଲା AI-171 ବଦଳରେ ଯିବାକୁ ଥିବା ଏୟାର ଇଣ୍ଡିଆର ଆଉ ଏକ ବିମାନ। ମଙ୍ଗଳବାର ଗୁଜରାଟର ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ବିମାନ ବାତିଲ କରାଯାଇଛି। AI 171 ବଦଳରେ ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର AI 159 ବିମାନରେ ମଧ୍ୟ ଯାନ୍ତ୍ରିକ…

ମୋ ଝିଅକୁ ସଞ୍ଜୟଙ୍କ ସମ୍ପତ୍ତି ଦରକାର ନାହିଁ: କରିସ୍ମାଙ୍କ ବାପା 

ନୂଆଦିଲ୍ଲୀ: ମୋ ଝିଅକୁ ସଞ୍ଜୟଙ୍କ ସମ୍ପତ୍ତି ଦରକାର ନାହିଁ ବୋଲି କହିଛନ୍ତି କରିସ୍ମାଙ୍କ ବାପା ରଣଧୀର କପୁର। ବଲିଉଡ୍ ଅଭିନେତ୍ରୀ କରିସ୍ମା କପୁର ୨୦୦୩ ମସିହାରେ ବିଜନେସ ଟାଇକୁନ୍ ସଞ୍ଜୟ କପୁରଙ୍କୁ ବିବାହ କରିଥିଲେ। କୌଣସି କାରଣରୁ ୨୦୧୪ ମସିହାରେ ଦମ୍ପତିଙ୍କ ଛାଡପତ୍ର ମଧ୍ୟ ହୋଇଯାଇଥିଲା।…

ଖାଦ୍ୟ ବିତରଣ କେନ୍ଦ୍ରରେ ଗୁଳିମାଡ଼, ୩୪ ମୃତ

ଗାଜା: ଗାଜାରେ ଏକ ଖାଦ୍ୟ ବଣ୍ଟନ କେନ୍ଦ୍ରରେ ଗୁଳିମାଡ଼ ଘଟଣା ସାମ୍ନାକୁ ଆସିଛି। ଗାଜା ଷ୍ଟ୍ରିପର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଏକ ଖାଦ୍ୟ ବଣ୍ଟନ କେନ୍ଦ୍ର ନିକଟରେ ଗୁଳିମାଡ଼ରେ ଅତି କମରେ ୩୪ ଜଣ ପାଲେଷ୍ଟାଇନୀୟଙ୍କ ମୃତ୍ୟୁ ଘଟିଥିବା ବେଳେ ୭୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି…

ବ୍ୟାପୁଛି ହଇଜା: ଯାଜପୁର ପହଞ୍ଚିଲା କେନ୍ଦ୍ରୀୟ ଟିମ, ଏସବୁ ଖାଦ୍ୟ ଉପରେ ଲାଗିଲା ପ୍ରତିବନ୍ଧକ

ଯାଜପୁର: ଯାଜପୁରରେ ପୁଣି ପହଞ୍ଚିଲା କେନ୍ଦ୍ରୀୟ ଟିମ୍। ଡାଇରିଆ ଆତଙ୍କ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କେନ୍ଦ୍ରୀୟ ପ୍ରତିନିଧି ଦଳ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି। ଏହା ପରେ ବିଭିନ୍ନ ବ୍ଲକ ଗସ୍ତ କରିବ ୧୦ ଜଣିଆ କେନ୍ଦ୍ରୀୟ ଟିମ୍। ଯାଜପୁର ବ୍ୟାସନଗର ଏବଂ ବିଞ୍ଝାରପୁର ଅଞ୍ଚଳରେ…

ଜି-୭ ରୁ ଇରାନକୁ ଚେତାବନୀ: ଇସ୍ରାଏଲ ସପକ୍ଷରେ ବାହାରିଲେ ଏହି ଦେଶ….

ନୂଆଦିଲ୍ଲୀ: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ଏକ ଅତ୍ୟନ୍ତ ଗମ୍ଭୀର ରୂପ ନେଇଛି। ଏହି ସମୟରେ, ଜି-୭ ଶିଖର ସମ୍ମିଳନୀ ଦ୍ୱାରା ଇରାନକୁ ଚେତାବନୀ ଦିଆଯାଇଛି। ଏହି ଶିଖର ସମ୍ମିଳନୀ କାନାଡାରେ ଆୟୋଜିତ ହେଉଛି। ଶିଖର ସମ୍ମିଳନୀରେ ସାମିଲ ନେତାମାନେ ଏକ ମିଳିତ ବିବୃତ୍ତି ଜାରି କରି…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ୨୪ ଘଣ୍ଟାରେ ଆହୁରି ଘନୀଭୂତ ହେବା ସମ୍ଭାବନା

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ବାଂଲାଦେଶ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମଙ୍ଗଳବାର ଦିନ କହିଛି। ଘୂର୍ଣ୍ଣିବଳୟ ପ୍ରଭାବରେ ମଙ୍ଗଳବାର ସକାଳେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୨୪ ଘଣ୍ଟା ମଧ୍ୟରେ…

ପାକିସ୍ତାନ ଉପରେ ଦାଉ ସାଧୁଛି ମହଙ୍ଗା ମାଡ଼: ଏବେ ପେଟ୍ରୋଲ ଡିଜେଲ୍ ଦର ଆକାଶଛୁଆଁ…..

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ, ଆଇଏମଏଫ ଠାରୁ ଋଣ ତା ଉପରେ ପୁଣି ମହଙ୍ଗା ମାଡ଼, ଏବେ ନାକରେ କାନ୍ଦୁଛି ପାକିସ୍ତାନ। ଭାରତକୁ ଶତ୍ରୁ ମନେ କରୁଥିବା ଏବଂ ଆତଙ୍କବାଦୀଙ୍କୁ ପୋଷଣ କରିବା ଏବଂ ସାମରିକ ଶକ୍ତି ବୃଦ୍ଧି କରିବାରେ ସମସ୍ତ ଟଙ୍କା ଖର୍ଚ୍ଚ କରୁଥିବା ପାକିସ୍ତାନର ଅବସ୍ଥା ଦିନକୁ ଦିନ…

T1 ସ୍ମାର୍ଟଫୋନ୍ ଲଞ୍ଚ କଲେ ଡୋନାଲ୍ଡ ଟ୍ରମ୍ପ୍ , ଜାଣନ୍ତୁ କେତେ ରହିଛି ଦାମ୍

ନୂଆଦିଲ୍ଲୀ: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାରେ ନିଜସ୍ଵ ସାମଗ୍ରୀ ନିର୍ମାଣ କରିବା ପାଇଁ ନିରନ୍ତର ଚେଷ୍ଟା କରି ଆସୁଛନ୍ତି। ଯେଉଁଥିପାଇଁ ଟ୍ରମ୍ପ ସଂଗଠନ ସୋମବାର ଦିନ ମୋବାଇଲ ନିର୍ମାଣ କ୍ଷେତ୍ରରେ ପ୍ରବେଶ କରିଛନ୍ତି। ତେବେ ଏହି ମୋବାଇଲ ର ବ୍ରାଣ୍ଡ ନେମ ଟ୍ରମ୍ପ ଙ୍କୁ ନେଇ ରଖା…