Latest Odisha News

BREAKING NEWS

ଭିଡ଼ମୁକ୍ତ ହେବ ରାଜଧାନୀ, ଜୟଦେବ ବିହାର-ନନ୍ଦନକାନନ ରାସ୍ତାରୁ ହଟିବ ଟ୍ରାଫିକ୍ ଲାଇଟ୍

ଭୁବନେଶ୍ୱର: ଭିଡ଼ମୁକ୍ତ ହେବ ରାଜଧାନୀ ଭୁବନେଶ୍ୱର। ଜୟଦେବ ବିହାର-ନନ୍ଦନକାନନ ରାସ୍ତାରୁ ହଟିବ ଟ୍ରାଫିକ୍ ସିଗନାଲ। ଟ୍ରାଫିକ୍ ଲାଇଟ୍ ପରିବର୍ତ୍ତେ ଲାଗିବ ବିକଳ୍ପ ଟେକ୍ନୋଲୋଜି। ଶନିବାର ଏହି ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସରକାରଙ୍କ ଏକ ବର୍ଷ ପୂର୍ତ୍ତି…

ଝାଡ଼ଖଣ୍ଡରେ ଏନକାଉଣ୍ଟର୍: ଟପ୍ ମାଓନେତା ଓ ତାଙ୍କ ସହଯୋଗୀ ନିହତ

ରାଞ୍ଚି: ଛତିଶଗଡ଼, ମହାରାଷ୍ଟ୍ର ପରେ ଏବେ ଝାଡ଼ଖଣ୍ଡରେ ଏନକାଉଣ୍ଟର୍। ଆଜି ଝାଡ଼ଖଣ୍ଡରେ ୨ ହାର୍ଡକୋର୍ ମାଓବାଦୀଙ୍କୁ ଏନକାଉଣ୍ଟର୍ କରିଛନ୍ତି ସୁରକ୍ଷାକର୍ମୀ। ଶନିବାର ସକାଳେ ଝାଡ଼ଖଣ୍ଡର ଲାତେହାର ଜିଲ୍ଲାରେ ସୁରକ୍ଷା ବାହିନୀ ସହିତ ଏକ ଏନକାଉଣ୍ଟରରେ ଝାଡ଼ଖଣ୍ଡ ଜନ ମୁକ୍ତି ପରିଷଦ…

‘ଆତଙ୍କବାଦୀଙ୍କୁ ଭାରତ ମାଟିରେ କବର ଦିଆଯିବ ନାହିଁ’ମୁଖ୍ୟ ଇମାମଙ୍କ ଫତୱା ଜାରି

ନୂଆଦିଲ୍ଲୀ:ଭାରତରେ ମୃତ କୌଣସି ଆତଙ୍କବାଦୀର ଜନାଜେରେ ନମାଜ କୌଣସି ଇମାମ କିମ୍ବା କାଜି ପଢିବେ ନାହିଁ। ଅଲ୍ ଇଣ୍ଡିଆ ଇମାମ୍ ସଂଗଠନର ମୁଖ୍ୟ ଇମାମ୍ ଡକ୍ଟର ଉମର ଅହମ୍ମଦ ଇଲିଆସି ଆତଙ୍କବାଦ ବିରୋଧରେ ଏକ ଫତୱା ଜାରି କରିଛନ୍ତି। ସେ ଏକ ଫତୱା ଜାରି କରି କହିଛନ୍ତି ଯେ, 'ଦେଶରେ ନିହତ…

ବାଂଲାଦେଶରେ କ୍ଷମତାରେ ରହିବାକୁ ୟୁନୁସଙ୍କ ଶକ୍ତି ପ୍ରଦର୍ଶନ ପ୍ଲାନ୍ !

ନୂଆଦିଲ୍ଲୀ: ବାଂଲାଦେଶରେ ପୁଣି ନେତୃତ୍ବ ସଂକଟ । ରାଜନୀତିର ସମ୍ବେଦନଶୀଳ ମୋଡରେ ଢାକା ରାଜନୀତି । ଚାରିଆଡୁ ଘେରି ହୋଇଗଲେଣି ଦେଶର ଅନ୍ତରୀଣ ସରକାରର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ । ବାଂଲାଦେଶ ରାଜଧାନୀ ଢାକାରେ ବିରୋଧୀ ଦଳ, ଶ୍ରମିକ ସଂଗଠନ ପ୍ରମୁଖ ନିଜ ନିଜ ଦାବି ନେଇ ପ୍ରଦର୍ଶନ…

‘ଆପଲ’ର ଭାରତ ଗଣିତ…ଟାରିଫ୍ ଲାଗିଲେ ହେବ କି କ୍ଷତି ?

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ‘ଆପଲ୍’ ଝଟକା । ଆମେରିକା ବାହାରେ ତିଆରି ହେଉଥିବା ଆଇଫୋନ୍ ସମେତ ସବୁ ସ୍ମାର୍ଟଫୋନ ଉପରେ ଲାଗିବ ୨୫ପ୍ରତିଶତ ଟାରିଫ୍ । ଆପଲ କମ୍ପାନୀକୁ ଚେତାବନୀ ଦେଇଛନ୍ତି ଟ୍ରମ୍ପ । ଆମେରିକୀୟ କମ୍ପାନୀ ଆପଲକୁ ଆମେରିକାରେ ହିଁ ଉତ୍ପାଦନ କରିବାକୁ…

ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା; ଶୁବମନ ଗିଲ୍‌ ଟେଷ୍ଟର ନୂଆ ଅଧିନାୟକ

ନୂଆଦିଲ୍ଲୀ: ବ୍ୟାଟ୍ସମ୍ୟାନ୍ ଶୁବମନ ଗିଲଙ୍କୁ ଭାରତୀୟ ଟେଷ୍ଟ ଦଳର ନୂତନ ଅଧିନାୟକ କରାଯାଇଛି। ଉପ-ଅଧିନାୟକ ଭାବରେ ରିଷଭ ପନ୍ତଙ୍କୁ ଚୟନ କରାଯାଇଛି। ମୁମ୍ବାଇରେ ଅନୁଷ୍ଠିତ ଏକ ବୈଠକରେ ଶନିବାର ବିସିସିଆଇ ଏହି ଘୋଷଣା କରିଛି। ଏହା ସହିତ ଇଂଲଣ୍ଡ ଗସ୍ତ ପାଇଁ ଏକ ୧୮ ଜଣିଆ ଦଳ ଘୋଷଣା…

ଆୟ ବହିର୍ଭୃତ ସମ୍ପତ୍ତି ଠୁଳ ଅଭିଯୋଗରେ ଆର ଆଣ୍ଡ ବି ଡିଭିଜନର କନିଷ୍ଠ ଯନ୍ତ୍ରୀ ଗିରଫ

ନୂଆପଡ଼ା: ଆୟ ବହିର୍ଭୃତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ଆର ଆଣ୍ଡ ବି ଡିଭିଜନର କନିଷ୍ଠ ଯନ୍ତ୍ରୀ। ଶନିବାର ନୂଆପଡ଼ା ଜିଲ୍ଲା ଖଡ଼ିଆଳର ଆର ଆଣ୍ଡ ବି ଡିଭିଜନର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀଙ୍କୁ ଭିଜିଲାନ୍ସ ଗିରଫ କରିଛି। ସୁଶାନ୍ତ ସେଠୀଙ୍କ ଘରେ ଶୁକ୍ରବାର ଚଢ଼ାଉ କରିଥିଲା…

ପୁଣି କରୋନା ଭୟ: କେରଳ, ଦିଲ୍ଲୀ, ମୁମ୍ବାଇରେ ହାଇଆଲର୍ଟ…..

ନୂଆଦିଲ୍ଲୀ: ପୁଣି ଦେଶକୁ ଫେରିଛି କରୋନା । ଦେଶରେ ଏବେ ବଢୁଥିବା କରୋନାର ଭାରିଆଣ୍ଟ, ଏବେ ଲୋକଙ୍କ ମନରେ ନୂଆ ଭୟ ସୃଷ୍ଟି କରିଛି । ପାଖାପାଖି ୨.୫ର ବର୍ଷର ନିଦ୍ରା ପରେ ଏବେ ପୁଣି କୋଭିଡ୍ -୧୯ ଭାରତର ସହରାଞ୍ଚଳ କେନ୍ଦ୍ରଗୁଡ଼ିକରେ ଧୀରେ ଧୀରେ ଜାଗ୍ରତ ହେବାରେ ଲାଗିଛି । ଫଳରେ ଦିଲ୍ଲୀ,…

ପାକ୍ ଉପରେ ବର୍ଷିଲା ଭାରତ, ସୁରକ୍ଷା ଉପରେ କହିବାର ଅଧିକାର ନାହିଁ

ନୂଆଦିଲ୍ଲୀ: ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଭାରତ  ଆତଙ୍କବାଦୀ କାର୍ଯ୍ୟକଳାପକୁ ନେଇ ପାକିସ୍ତାନକୁ ନିନ୍ଦା କରିବା ସହ ନିଜର ଅସନ୍ତୋଷ ପ୍ରକାଶ କରିଛି। ଏହି ପରିଷଦରେ ଭାରତ କହିଛି ଯେ ପାକିସ୍ତାନୀ ସେନା ମାସର ଆରମ୍ଭରେ ଭାରତୀୟ ସୀମାନ୍ତ ଅଞ୍ଚଳରେ ଥିବା ସ୍ଥାନଗୁଡିକୁ  ଓ ଧାର୍ମିକ…

ଭାଙ୍ଗୁଛି ମାଓଗଡ, ପୁଣି ଆତ୍ମସମର୍ପଣ କଲେ ୨୪ ମାଓବାଦୀ

ମାଲକାନଗିରି: ଭାଙ୍ଗୁଛି ମାଓଗଡ଼। ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆଗେଇ ଆସୁଛନ୍ତି ମାଓବାଦୀ। ଲଗାତାର ଲାଲବାହିନୀ ଆତ୍ମସମର୍ପଣ କରୁଛନ୍ତି। ଏବେ ପୁଣି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ପୋଲିସ ନିକଟରେ ୨୪ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ମୋଟ୍‌…