Latest Odisha News

BREAKING NEWS

ଯାତ୍ରୀ ଚାହିଦା ବୃଦ୍ଧିକୁ ଦୃଷ୍ଟିରେ ରଖି ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସରେ ଅଧିକ କୋଚ୍ ସଂଯୋଗ

ରାଉରକେଲା: ପୁରୀ ଏବଂ ରାଉରକେଲା ମଧ୍ୟରେ ଦ୍ରୁତ ଏବଂ ଅଧିକ ଆରାମଦାୟକ ରେଳ ଯାତ୍ରା ଉପଲବ୍ଧ କରାଇବା ପାଇଁ ବର୍ଦ୍ଧିତ ଚାହିଦାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ 20836/20835 ପୁରୀ-ରାଉରକେଲା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସରେ ୫୦% କୋଚ୍ ବୃଦ୍ଧି ଘୋଷଣା କରିଛି । ଏହି ଟ୍ରେନଟି ଆସନ୍ତା ତା…

ବ୍ୟସ୍ତବହୂଳ କାର୍ଯ୍ୟସୂଚୀ ନେଇ ଅସନ୍ତୋଷ ବ୍ୟକ୍ତ କଲେ ଗିଲ, ଷ୍ଟୋକ୍ସ

ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ କ୍ରିକେଟ ଟିମ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯାଉଛି । ତେବେ ଲମ୍ବା ସିରିଜରେ ମ୍ୟାଚ ମଧ୍ୟରେ କମ ଦିନ ବ୍ୟବଧାନ ରହିବା ନେଇ ଶୁଭମନ ଗିଲ ଓ ବେନ ଷ୍ଟୋକ୍ସ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ବିଶେଷ କରି ବୋଲରମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି…

ମାଛଗାଁ କେନାଲରେ ୧୦ ଫୁଟ୍‌ର ଘାଇ; କଟକ-ଜଗତସିଂହପୁରକୁ ଯୋଗାଯୋଗ ବାଧାପ୍ରାପ୍ତ

ଜଗତସିଂହପୁର:ନୂଆଦା ନିକଟରେ ମାଛଗାଁ କେନାଲରେ ୧୦ ଫୁଟ୍‌ର ଘାଇ । ଘାଇ ଯୋଗୁଁ ତରିକୁନ୍ଦ ଓ ନୂଆଦା ଅଞ୍ଚଳ ବ୍ୟାପକ ଜଳମଗ୍ନ । ଫଳରେ ମୁଖ୍ଯରାସ୍ତା ଉପରେ ୩ ଫୁଟ ଉଚ୍ଚତାରେ ପାଣି ଚାଲିବା ସହ ଶତାଧିକ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଯାଇଛି। ୨୦ରୁ ଅଧିକ ଘର ପାଣି ଘେରରେ ବୁଡ଼ି ରହିଛି।…

ସାମ୍ନାକୁ ଆସିଲା ‘ଅବତାର ୩’ର ଟ୍ରେଲର, ଦମଦାର ଆକ୍ସନ ସହ…

ମୁମ୍ବାଇ: ହଲିଉଡର ସବୁଠାରୁ ଲୋକପ୍ରିୟ ଚଳଚ୍ଚିତ୍ର ମାନଙ୍କ ମଧ୍ୟରୁ ଅନ୍ୟତମ ଫିଲ୍ମ ହେଉଛି 'ଅବତାର'। ଏହାର ତୃତୀୟ ଭାଗର ଟ୍ରେଲର ରିଲିଜ୍ ହୋଇସାରିଛି। ଫିଲ୍ମର ନିର୍ଦ୍ଦେଶକ ଜେମ୍ସ କାମେରନ୍ ପୂର୍ବରୁ ଏହାର ଦୁଇଟି ସିକ୍ୱେଲ୍ ରିଲିଜ୍ କରି ସାରିଛନ୍ତି। ଏହାର ପ୍ରଥମ ଭାଗ 'ଅବତାର' ନାମରେ…

ସ୍ପଟ ଫିକ୍ସିଂ, ଡୋପିଂରେ ଧରାପଡିଥିବା ଏହି ଖେଳାଳି ଜିମ୍ବାୱେ ଟିମରେ ପାଇଲେ ସ୍ଥାନ

ନୂଆଦିଲ୍ଲୀ: ଜିମ୍ବାୱେ କ୍ରିକେଟର ବିବାଦୀୟ ଖେଳାଳି ବ୍ରେଣ୍ଡନ ଟେଲର ପୂନର୍ବାର ଜାତୀୟ ଦଳକୁ ପ୍ରତ୍ୟାବର୍ତନ କରିଛନ୍ତି । ୩୯ ବର୍ଷୀୟ ଟେଲରଙ୍କୁ ଆଇସିସି ନିଲମ୍ବିତ କରିଥିଲା । ନିଲମ୍ବନ ଦଣ୍ଡାଦେଶ ପୂର୍ଣ୍ଣ ହେବା ପରେ ଟେଲର ପୂନର୍ବାର ଜିମ୍ବାୱେ ଟିମରେ ସ୍ଥାନ ପାଇଛନ୍ତି । ଜାନୁୟାରୀ…

ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀ ରାଜ କିଶୋର ଜେନା ଗିରଫ

ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ବୁଧବାର ଦିନ ଭୁବନେଶ୍ୱର ଆରଆଣ୍ଡବି ଡିଭିଜନ- ୩ର ସହକାରୀ ଯନ୍ତ୍ରୀ ରାଜ କିଶୋର ଜେନାଙ୍କୁ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରିଛି। ତାଙ୍କ ବିରୁଦ୍ଧରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି। ତାଙ୍କୁ ଭୁବନେଶ୍ୱରର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ…

ଟି୨୦ରେ ଅଭିଷେକ ଶର୍ମା ଏକ ନମ୍ବର

ଦୁବାଇ: ଭାରତୀୟ କ୍ରିକେଟ ଟିମର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ଏବେ ଆନ୍ତର୍ଜାତୀୟ ଟି୨୦ ର‌୍ୟାଙ୍କିଙ୍ଗରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ସେ ଅଷ୍ଟ୍ରେଲିଆର ଟ୍ରେଭିସ ହେଡଙ୍କୁ ପଛରେ ପକାଇ ଏକ ନମ୍ବର ବ୍ୟାଟ୍ସମ୍ୟାନ ହୋଇଛନ୍ତି । ସେ ୮୨୯ ରେଟିଂ ପଂଏଟ ପାଇଛନ୍ତି । ହେଡ ୮୧୪…

OSSSC ବାତିଲ କଲା ଆରଆଇ-ଅମିନ ପ୍ରିଲିମ୍‌ ପରୀକ୍ଷା;୧୫ ଦିନ ଭିତରେ …

ଭୁବନେଶ୍ବର: ଆରଆଇ ଅମିନ ମିଳିତ ପ୍ରିଲିମ୍‌ ଓ ମୁଖ୍ୟ ପରୀକ୍ଷା ରଦ୍ଦ । ଓଡ଼ିଶା ସବଅର୍ଡିନେଟ ଷ୍ଟାଫ ସିଲେକ୍ସନ କମିଶନ (OSSSC) ରେଭେନ୍ୟୁ ଇନ୍‌ସ୍ପେକ୍ଟର (RI), ଆସିଷ୍ଟାଣ୍ଟ ରେଭେନ୍ୟୁ ଇନ୍‌ସ୍ପେକ୍ଟର (ARI), ଅମିନ ଏବଂ ଆଇସିଡ଼ିଏସ ସୁପରଭାଇଜର ପଦବୀ ପାଇଁ ଆୟୋଜିତ କମ୍ବାଇନ୍‌ଡ…

ଅସ୍ଥାୟୀ ଭାବେ ଅମରନାଥ ଯାତ୍ରା ସ୍ଥଗିତ

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ପ୍ରବଳ ବର୍ଷା ଯୋଗୁଁ କର୍ତ୍ତୃପକ୍ଷ ବୁଧବାର ପହଲଗାମ ଏବଂ ବାଲତାଲ ଉଭୟ ରୁଟରେ ଅମରନାଥ ଯାତ୍ରାକୁ ସ୍ଥଗିତ ରଖିଛନ୍ତି। ଖରାପ ପାଗ ଯୋଗୁଁ ଗୁରୁବାର ମଧ୍ୟ ଜମ୍ମୁରେ ଯାତ୍ରା ସ୍ଥଗିତ ରହିବ। ଜମ୍ମୁ ଏବଂ କାଶ୍ମୀରର ସୂଚନା ଏବଂ ଲୋକସମ୍ପର୍କ ବିଭାଗ ସୋସିଆଲ ମିଡିଆ…

ଆଜି ପୁଣି ବଢିଲା ସୁନା ଦର;ଟପିଲା ଲକ୍ଷେ

ଭୁବନେଶ୍ବର: ଆଜି ପୁଣି ବଢିଛି ସୁନା ଦର । ଜୁଲାଇ ୩୦ ଅର୍ଥାତ୍‌ ବୁଧବାର ପୁଣି ଲକ୍ଷେ ଟପିଲା ସୁନା । ଆଜି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୧,୦୦,୪୮୦ ଟଙ୍କା ରହିଛି ଓ ଗତକାଲି ୯୯,୮୨୦ ଟଙ୍କା ଥିଲା । ଆଜି ୬୬୦ ଟଙ୍କା ବୃଦ୍ଧି ପାଇଛି । ସେହିପରି ୨୨…