Latest Odisha News

BREAKING NEWS

ମାଡ଼ି ଆସୁଛି କୋଭିଡର ନୂଆ ୱେଭ୍! ଏହି ସବୁ ଦେଶରେ ଅଚାନକ ବଢିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ବିଶ୍ୱ ଏପର୍ଯ୍ୟନ୍ତ କୋଭିଡ୍-୧୯ ମହାମାରିକୁ ଭୁଲିପାରିନାହିଁ। ଏହି ରୋଗର କ୍ଷତ ଏପର୍ଯ୍ୟନ୍ତ ଶୁଖିନଥିବା ବେଳେ ଏବେ ପୁଣିଥରେ କୋରୋନା ଭାଇରସ ଲେଉଟିବା ଖବର ସମସ୍ତଙ୍କ ଚିନ୍ତା ବଢାଇଛି। ଏସିଆର ଅନେକ ସ୍ଥାନରେ କରୋନାର ଏକ ନୂତନ ଲହରୀ ବ୍ୟାପିବାରେ ଲାଗିଛି। ହଂକଂ ଏବଂ ସିଙ୍ଗାପୁର…

ଇତିହାସ ରଚିଲେ ନୀରଜ ଚୋପ୍ରା, ଦୋହା ଡାଇମଣ୍ଡ ଲିଗ୍‌ରେ ଜାଭେଲିନ ଫିଙ୍ଗି କଲେ ନୂଆ ରେକର୍ଡ

ନୂଆଦିଲ୍ଲୀ: ଇତିହାସ ରଚିଲେ ଅଲିମ୍ପିକ୍ସ ବିଜେତା ନୀରଜ ଚୋପ୍ରା। ଦୋହା ଡାଇମଣ୍ଡ ଲିଗ୍‌ରେ ଜାଭେଲିନ ଫିଙ୍ଗି କଲେ ନୂଆ ରେକର୍ଡ। ନୀରଜ ଚୋପ୍ରା ତୃତୀୟ ପ୍ରୟାସରେ ୯୦.୨୩ ମିଟର ଦୂରକୁ ଜାଭେଲିନ ଫିଙ୍ଗି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ଲିଗ୍‌ର ଜାଭେଲିନ୍ ଇଭେଣ୍ଟରେ ନୀରଜ ନିଜର ତୃତୀୟ…

ମେ’ ୨୦ ସୁଦ୍ଧା ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ରେଜଲ୍ଟ!

ଭୁବନେଶ୍ୱର: ଆସନ୍ତା ୨୦ ତାରିଖ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବ। ଖୁବଶୀଘ୍ର ପ୍ଲଟୁ ରେଜଲ୍ଟ ପ୍ରକାଶ କରିବାକୁ ସିଏଚ୍‌ଏସ୍‌ଇ ଲକ୍ଷ୍ୟ ରଖିଛି। ଏହି ପ୍ରକ୍ରିୟା ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି। ଆସନ୍ତା ୪ରୁ ୫ ଦିନ ମଧ୍ୟରେ ପରୀକ୍ଷା ଫଳ ପ୍ରକାଶ ପାଇବାର ସମ୍ଭାବନା ରହିଛି।…

ସୁଗାର ଲେବଲ କଣ୍ଟ୍ରୋଲ କରେ ଏହି ପାଣି…

ଭୁବନେଶ୍ବର:ମେଥିରେ ଅନେକ ନ୍ୟୁଟ୍ରିଏଣ୍ଟସ ଭରି ରହିଥାଏ । ଏହାକୁ ପ୍ରତ୍ୟେକ ଦିନ ଖାଇବା ଯୋଗୁ ବ୍ୟକ୍ତିର ପିତ୍ତ,ବାତ, କଫ ଏବଂ ଥଣ୍ଡାଜନିତ ସମସ୍ୟା ଆଦି ଦୂର ହୋଇଥାଏ । ପ୍ରତିଦିନ ରାତିରେ ଗୋଟାଏ ଚାମଚ ମେଥି ଭିଜାଇ ସକାଳୁ ସେହି ପାଣି ପିଇବା ଦ୍ବାରା ଅନେକ ଲାଭ ମିଳିଥାଏ । ମେଥି ଦାନା…

୩ ଦିନ ଯାଏଁ କାଳବୈଶାଖୀ ଆଲର୍ଟ: ଆଜି ବଜ୍ରପାତ ଓ ବର୍ଷା ପାଇଁ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି କାଳବୈଶାଖୀ। ଆହୁରୀ ୩ ଦିନ ଯାଏଁ କାଳବୈଶାଖୀ ଆଶଙ୍କା ଥିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ୧୯ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି। କାଳବୈଶାଖୀ ପ୍ରଭାବରେ ସାମନ୍ୟ ହ୍ରାସ ପାଇବ ତାତି।…

ହ୍ୟାକର୍ସମାନେ ଫାଇଦା ଉଠାଇ ପାରନ୍ତି ! ଆଇଫୋନ ଏବଂ ଆଣ୍ଡ୍ରଏଡ ୟୁଜରଙ୍କୁ ସରକାରଙ୍କ ଚେତାବନୀ

ନୂଆଦିଲ୍ଲୀ:ଆପଲ୍ ଆଇଫୋନ୍, ଆଇପ୍ୟାଡ୍ ଏବଂ ଆଣ୍ଡ୍ରଏଡ୍ ଫୋନ୍ ବ୍ୟବହାର କରୁଥିବା ବ୍ୟବହାରକାରୀମାନଙ୍କୁ ସତର୍କ ରହିବାକୁ ପଡିବ। ଭାରତ ସରକାର ଲକ୍ଷ ଲକ୍ଷ ୟୁଜରଙ୍କ ପାଇଁ ଏକ ଜରୁରୀ ସୁରକ୍ଷା ସତର୍କତା ଜାରି କରିଛନ୍ତି । ଯେଉଁଥିରେ ଆଣ୍ଡ୍ରଏଡ୍ ସଂସ୍କରଣ ୧୩, ୧୪ ଏବଂ ୧୫କୁ ପ୍ରଭାବିତ କରୁଥିବା…

ତୁଲବୁଲ ନାଭିଗେସନ୍ ପ୍ରକଳ୍ପ କ’ଣ? ଯାହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ମେହବୁବା ମୁଫତି ଏବଂ ଓମର ଅବଦୁଲ୍ଲା

ଶ୍ରୀନଗର: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ବଳବତ୍ତର ରହିଛି, କିନ୍ତୁ ଏହି ସମୟ ମଧ୍ୟରେ ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ସୋସିଆଲ ମିଡିଆରେ ପରସ୍ପର ସହିତ ମୁହାଁମୁହିଁ ହୋଇଛନ୍ତି । ବର୍ତ୍ତମାନ, ଭାରତ ସରକାରଙ୍କ…

ଜ୍ଞାନପୀଠ ପୁରସ୍କାରରେ ସମ୍ମାନୀତ ହେଲେ ଗୀତିକାର ଗୁଲଜାର ଓ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସଂସ୍କୃତ ବିଦ୍ୱାନ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟଙ୍କୁ ୫୮ତମ ଜ୍ଞାନପୀଠ ପୁରସ୍କାର ପ୍ରଦାନ କରିଛନ୍ତି । ଏହି ଅବସରରେ ରାଷ୍ଟ୍ରପତି ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟଙ୍କୁ ଅଭିନନ୍ଦନ…

ଭିଜିଲାନ୍ସ ଜାଲରେ କାର୍ଯ୍ୟନିର୍ବାହୀ ଅଧିକାରୀ; ନେଉଥିଲେ ଠିକାଦାରଙ୍କ ଠାରୁ ଲାଞ୍ଚ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଖଣ୍ଡପଡ଼ା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନିରଞ୍ଜନ ଧଳ। ଆଜି ସନ୍ଧ୍ୟାରେ ଜୈନେକ ଠିକାଦାରଙ୍କ ବକେୟା ବିଲ କରାଇଦେବାକୁ କହି ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ବର ଭିଜିଲାନ୍ସ ଟିମ ଧରିଛି । ବିଲ କରାଇ ଦେବାକୁ ଠିକାଦାରଙ୍କଠାରୁ ୨୦ ହଜାର ଟଙ୍କା ଲାଞ୍ଚ…

ସିନ୍ଦୁରର ନାଲି ରଙ୍ଗ ଶତୃମାନଙ୍କ ପାଇଁ ବିପଦ ଏବଂ ଭାରତୀୟଙ୍କ ପାଇଁ ବିଜୟର ସଂକେତ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଅପରେସନ ସିନ୍ଦୁରର ସଫଳତା ପାଳନ ଅବସରରେ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଠାରେ ଆୟୋଜିତ ସିନ୍ଦୂର ଯାତ୍ରାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇଥିଲେ । ଏହି ଅବସରରେ ସେ କହିଛନ୍ତି ଯେ, ଅପରେସନ ସିନ୍ଦୂର କେବଳ ଏକ ନାମ ନୁହେଁ, ଭାରତୀୟ ସେନାର ସାହସ ଓ ନାରୀ ସମ୍ମାନର ଏହା ଏକ…