Latest Odisha News

BREAKING NEWS

ମହାପ୍ରଭୁଙ୍କ ପାଇଁ ଖୋଲାଯିବ ଡିଜିଟାଲ ହୁଣ୍ଡି; ଦାନ ପ୍ରକ୍ରିୟା ହେବ ସରଳ

ପୁରୀ:ଶ୍ରୀ ମନ୍ଦିର ପାଇଁ ଆରମ୍ଭ ହେବ ଡିଜିଟାଲ ହୁଣ୍ଡି । ଏନେଇ ସମର୍ପଣ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶର କୋଣ ଅନୁକୋଣରେ ଥିବା ବ୍ୟାଙ୍କର ବିଭିନ୍ନ ଶାଖାରେ ଡିଜିଟାଲ ହୁଣ୍ଡି ସ୍ଥାପନ ବ୍ୟବସ୍ଥା କରାଯିବ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏହାକୁ କାର୍ଯ୍ୟକାରୀ କରିବାକୁ ଆଇନ ବିଭାଗ…

FIH ହକି ପ୍ରୋ ଲିଗ୍ ୟୁରୋପିଆନ ଲେଗ୍ :ନେଦରଲ୍ୟାଣ୍ଡ ବିପକ୍ଷରେ ଭାରତୀୟ ପୁରୁଷ ଦଳର ପରାଜୟ

ନୂଆଦିଲ୍ଲୀ: ଏଫଆଇଏଚ ପୁରୁଷ ହକି ପ୍ରୋ ଲିଗ ୨୦୨୪-୨୫ର ୟୁରୋପିଆନ ଲେଗ୍ ଆରମ୍ଭ ହୋଇଯାଇଛି । ଶନିବାର ଭାରତୀୟ ପୁରୁଷ ହକି ଦଳ ଏହି ଲେଗ୍ ରେ ପ୍ରଥମ ମ୍ୟାଚ ନେଦରଲ୍ୟାଣ୍ଡ ବିପକ୍ଷରେ ନେଦରଲ୍ୟାଣ୍ଡର ଆମଷ୍ଟେଲଭିନର ୱାଗେନର ହକି ଷ୍ଟାଡିୟମରେ ଖେଳିଥିଲେ । ତେବେ ଭାରତୀୟ ପୁରୁଷ ଦଳ ଏହି ମ୍ୟାଚରେ…

ପର୍ଦ୍ଦାଫାସ:ପାକିସ୍ତାନୀ ସବ୍‌-ଇନ୍ସପେକ୍ଟରଙ୍କ ସହ ଜ୍ୟୋତିଙ୍କ ରହିଛି ଲିଙ୍କ୍‌ !

ନୂଆଦିଲ୍ଲୀ: ପାକିସ୍ତାନ ପାଇଁ ଗୁପ୍ତଚର କାମ କରୁଥିବା ଅଭିଯୋଗରେ ଗିରଫ ହୋଇଥିବା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ନେଇ ଆଉ ଏକ ଖୁଲସା ହୋଇଛି । ପାକିସ୍ତାନ ପୋଲିସର ଅବସରପ୍ରାପ୍ତ ସବ୍‌-ଇନ୍ସପେକ୍ଟର ନାସିର ଢିଲୋ ଏବଂ ଭାରତୀୟ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ମଧ୍ୟରେ ଲିଙ୍କ୍‌ ଥିବା…

କୋହଲିଙ୍କ ରେକର୍ଡ ଭାଙ୍ଗିଲେ, ରୋହିତଙ୍କ ସହ ସମକକ୍ଷ ହେଲେ ଇଂଲଣ୍ଡର ଏହି ବ୍ୟାଟ୍ସମ୍ୟାନ

ଲଣ୍ଡନ: ଇଂଲଣ୍ଡର ଜୋସ ବଟଲର ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ଏକ ରେକର୍ଡ ଭଙ୍ଗ କରିବା ସହ ରୋହିତ ଶର୍ମାଙ୍କ ସହ ସମକକ୍ଷ ହୋଇଛନ୍ତ । ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚରେ ସେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ବଟଲର ଏହି ମ୍ୟାଚରେ ୯୬ ରନର ବିସ୍ଫୋରକ ଇନିଂସ…

ଆଗାମୀ ୩ ଘଣ୍ଟା ମଧ୍ୟରେ ରାଜ୍ୟରେ ବଜ୍ରପାତ ସହ ବର୍ଷା , ଏହି ଜିଲ୍ଲାକୁ ୟଲୋ ଓ୍ବାର୍ଣ୍ଣିଂ..

ଭୁବନେଶ୍ବର: ଆଗାମୀ ୨-୩ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ଝଡ ବର୍ଷା ହେବାର ସମ୍ଭାବନା ରହିଛି । ୩୦-୪୦ କିଲୋମିଟର ବେଗରେ ପବନ ବହିବ ଏଥିସହ କିଛି ଜିଲ୍ଲାକୁ ୟଲୋ ଓ୍ବାର୍ଣ୍ଣିଂ ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ଅନୁଗୁଳ, ଯାଜପୁର,…

ବିଗିଡ଼ିଲା ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ସ୍ବାସ୍ଥ୍ୟାବସ୍ଥା

ନୂଆଦିଲ୍ଲୀ: ପୁଣି ବିଗିଡିଲା ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା। ସିମଲାରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହୋଇଥିବା ଜଣାପଡ଼ିଛି। ଏହାପରେ ତାଙ୍କୁ ଶନିବାର ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜ ଏବଂ ହସ୍ପିଟାଲ (IGMC) କୁ ନିଆଯାଇଥିଲା।…

ସୁନା ହେବ ସୁବର୍ଣ୍ଣପୁର ଜିଲ୍ଲା;ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ 

ସୁବର୍ଣ୍ଣପୁର: ଆଜି ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଯାଇ ଜିଲ୍ଲାରେ ୩୨୩ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ପ୍ରକଳ୍ପ ମୂଲ୍ୟର ୫୬ଟି ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଉଦ୍‍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ୮୦ କୋଟି…

ଏଥର ଲୁଣରେ ଚାଲିବ ସ୍କୁଟର

ପେଟ୍ରାଲ, ଡିଜେଲ ଓ ଲିଥିୟମ ବ୍ୟାଟେରୀରେ ସ୍କୁଟର ଚାଲୁଥିବା ଆମେ ଜାଣିଛେ । ଏବେ ଚୀନ ଏହାଠାରୁ ଆଉ ପାଦେ ଆଗେଇ ଯାଇଛି । ରିପୋର୍ଟ ମୁତାବକ ଚୀନ ଲୁଣରେ ଚାଲୁଥିବା ସ୍କୁଟର ପ୍ରସ୍ତୁତ କରିଛି । ବିଶ୍ୱାସ ହେଉ ନ ଥିଲେ ଏହା ସତ । ଅଧିକାଂଶ ଇଲେକ୍ଟ୍ରିକ ସ୍କୁଟର ଏବେ ଲିଥିୟମ-ଆୟନ ବ୍ୟାଟେରୀରୁ…

ବ୍ରହ୍ମପୁରରେ ଦୁଇ ନାବାଳିକା ଗଣଦୁଷ୍କର୍ମ ମାମଲା, ଏସ୍ପିଙ୍କୁ ଭେଟିଲା ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ଗୋଳନ୍ଥରା ପୋଲିସ ଥାନା ଅନ୍ତର୍ଗତ ଗତ ୩ ତାରିଖରେ ଘଟିଥିବା ଦୁଇ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆଜି ବିଜୁ ଜନତା ଦଳର ଫ୍ୟାକ୍ଟ ଫାଇଣ୍ଡିଂ ଟିମ ବ୍ରହ୍ମପୁର ଏସପିଙ୍କୁ ଭେଟି ଉଦବେଗ ପ୍ରକାଶ କରିବା ସହିତ ପୀଡ଼ିତାଙ୍କ ପରିବାରକୁ ତୁରନ୍ତ ନ୍ୟାୟ ପ୍ରଦାନ ଦାବି…

ବିଶ୍ବ ବ୍ୟାଙ୍କ୍ ରିପୋର୍ଟ: ଭାରତରେ ଦ୍ରୁତଗତିରେ କମୁଛି ‘ଅତ୍ୟନ୍ତ ଦାରିଦ୍ର୍ୟ’ହାର,ଗତ ୧୧ ବର୍ଷ…

ନୂଆଦିଲ୍ଲୀ: ଏକ ଦଶନ୍ଧି ମଧ୍ୟରେ ଭାରତର ଅତ୍ୟନ୍ତ ଦାରିଦ୍ର୍ୟ ହାର ୫.୩ ପ୍ରତିଶତ ହୋଇଛି ,ଯାହା ୨୦୧୧-୧୨ରେ ୨୭.୧ ପ୍ରତିଶତ ଥିଲା । ବିଶ୍ୱ ବ୍ୟାଙ୍କ ନୂତନ ରିପୋର୍ଟରେ ଏହା ପ୍ରକାଶ କରିଛି । ଦେଶରେ ଅତ୍ୟନ୍ତ ଦାରିଦ୍ର୍ୟ ହାର ୨୦୧୧-୧୨ ରେ ୨୭.୧ ପ୍ରତିଶତରୁ ୨୦୨୨-୨୩ ରେ ୫.୩ ପ୍ରତିଶତକୁ…