Latest Odisha News

BREAKING NEWS

‘ଲକ୍ଷଣ ରେଖା ଡେଇଁ ସାରିଛନ୍ତି ଥରୁର’: କଡା କରି କହିଲେ କଂଗ୍ରେସ ନେତା

ନୂଆଦିଲ୍ଲୀ: ଅପରେସନ ସିନ୍ଦୂରକୁ ନେଇ ସରକାରଙ୍କ ପ୍ରତି ତାଙ୍କ ସମର୍ଥନକୁ ସ୍ପଷ୍ଟ ଭାବେ ରଖିଆସୁଛନ୍ତି କଂଗ୍ରେସ ସାଂସଦ ଶଶି ଥରୁର । ଏମିତିକି ଦଳ ଉର୍ଦ୍ଧ୍ବକୁ ଯାଇ ମଧ୍ୟ ମନ୍ତବ୍ୟ ରଖିଛନ୍ତି । ଏଥିସହିତ କଂଗ୍ରେସ ନିଜକୁ ଗଣତାନ୍ତ୍ରିକ ବୋଲି କହିଆସେ,  ଯେଉଁଠାରେ ଆଭ୍ୟନ୍ତରୀଣ ବିତର୍କକୁ…

କପିକ୍ୟାଟ୍ ପାକିସ୍ତାନ: ଭାରତକୁ ନକଲ କରୁଛି

ନୂଆଦିଲ୍ଲୀ: ଯାହା ଭାରତ କଲା, ମୁଁ ବି କରିବି । ଅପରେସନ ସିନ୍ଦୂର ପରେ ଏବେ କିଛି ଏପରି ପନ୍ଥା ଆପଣାଇଛି ପଡୋଶୀ ଦେଶ ପାକିସ୍ତାନ । ଭାରତକୁ ଫଲୋ କରୁଛି । ପ୍ରଥମେ ପ୍ରେସ ବ୍ରିଫିଂ, ଆଉ ଏବେ ମୋଦିଙ୍କ ବାୟୁସେନା ଘାଟି ପରିଦର୍ଶନକୁ ବି ଫଲୋ କରିଛି ପାକିସ୍ତାନ । ପ୍ରଧାନମନ୍ତ୍ରୀ…

ସିନ୍ଧୁ ଚୁକ୍ତି ବାତିଲ ନିଷ୍ପତ୍ତି: ପୁନର୍ବିଚାର ଲାଗି ଭାରତକୁ ପାକିସ୍ତାନର ଅପିଲ୍

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୁଦ୍ଧରେ ନେଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିଗୁଡ଼ିକରେ ସିନ୍ଧୁ ଜଳ ଚୁକ୍ତିନାମା (IWT) ରଦ୍ଦ କରିବା ଅନ୍ତର୍ଭୁକ୍ତ। ଏହି ଚୁକ୍ତିନାମା ସ୍ଥଗିତ ହେବା ପରେ, ପାକିସ୍ତାନ ଜଳ ସଙ୍କଟର ସମ୍ମୁଖୀନ ହେଉଛି। ଭାରତ ପ୍ରଥମ ଥର…

ଆଜିଠୁ ୩୦ ଯାଏ ଶିକ୍ଷକ ବଦଳି ଆବେଦନ, ସୁପାରିସ କରିପାରିବେ ବିଧାୟକ ଓ ସାଂସଦ

ଭୁବନେଶ୍ବର: ଶିକ୍ଷକ ବଦଳି ନେଇ ନୂଆ ନିୟମ ଆସିବା ପରେ ସଂଶୋଧିତ କ୍ୟାଲେଣ୍ଡର ଜାରି ହୋଇଛି। ଆନ୍ତଃ ଜିଲା ପ୍ରାଥମିକ ଶିକ୍ଷକ ବଦଳି କ୍ଷେତ୍ରରେ ଜାରି କ୍ୟାଲେଣ୍ଡର ଅନୁସାରେ, ଆଜିଠୁ ମେ ୩୦ ତାରିଖ ପର୍ଯ୍ୟନ୍ତ ପୋର୍ଟାଲରେ ଶିକ୍ଷକମାନେ ଆବେଦନ କରିପାରିବେ। ସର୍ବାଧିକ ୧୫ ଜଣ ଶିକ୍ଷକଙ୍କ ବଦଳି…

ଦାୟିତ୍ଵ ନେବା ପରେ ଗବାଇଙ୍କ ପାଇଁ ପ୍ରଥମ ଚ୍ୟାଲେଞ୍ଜ: ରାଷ୍ଟ୍ରପତିଙ୍କ ୧୪ ପ୍ରଶ୍ନ 

ନୂଆଦିଲ୍ଲୀ: ଭାରତର ମୁଖ୍ୟ ବିଚାରପତି ବି.ଆର. ଗାଭାଇ ବୁଧବାର ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଷ୍ଟିସ୍‌ ବି.ଆର୍ ଗବାଇଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏଥିସହିତ ଦାୟିତ୍ଵ ନେବା ପରେ ରାଷ୍ଟ୍ରପତି…

ଭିଜିଲାନ୍ସ ଜାଲରେ ଧର୍ମଶାଳାର ଏବିଡ଼ିଓ, ଏକକାଳୀନ ୭ ସ୍ଥାନରେ ଚଢାଉ

ଯାଜପୁର: ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି ଯାଜପୁର ଧର୍ମଶାଳାର ଏବିଡ଼ିଓ ଅସିତ ପାତ୍ର। ଅସିତଙ୍କ କାର୍ଯ୍ୟାଳୟ ସମେତ ୭ଟି ସ୍ଥାନରେ ଏକକାଳୀନ ଚଢାଉ ଚାଲିଥିବା ସୂଚନା ମିଳିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍‍ ଚଢାଉ କରିଛି। ଏକାସାଙ୍ଗରେ ଯାଜପୁର, କଟକ…

ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ଏନକାଉଣ୍ଟରରେ ୩ ଜୈଶ୍ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁକାଶ୍ମୀର ପୁଲୱାମାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା। ଏନ୍‌କାଉଣ୍ଟରରେ ୩ ଜୈଶ୍ ଆତଙ୍କବାଦୀ ନିହତ। ୨ ଦିନ ତଳେ ସୋପିଆନରେ ଏନ୍‌କାଉଣ୍ଟରରେ ୩ ଲସ୍କର ଆତଙ୍କୀ ନିହତ ହୋଇଥିଲେ। ଏବେବି ସୁରକ୍ଷାକର୍ମୀ-ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ଉକ୍ତ ଅଞ୍ଚଳରେ ୩…

ପାରାଦୀପ ବନ୍ଦରରେ ପହଁଚିଲା ମାଲବାହୀ ଜହାଜ: ଅଛନ୍ତି ୨୧ ଜଣ ପାକିସ୍ତାନୀ, ବଢିଲା ସୁରକ୍ଷା

ପାରାଦୀପ: ପାରାଦୀପ ବନ୍ଦରରେ ବୁଧବାର ଦକ୍ଷିଣ କୋରିଆର ଏକ ତୈଳ ଟ୍ୟାଙ୍କର ପହଞ୍ଚିବା ପରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ସମ୍ପୃକ୍ତ ମାଲବାହୀ ଜାହାଜରେ ଅଛନ୍ତି ୨୧ ଜଣ ପାକିସ୍ତାନୀ। ଏହା ଜଣାପଡିବା ପରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ଏନେଇ ପାରାଦୀପ ଇମିଗ୍ରେସନ ବିଭାଗ…

ଗୁଳୁଗୁଳିରୁ ମିଳିବନି ତ୍ରାହି: ରାଜ୍ୟରେ କାଳବୈଶାଖୀ, ୭ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ଆଲର୍ଟ

ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ କାଳବୈଶାଖୀ। ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ଗୁରୁବାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, ଗଞ୍ଜାମ ଓ ମୟୂରଭଞ୍ଜରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ପବନର ଝଟ୍‌କା ୪୦ରୁ ୫୦ କିମି ଛୁଇଁପାରେ। ଶୁକ୍ରବାର ଓ ଶନିବାର ମଧ୍ୟ କାଳବୈଶାଖୀ…

ଭାରତ-ମିଆଁମାର ସୀମାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ୧୦ ଉଗ୍ରବାଦୀ ନିପାତ

ନୂଆଦିଲ୍ଲୀ: ଭାରତ-ମିଆଁମାର ସୀମାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା। ୧୦ ଉଗ୍ରବାଦୀ ନିପାତ ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ। ମଣିପୁର ଚାନ୍ଦେଲରେ ସେନା-ଆସାମ ରାଇଫଲ୍ସର ମିଳିତ ଅପରେସନ ଚାଲିଥିଲା। ବୁଧବାର ଦିନ ମଣିପୁରର ଚାନ୍ଦେଲ ଜିଲ୍ଲାରେ ଆସାମ ରାଇଫଲ୍ସର ଏକ ୟୁନିଟ୍ ସହିତ…