Latest Odisha News

BREAKING NEWS

ଗୁଳୁଗୁଳିରୁ ମିଳିବନି ତ୍ରାହି: ରାଜ୍ୟରେ କାଳବୈଶାଖୀ, ୭ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ଆଲର୍ଟ

ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ କାଳବୈଶାଖୀ। ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ଗୁରୁବାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, ଗଞ୍ଜାମ ଓ ମୟୂରଭଞ୍ଜରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ପବନର ଝଟ୍‌କା ୪୦ରୁ ୫୦ କିମି ଛୁଇଁପାରେ। ଶୁକ୍ରବାର ଓ ଶନିବାର ମଧ୍ୟ କାଳବୈଶାଖୀ…

ଭାରତ-ମିଆଁମାର ସୀମାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ୧୦ ଉଗ୍ରବାଦୀ ନିପାତ

ନୂଆଦିଲ୍ଲୀ: ଭାରତ-ମିଆଁମାର ସୀମାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା। ୧୦ ଉଗ୍ରବାଦୀ ନିପାତ ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ। ମଣିପୁର ଚାନ୍ଦେଲରେ ସେନା-ଆସାମ ରାଇଫଲ୍ସର ମିଳିତ ଅପରେସନ ଚାଲିଥିଲା। ବୁଧବାର ଦିନ ମଣିପୁରର ଚାନ୍ଦେଲ ଜିଲ୍ଲାରେ ଆସାମ ରାଇଫଲ୍ସର ଏକ ୟୁନିଟ୍ ସହିତ…

ବୃଷ ରାଶିରେ ସୂର୍ଯ୍ୟଙ୍କ ଗୋଚର; ଏହି ରାଶି ରୁହନ୍ତୁ ସତର୍କ

ଭୁବନେଶ୍ବର: ମାସକ ଯାଏଁ ବୃଷ ରାଶିରେ ରହିବେ ସୂର୍ଯ୍ୟ । ଆଜିଠୁ ଅର୍ଥାତ୍ ମେ' ୧୫ ତାରିଖ ୧୨ଟା ୨୦ ମିନିଟ ସମୟରେ ମେଷ ରାଶି ଛାଡ଼ି ବୃଷ ରାଶିରେ ପ୍ରବେଶ କରିବେ ସୂର୍ଯ୍ୟ । ବୃଷ ରାଶିରେ ସୂର୍ଯ୍ୟଙ୍କ ଗୋଚର କିଛି ରାଶି ପାଇଁ ପ୍ରତିକୂଳ ପ୍ରଭାବ ପଡିବ । ସେମାନଙ୍କୁ ସତର୍କ ରହିବାକୁ ପଡିବ ।…

ଇ-କମର୍ସ କମ୍ପାନୀକୁ ନିର୍ଦ୍ଦେଶ;ବିକ୍ରି ହେବନି ପାକିସ୍ତାନୀ ପତାକା ଓ ସାମଗ୍ରୀ

ନୂଆଦିଲ୍ଲୀ:ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଭାରତ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ସରକାର Amazon India, Flipkart, Ubuy India, Etsy, The Flag Company ପ୍ଲାଟଫର୍ମରୁ ପାକିସ୍ତାନୀ ପତାକା ଓ ପାକିସ୍ତାନ ସମ୍ପର୍କିତ ଉତ୍ପାଦଗୁଡ଼ିକୁ ହଟାଇବା ପାଇଁ…

ଗୋଲଡେନ୍ ବଏ ନୀରଜଙ୍କୁ ମିଳିଲା ଟେରିଟୋରିଆଲ୍ ଆର୍ମିରେ ଏହି ଦାୟିତ୍ୱ…

ନୂଆଦିଲ୍ଲୀ:ଟୋକିଓ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ଭାରତୀୟ ସେନା ପକ୍ଷରୁ ଏକ ବଡ଼ ସମ୍ମାନ ପାଇଛନ୍ତି। ତାଙ୍କୁ ଟେରିଟୋରିଆଲ୍ ଆର୍ମିରେ 'ଟଲେଫ୍ଟନାଣ୍ଟ କର୍ଣ୍ଣେଲ'ର ସମ୍ମାନଜନକ ଉପାଧି ଦିଆଯାଇଛି। ଲେଫ୍ଟନାଣ୍ଟ କର୍ଣ୍ଣେଲ ପଦବୀରେ ନୀରଜଙ୍କ ନିଯୁକ୍ତି ୧୬ ଏପ୍ରିଲ ୨୦୨୫ ରୁ…

ଦେଶ ସହିତ ଛିଡା ହୋଇଛୁ: ଜେଏନୟୁ ତୁର୍କୀର ବିଶ୍ୱବିଦ୍ୟାଳୟ ସହିତ ଏମଓୟୁକୁ କଲା ସ୍ଥଗିତ

ନୂଆଦିଲ୍ଲୀ:ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତର ଆତଙ୍କବାଦ ବିରୋଧୀ ଅପରେସନ ସିନ୍ଦୁର ଆରମ୍ଭ କରିଥିଲା । ଏହାପରେ ତୁର୍କୀ ପାକିସ୍ତାନକୁ ପ୍ରତିରକ୍ଷା ଉପକରଣ ଯୋଗାଇ ସମର୍ଥନ କରିଥିଲା। ଏପରି ପରିସ୍ଥିତିରେ, ସାରା ଦେଶରେ ତୁର୍କୀକୁ ବୟକଟ କରାଯାଉଛି। ଏହା ମଧ୍ୟରେ ଜାତୀୟ ସୁରକ୍ଷାକୁ…

ଓଡିଶାର ସବୁଠୁ ବ୍ୟୟବହୁଳ ସିନେମା ହେବ ‘ଲ୍ୟାଣ୍ଡଫଲ୍’

ଭୁବନେଶ୍ଵର: 'ଦମନ' ସଫଳତା ପରେ ନିର୍ଦ୍ଦେଶକ ଯୋଡି ଦେବୀ ପ୍ରସାଦ ଲେଙ୍କା ଓ ବିଶାଲ ମୌର୍ଯ୍ୟ ପୁଣି ଏକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯାଉଛନ୍ତି। ପିକ୍ସେଲ ମୁଭିଜ ନିବେଦିତ ତଥା ପ୍ରଭାତ କୁମାର ପ୍ରଧାନଙ୍କ ପ୍ରଯୋଜିତ ଏହି ନୂଆ ଓଡ଼ିଆ ସିନେମାର ଶୀର୍ଷକ ରହିଛି 'ଲ୍ୟାଣ୍ଡଫଲ୍'। ପରଦାରେ ୯୯…

ରାଜ୍ୟ ୭ବର୍ଷରୁ କମ୍ ଚେସ ପ୍ରତିଯୋଗିତା: ମେ୧୭ରୁ ଆରମ୍ଭ

ଭୁବନେଶ୍ୱର: ଚଳିତ ମାସ ମେ ୧୭ ରୁ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟ ୭ ବର୍ଷରୁ କମ୍ ଚେସ୍ ପ୍ରତିଯୋଗିତା ଆୟୋଜିତ ହେବ । ମାଷ୍ଟର ଚେସ ଫାଉଣ୍ଡେସନ ଓ ଅଲ ଓଡ଼ିଶା ଚେସ ଆସୋସିଏସନ ମିଳିତ ଆନୁକୂଲ୍ୟରେ ଏହା କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୭ ବର୍ଷ ରୁ କମ୍…

ଟେଷ୍ଟରୁ ଅବସର ନେବା ସତ୍ୱେ ରୋହିତ, କୋହଲିଙ୍କ କଂଟ୍ରାକ୍ଟ ବଜାୟ ରହିବ

ନୂଆଦିଲ୍ଲୀ: ଭାରତର ଦୁଇ ମହାନ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଅବସର ନେବା ପରେ ସେମାନଙ୍କ ସେଂଟ୍ରାଲ କଂଟ୍ରାକ୍ଟ ବଳବତର ରହିବ କି ନାହିଁ ସେ ନେଇ ସଂଶୟ ରହିଥିଲା । ତେବେ ବିସିସିଆଇ ସ୍ପଷ୍ଟ କରିଛି ଯେ, ଏହି ଦୁଇ ସିନିୟର ଖେଳାଳି…

‘ସିତାରେ ଜମିନ ପର’ ଟ୍ରେଲର ରିଲିଜ ପରେ ଟ୍ରୋଲ୍ ହେଲେ ଆମିର…

ମୁମ୍ବାଇ: ଆମିର ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସିତାରେ ଜମିନ ପର’ର ଟ୍ରେଲର ମଙ୍ଗଳବାର ରିଲିଜ ହୋଇଛି। ଟ୍ରେଲର ଆସିବା ପରେ ଫିଲ୍ମକୁ ନେଇ ଭିନ୍ନଭିନ୍ନ ରେସପନ୍ସ ମିଳୁଛି। କେହି କେହି ଫିଲ୍ମକୁ ପସନ୍ଦ କରୁଥିବା ବେଳେ ଅନେକ ଏହାକୁ କପି ବୋଲି କହିଛନ୍ତି। ସୋସିଆଲ ମିଡିଆରେ ୟୁଜର୍ସ…