‘ସୈୟାରା’ର ରେକର୍ଡ ବ୍ରେକିଂ କେଲକ୍ସନ: ଯିଏ ଦେଖିଲା ସେ ତାଳି ମାରିଲା.. କିନ୍ତୁ କପି ହୋଇଥିବା ଅଭିଯୋଗ
ଭୁବନେଶ୍ୱର: ମୋହିତ ସୁରୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଚଳଚ୍ଚିତ୍ର ସୈୟାରା ଜୁଲାଇ ୧୮ରେ ମୁକ୍ତିଲାଭ କରି ମାତ୍ର ତିନି ଦିନରେ ୮୩ କୋଟି ଟଙ୍କା ଆୟ କରି ବକ୍ସ ଅଫିସରେ ଇତିହାସ ରଚିଛି। ନୂଆ ମୁହଁ ଅହାନ ପାଣ୍ଡେ ଓ ଅନୀତ ପଡ୍ଡାଙ୍କ ଅଭିନୀତ ଏହି ରୋମାଣ୍ଟିକ କାହାଣୀ ୨୦୨୫ର ଶ୍ରେଷ୍ଠ ପାଞ୍ଚଟି…