ଉପରମୁହାଁ କରୋନା ଗ୍ରାଫ୍: ପୁଣି ଫେରିବ ମାସ୍କ, ରାଜ୍ୟରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୫କୁ ବୃଦ୍ଧି
ଭୁବନେଶ୍ୱର: ପୁଣି ଉପରମୁହାଁ ହେଲାଣି କୋରୋନା ଗ୍ରାଫ୍। ରାଜ୍ୟରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୫କୁ ବୃଦ୍ଧି। ଏନେଇ ସୂଚନା ଦେଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ର। ସେହପରି ଦେଶରେ ୪ ହଜାର ମୁହାଁ କରୋନା କେସ। ପୁଣି ଫେରିବ ମାସ୍କ।
ତେବେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ…