Latest Odisha News

BREAKING NEWS

୫ ଦିନ ଯାଏ ପ୍ରଚଣ୍ଡ ତାତି, ଗୁଳୁଗୁଳିରୁ ତ୍ରାହି ନାହିଁ

ଭୁବନେଶ୍ୱର: ରାଜ୍ୟରେ ପୁଣି ଫରିଲା ପ୍ରଚଣ୍ଡ ତାତି। ତେବେ ଆଗାମୀ ୫ ଦିନ ଯାଏଁ ଭୀଷଣ ଗୁଳୁଗୁଳିରୁ ତ୍ରାହି ମିଳିବନି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଜି ସମ୍ବଲପୁର, ଝାରସୁଗୁଡ଼ା, ବଲାଙ୍ଗୀର, ବୌଦ୍ଧ ଓ ସୁନ୍ଦରଗଡ଼ରେ ଗ୍ରୀଷ୍ମଲହରୀ ବହିପାରେ। ବାଲେଶ୍ୱର, ଭଦ୍ରକ, ଯାଜପୁର,…

ଅସ୍ତ୍ରବିରତି ପରେ ବି ପାକିସ୍ତାନ ବିରୋଧରେ ଜାରି ରହିବ କଟକଣା

ନୂଆଦିଲ୍ଲୀ: ପାକିସ୍ତାନ ଦ୍ୱାରା ଅସ୍ତ୍ରବିରତି ଘୋଷଣା କରାଯିବା ପରେ ବିଳମ୍ବିତ ସନ୍ଧ୍ୟାରେ ଜମ୍ମୁ-କାଶ୍ମୀର, ପଞ୍ଜାବ, ରାଜସ୍ଥାନ ଏବଂ ଗୁଜରାଟରେ ପୁଣି ଗୁଳିଚାଳନା ଏବଂ ଡ୍ରୋନ ଆକ୍ରମଣ ହୋଇଥିଲା। କିନ୍ତୁ ଆଜି ସକାଳେ ଏଠାରେ ପରିସ୍ଥିତି ସ୍ୱାଭାବିକ ଅଛି। ଡ୍ରୋନ୍ କିମ୍ବା ଗୁଳି ଚଳାଇବାର…

ପାକିସ୍ତାନ ସହ ଅସ୍ତ୍ରବିରତିକୁ ନେଇ ଓୱେସିଙ୍କ ୪ପ୍ରଶ୍ନ…

ନୂଆଦିଲ୍ଲୀ:ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଶନିବାର ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏକ ବଡ଼ ଘୋଷଣା କରିଥିଲେ । ଭାରତୀୟ ସମୟ ସଂଧ୍ୟା ୫ଟାରୁ ଅସ୍ତ୍ରବିରତି ଘୋଷଣା କରାଯାଇଥିଲା । ଏହି ଘୋଷଣା ଉପରେ ପ୍ରତିକ୍ରିୟା ଦେଇ ଆଇଏମଆଇଏମ (AIMIM)ମୁଖ୍ୟ ଅସଦୁଦ୍ଦିନ…

ନାଗ୍ରୋଟା ଆର୍ମି ଷ୍ଟେସନ ନିକଟରେ ଗୁଳିବିନିମୟ; ଜଣେ ଯବାନ ଆହତ

ନୂଆଦିଲ୍ଲୀ: ନାଗ୍ରୋଟାରେ ଥିବା ସେନା ଘାଟି ପାଖରେ ସନ୍ଦେହଜନକ କାର୍ଯ୍ୟକଳାପ ଦେଖାଯାଇଛି। ଭାରତୀୟ ସେନାର ହ୍ୱାଇଟ୍ ନାଇଟ୍ କର୍ପସ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଭାରତୀୟ ସେନାର ହ୍ୱାଇଟ୍ ନାଇଟ୍ କର୍ପସ ଟ୍ୱିଟ୍ କରିଛନ୍ତି ଯେ,ନାଗ୍ରୋଟାର ସେନା ଘାଟି ପାଖରେ ନିକଟରେ ସନ୍ଦେହଜନକ…

ଭାରତ-ପାକିସ୍ତାନ ବିବାଦ: ସେନାବାହିନୀକୁ ଦୃଢ଼ ସମର୍ଥନ କରିବାପାଇଁ ରାଜ୍ୟପାଳଙ୍କ ଆହ୍ବାନ

ଭୁବନେଶ୍ୱର: ପହଲଗାମରେ ସମ୍ପ୍ରତି ଘଟିଯାଇଥିବା ଜଘନ୍ୟ ଆତଙ୍କବାଦୀ ଆକ୍ରମଣ ଘଟଣା ଏବଂ ତତ୍ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉପୁଜିଥିବା ଘଟଣା କ୍ରମ ପରିପ୍ରେକ୍ଷୀରେ ଶନିବାର ଅପରାହ୍ନରେ ରାଜଭବନର ନ୍ୟୁ ଅଭିଷେକ ହଲ ଠାରେ ଏକ ସ୍ବତନ୍ତ୍ର ବୈଠକ ଆୟୋଜିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ…

ପାକିସ୍ତାନ-ଭାରତ ମଧ୍ୟରେ ଶାନ୍ତି ବଜାୟ ରଖିବାକୁ ଡୋଭାଲଙ୍କ ସହ କଥା ହେଲା ଚୀନ୍

ନୂଆଦିଲ୍ଲୀ: ଶନିବାର ସନ୍ଧ୍ୟା ୫ଟାରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ମଧ୍ୟ ରାଜି ହୋଇଥିବାବେଳେ, ଏହାକୁ ତିନି ଘଣ୍ଟା ନବିତୁଣୁ ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲ୍ଲଘଂନ କରିଛି । ପାକିସ୍ତାନ ସୀମାରେ ଗୁଳିବର୍ଷା ଏବଂ ଡ୍ରୋନ୍ ପଠାଇବା ଆରମ୍ଭ କରିଥିବାବେଳେ, ଭାରତୀୟ ବାୟୁ…

‘ଅସ୍ତ୍ରବିରତି ଉଲ୍ଲଙ୍ଘନ ପାଇଁ ପାକିସ୍ତାନ ଦାୟୀ’;ସେନାକୁ କଡ଼ା ପଦକ୍ଷେପ ନେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ପାକିସ୍ତାନ ସେନା ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି। ଏନେଇ ପ୍ରେସମିଟ କରି ସୂଚନା ଦେଇଛନ୍ତି ବୈଦେଶିକ ସଚିବ ବିକ୍ରମ ମିଶ୍ରି। ଶନିବାର ସନ୍ଧ୍ୟା ୫ଟାରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା କରାଯାଇଥିଲା। କିନ୍ତୁ, ମାତ୍ର ତିନି ଘଣ୍ଟା ପରେ ପାକିସ୍ତାନ…

ଜମ୍ମୁ ଆରଏସ୍ ପୁରା ସେକ୍ଟରରେ ପାକିସ୍ତାନ ଗୁଳିରେ ଜଣେ ବିଏସଏଫ୍ ଏସଆଇ ସହିଦ

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ପାକିସ୍ତାନ ସୀମାରେ ଗୁଳିଚାଳନା ସମୟରେ ଶନିବାର ବିଏସଏଫ୍ ସବ୍ ଇନ୍ସପେକ୍ଟର ମହମ୍ମଦ ଇମତିଆଜ୍ ସହିଦ ହୋଇଛନ୍ତି । ରବିବାର, ମେ ୧୧ ତାରିଖରେ ଜମ୍ମୁର ଫ୍ରଣ୍ଟିୟର୍ ମୁଖ୍ୟାଳୟରେ ତାଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରାଯିବ । ସେହି ସମୟରେ, ବିଏସଏଫ୍ ତାଙ୍କ ସହିଦଙ୍କୁ…

ଏସସିବି ମେଡ଼ିକାଲ ପରିସରରୁ ଚାରି ଦଲାଲ ଗିରଫ

କଟକ: ମଙ୍ଗଳାବାଗ ଥାନା ପୋଲିସ ଏସସିବି ମେଡ଼ିକାଲ ପରିସରରୁ ୪ ଜଣ ଦଲାଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଦୁଇଟି ପୃଥକ୍ ପୃଥକ୍ ଘଟଣାରେ ଅଭିଯୋଗ ହୋଇଥିଲା । ଏସସିବି ଟ୍ରମା କାଜୁଆଲ୍ଟି ସମ୍ମୁଖରୁ ରୋଗୀ ମାନଙ୍କୁ ଘରୋଇ ହସ୍ପିଟାଲଗୁଡ଼ିକୁ ପଠାଇବା ପାଇଁ ପ୍ରବର୍ତ୍ତାଇ ବେଳେ ମଙ୍ଗଳାବାଗ…

ଅସ୍ତ୍ରବିରତି ଉଲ୍ଲଂଘନ ପରେ, ଆକ୍ରମଣରୁ ରକ୍ଷା ପାଇଁ ନିଜ ବେସାମରିକ ବିମାନ ପଛରେ ଲୁଚୁଛି ପାକିସ୍ତାନ

ଶ୍ରୀନଗର: ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ, ସୀମାନ୍ତ ରାଜ୍ୟଗୁଡ଼ିକର ଅନେକ ସହରରେ ଲଗାତାର ଚତୁର୍ଥ ଦିନ ପାଇଁ ବ୍ଲାକ ଆଉଟ୍ କରାଯାଇଛି । ଶନିବାର ସନ୍ଧ୍ୟା ୫ଟାରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ରାଜିନାମା ହୋଇଥିଲା, କିନ୍ତୁ ମାତ୍ର ୩ ଘଣ୍ଟା ପରେ ପାକିସ୍ତାନ ଏହାକୁ…