ଇସ୍ରାଏଲୀ ହାର୍ପି ଡ୍ରୋନ୍ କେତେ ଶକ୍ତିଶାଳୀ? ପାକ୍ ଏୟାର ଡିଫେନ୍ସ ସିଷ୍ଟମକୁ କରିଥିଲା ଟାର୍ଗେଟ
ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ପରେ ପାକିସ୍ତାନ ଭାରତର ୧୫ଟି ସହରରେ ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲା । କିନ୍ତୁ ଭାରତୀୟ ସେନା ଏହାକୁ ବିଫଳ କରିଦେଇଥିଲେ । ଏହାପରେ ଭାରତୀୟ ସେନା ପାକିସ୍ତାନର ୩ଟି ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଧ୍ୱଂସ କରିବାରେ ସଫଳ…