Latest Odisha News

BREAKING NEWS

ସୁପ୍ରିମକୋର୍ଟଙ୍କ ବଡ ରାୟ: ଗୋଟିଏ ସିଫ୍ଟରେ ହେବ ନିଟ୍ ପିଜି ପରୀକ୍ଷା

ନୂଆଦିଲ୍ଲୀ: ନିଟ୍ ପିଜି ୨୦୨୫ ପରୀକ୍ଷା ଗୋଟିଏ ସିଫ୍ଟରେ କରାଯିବ। ସାରା ଦେଶରେ ସ୍ଥିର ହୋଇଥିବା ବିଭିନ୍ନ କେନ୍ଦ୍ରରେ ଗୋଟିଏ ସିଫ୍ଟରେ ହିଁ ପରୀକ୍ଷା ଦେବେ ପରୀକ୍ଷାର୍ଥୀ । ଆଜି ଦୁଇଟି ସିଫ୍ଟରେ ପରୀକ୍ଷା ପରିଚାଳନାକୁ ଚ୍ୟାଲେଞ୍ଜ କରାଯାଇଥିବା ଆବେଦନର ଶୁଣାଣି କରି କିଛଇ ଏପରି ବଡ ରାୟ…

ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ: ୫ ମୃତ, ୨୫ରୁ ଅଧିକ ଆହତ

ଚଣ୍ଡିଗଡ: ପଞ୍ଜାବର ଶ୍ରୀ ମୁକ୍ତସର ସାହିବ ଜିଲ୍ଲାରୁ ଏକ ହୃଦୟବିଦାରକ ଖବର ସାମ୍ନାକୁ ଆସିଛି । ଲାମ୍ବିର ପିଣ୍ଡ ସିଂଘେୱାଲାରେ ଥିବା ଏକ ବାଣ କାରଖାନାରେ ଏକ ବଡ଼ ବିସ୍ଫୋରଣ ଘଟିଛି । ଏହି ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୨୫ରୁ ଅଧିକ ଜଣ ଆହତ ହୋଇଥିବା…

‘କଂଗ୍ରେସ ପାକିସ୍ତାନ ପିଆର୍’: ରେବନ୍ତଙ୍କ ବୟାନ ନେଇ ବର୍ଷିଲେ ବିଜେପି ନେତା

ନୂଆଦିଲ୍ଲୀ: ତେଲେଙ୍ଗାନା କଂଗ୍ରେସ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ସିନ୍ଦୁର ଅପରେସନ ସମୟରେ ରାଫେଲ ଜେଟ୍ ନଷ୍ଟ କରିବା ସମ୍ପର୍କରେ ବୟାନକୁ ନେଇ ବର୍ଷିଛନ୍ତି ବିଜେପି ନେତା । ଏନେଇ ବିଜେପି ସାଂସଦ ସମ୍ବିତ ପାତ୍ର , ରେବନ୍ତ ଏବଂ କଂଗ୍ରେସକୁ କଡା ନିଶାନା ସାଥିଛନ୍ତି । ଯେଉଁମାନେ…

ପଲଟୁ ବାଜ୍ ନୀତିଶଙ୍କୁ ତେରଛା ବାଣ ମାରିଲେ ମୋଦି….

ନୂଆଦିଲ୍ଲୀ: ଆଗକୁ ବିହାର ନିର୍ବାଚନ ଥିବା ବେଳେ, ପ୍ରଧାନମନ୍ତ୍ରୀ ମୋଦି ଗୁରୁବାର ବିହାର ପାଟନାରେ ନିର୍ବାଚନ ବିଗୁଲ୍ ବଜାଇ ସାରିଛନ୍ତି । ବିଧାନସଭା ନିର୍ବାଚନ ପୂର୍ବରୁ ବିରୋଧୀମାନଙ୍କୁ କଡ଼ା ବାର୍ତ୍ତା ଦେବା ସହ ଦଳୀୟ ନେତାଙ୍କୁ ବି କଡା ଚେତାବନୀ ଦେଇଛନ୍ତି ମୋଦି । ପ୍ରଧାନମନ୍ତ୍ରୀ…

କଟକରେ ପ୍ରଥମ କୋଭିଡ୍ ସଂକ୍ରମିତ ଚିହ୍ନଟ

କଟକ: ପୁଣି ଫେରିଛି କୋରୋନା ଡର । କୋରୋନାର ନୂଆ ଭାଇରସ୍ ଭାରତରେ ତାର କାୟା ମେଲାଇଛି । ଏହା ଭିତରେ ରାଜ୍ୟର ରାଜଧାନୀ ଭୁବନେଶ୍ୱରରୁ ପ୍ରଥମେ କୋରୋନାର ପ୍ରଥମ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ, ଆଜି କଟକରେ ପ୍ରଥମ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛି । ତେବେ ସଂକ୍ରମିତ ଆକ୍ରନ୍ତ ଜଣକ ୪୫…

ସତ ମାନୁଛି ପାକିସ୍ତାନ: ପୁଣି ପାକ୍ ପିଏମ୍ କହିଲେ, କେମିତି ଭାରତ ରଚିଥିଲା ଧ୍ବଂସ…

ନୂଆଦିଲ୍ଲୀ: ନିଜ ଦେଶବାସୀଙ୍କୁ ମିଥ୍ୟା ପରାକ୍ରମର କାହାଣୀ ଶୁଣାଇବା ପରେ, ଏବେ ଧିରେ ଧିରେ ସତ ମାନୁଛି ପାକିସ୍ତାନ । କିପରି ଭାରତ ପାକିସ୍ତନରେ ବିଧ୍ବଂସ ଲୀଳା ରଚିଥିଲା ତାହା ବଖାଣିଛନ୍ତି ।  ଶେହବାଜ ସରିଫ ପୁଣି ଥରେ ସାର୍ବଜନୀନ ଭାବରେ ସ୍ୱୀକାର କରିଛନ୍ତି ଯେ ଭାରତୀୟ ବାଲିଷ୍ଟିକ୍…

ଶପଥ ନେଲେ ସୁପ୍ରିମକୋର୍ଟର ୩ ନୂଆ ବିଚାରପତି

ନୂଆଦିଲ୍ଲୀ: ଆଜି (ଶୁକ୍ରବାର) ଶପଥ ନେଲେ ସୁପ୍ରିମକୋର୍ଟର ୩ ନୂଆ ବିଚାରପତି। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ବି.ଆର. ଗବାଇ ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟରେ ୩ ନୂଆ ବିଚାରପତିଙ୍କ ନିଯୁକ୍ତିକୁ ଗତକାଲି ମଞ୍ଜୁର କରିଥିଲେ କେନ୍ଦ୍ର…

ବିମାନବନ୍ଦରରୁ ଚୋରା ଚାଲାଣକାରୀ ଗିରଫ, ପେଟରେ ଥିଲା ୮.୬ କୋଟି ଟଙ୍କାର କୋକେନ୍

ମୁମ୍ବାଇ: ଅନ୍ତର୍ଜାତୀୟ ବିମାନ ବନ୍ଦରରେ ହେଉଛି କୋକେନ ଚାଲାଣ। ମୁମ୍ବାଇ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିଦେଶୀ ଚୋରା ଚାଲାଣକାରୀ ଗିରଫ ହୋଇଛନ୍ତି। ତାଙ୍କ ପେଟରେ ଥିଲା ୮.୬ କୋଟି ଟଙ୍କାର କୋକେନ୍। ଏନେଇ ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ,…

ହାତ ଛାଡ଼ିବେ ମସ୍କ: ପ୍ରଶଂସା କରି ଟ୍ରମ୍ପ କହିଲେ, ‘ସବୁବେଳେ ଆମ ସହ ରହିବେ’

ନୂଆଦିଲ୍ଲୀ: ଟ୍ରମ୍ପ ପ୍ରଶାସନ ଛାଡ଼ିଲେ ମସ୍କ। ଗୁରୁବାର ଏନେଇ ମସ୍କ ଘୋଷଣା କରିଥିବା ବେଳେ, ଏହାକୁ ସ୍ବାଗତ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। କୋଟିପତି ଉଦ୍ୟୋଗୀ ପ୍ରଶାସନରୁ ଇସ୍ତଫା ଦେବାକୁ ପ୍ରସ୍ତୁତ ହେଉଥିବା ବେଳେ ଟ୍ରମ୍ପ ଏଲୋନ ମସ୍କଙ୍କୁ ପ୍ରଶଂସା କରିଛନ୍ତି ।…

ଇଡି ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ ଗିରଫ

ଭୁବନେଶ୍ୱର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ ଗିରଫ। କ୍ୟାପିଟାଲ ହସ୍ପିଟାଲରେ ସ୍ବାସ୍ଥ୍ୟ ପରୀକ୍ଷା ପରେ ଗିରଫ କଲା ସିବିଆଇ। ଆଜି ଚିନ୍ତନ ରଘୁବଂଶୀଙ୍କୁ କୋର୍ଟ ଚାଲାଣ କରିପାରେ ସିବିଆଇ। ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଲା ବେଳେ ମାଡ଼ି ବସିଥିଲା…