Latest Odisha News

BREAKING NEWS

ପୁରୀରେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ, ବିକଶିତ କୃଷି ସଂକଳ୍ପ ଅଭିଯାନରେ ହେବେ ସାମିଲ

ପୁରୀ: ଦୁଇଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ। ଆଜି ବିକଶିତ କୃଷି ସଂକଳ୍ପ ଅଭିଯାନରେ ସାମିଲ ହେବେ କେନ୍ଦ୍ର କୃଷିମନ୍ତ୍ରୀ। ଗତକାଲି ଭୁବନେଶ୍ୱର ବିମାନ ବନ୍ଦରରେ ଓହ୍ଲାଇବା ପରେ ସଡ଼କ ପଥରେ ପୁରୀ ଯାଇଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ। ସେଠାରେ ସେ ଏକ ଘରୋଇ…

ରାଜ୍ୟ କ୍ୟାବିନେଟରେ ୫ଟି ପ୍ରସ୍ତାବକୁ ବାଜିଲା ମୋହର

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ୫ଟି ପ୍ରସ୍ତାବକୁ ମୋହର ବାଜିଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିଲା କ୍ୟାବିନେଟ ବୈଠକ। ପ୍ରଥମ ପ୍ରସ୍ତାବ ଭାବେ ରାଜ୍ୟରେ ଏଆଇ ମିସନ୍ ଓ ଏଆଇ ସେଲ ଲାଗୁ ହେବ। ଜୋରନ୍ଦାରେ ମହିମା ଗାଦି ନିର୍ମାଣ କରାଯିବ। ଏଥିପାଇଁ ରାଜ୍ୟ ସରକାର ୧୭୧…

ଅବପାତରେ ପରିଣତ ହେଲା ଲଘୁଚାପ: ୨ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ଅବପାତରେ ପରିଣତ ହେଲା ଲଘୁଚାପ। ଅଧିକ ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେବା ସମ୍ଭାବନା ରହିଛି । ଗତକାଲିର ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ଆହୁରି ଘନୀଭୂତ ହୋଇ ଆଜି ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳରେ ଏକ ଅବପାତରେ ପରିଣତ ହୋଇଛି…

ସାବିତ୍ରୀ ବ୍ରତର ଦିନକ ପରେ ସ୍ତ୍ରୀ ଦେଖାଇଲା ଅସଲ ରୂପ, ହତ୍ୟାକଲା ‘ସତ୍ୟବାନ’କୁ!

ଭୁବନେଶ୍ୱର: ରବିବାର ହିନ୍ଦୁ ଧର୍ମର ସଧବା ପତ୍ନୀ ମାନେ ସ୍ୱାମୀର ଦୀର୍ଘାୟୁ କାମନା କରି ସାବିତ୍ରୀ ବ୍ରତ ପାଳନ କରିଥିଲେ । କିନ୍ତୁ ଏହି ପୂଜାର ଦିନକ ପରେ ସ୍ତ୍ରୀ ଦେଖାଇଛି ଅସଲ ରୂପ । ଯମ ପାଖରୁ ସ୍ୱାମୀର ଜୀବନ ଫେରାଇ ଆଣିବା ପରିବର୍ତ୍ତେ ନିଜେ ହତ୍ୟା କରି ଯମ ପାଖକୁ ପଠାଇ ଦେଇଛି ଏହି…

ସରକାରୀ ଚାକିରି ପାଇଁ ଆବେଦନ କରିବାର ବୟସ ସୀମା ୩୨ ନୁହେଁ ଏଣିକି ୪୨

ଭୁବନେଶ୍ୱର: ସରକାରୀ ଚାକିରି ପାଇଁ ଆବେଦନ କରିବାର ବୟସ ସୀମା ୩୨ ନୁହେଁ ଏଣିକି ୪୨ । ମୋହନ ସରକାରଙ୍କ କ୍ୟାବିନେଟ୍ ଏହି ନିଷ୍ପତ୍ତି ନେଇଛି । ଯାହା ଚାକିରି ଆଶାୟୀଙ୍କ ପାଇଁ ଗୋଟିଏ ବଡ଼ ସୁଯୋଗ ସୃଷ୍ଟି କରିଛି । ବୁଧବାର ସରକାରୀ ଚାକିରିରେ ପ୍ରବେଶ ପାଇଁ ବୟସ ସୀମା ୩୨ ବର୍ଷରୁ ୪୨…

ଶିରୋମଣି ଅକାଳୀ ଦଳର ବରିଷ୍ଠ ନେତା ସୁଖଦେବ ସିଂ ଢିଣ୍ଡସାଙ୍କର ପରଲୋକ, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ଚଣ୍ଡିଗଡ଼: ଶିରୋମଣି ଅକାଳୀ ଦଳ (SAD)ର ବରିଷ୍ଠ ନେତା ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁଖଦେବ ସିଂ ଢିଣ୍ଡସାଙ୍କର ପରଲୋକ ଘଟିଛି । ବୁଧବାର ସନ୍ଧ୍ୟାରେ ମୋହାଲିରେ ତାଙ୍କର ଦେହାନ୍ତ ହୋଇଛି ।ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା । ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ତାଙ୍କୁ…

ଜାତୀୟ ଜୁରି ପୁରସ୍କାର ହାସଲ କଲା କେନ୍ଦୁଝରର ଶୁଆକାଟୀ ପଞ୍ଚାୟତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକର ଶୁଆକାଟୀ ଗ୍ରାମ ପଞ୍ଚାୟତ ୨୨ତମ ଜାତୀୟ ଇ-ଗଭର୍ଣ୍ଣାନ୍ସ ପୁରସ୍କାର-୨୦୨୫ରେ ଏକ ମର୍ଯ୍ୟାଦାଜନକ ଜୁରି ପୁରସ୍କାର ଜିତି ଓଡ଼ିଶା ଏବଂ କେନ୍ଦୁଝର ପାଇଁ ସୁନାମ ଆଣିଛି । ଚଳିତ ବର୍ଷ ପ୍ରଥମଥର ପାଇଁ ଗ୍ରାମ ପଞ୍ଚାୟତ ଲାଗି ଉଦ୍ଦିଷ୍ଟ ବର୍ଗରେ ଏହା…

ଭିଜିଲାନ୍ସ ଜାଲରେ ଜନସ୍ବାସ୍ଥ୍ୟ ବିଭାଗ ଅଧିକ୍ଷଣ ଯନ୍ତ୍ରୀ

ରାୟଗଡ଼ା: ଭିଜିଲାନ୍ସ ଜାଲରେ ରାୟଗଡ଼ା ଜନସ୍ବାସ୍ଥ୍ୟ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସହଦେବ କିଷାନ । ଦୁଇଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ଚଢ଼ାଉ । ପୂର୍ବରୁ ତାଙ୍କ ନାଁରେ ବ୍ୟାପକ ଦୁର୍ନୀତି କରୁଥିବା ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା । ବୁଧବାର ସହଦେବ କିଷାନ ଦେଢ଼ ଲକ୍ଷ ଟଙ୍କା ଧରି…

କେନ୍ଦ୍ର କ୍ୟାବିନେଟ ବୈଠକରେ ବଡ଼ ନିଷ୍ପତ୍ତି; ଧାନ ଏମଏସପି ୬୯ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ: କୃଷକଙ୍କୁ ବଡ଼ ଉପହାର ଦେଲେ ମୋଦି ସରକାର । ବୁଧବାର ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଯାହା ବିଷୟରେ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସେ କହିଛନ୍ତି ଯେ, ୨୦୨୫-୨୬ ଖରିଫ ଋତୁ ପାଇଁ ଧାନର…

ରୋବଟଙ୍କ ମଧ୍ୟରେ ଆୟୋଜିତ ହେଲା ରୋମାଂଚକ ବକ୍ସିଂ ପ୍ରତିଯୋଗିତା

ନୂଆଦିଲ୍ଲୀ: ଅତ୍ୟାଧୂନିକ ଟେକ୍ନୋଲୋଜି ଏବେ ଲୋକମାନଙ୍କ ମନୋରଞ୍ଜନର ମାଧ୍ୟମ ପାଲଟିଯାଇଛି । ଚୀନର ହାଙ୍ଗଝୋଉରେ ରୋବୋଟମାନଙ୍କୁ ନେଇ ଏକ ବକ୍ସିଂ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ରୋବୋଟଙ୍କୁ ଅବଶ୍ୟ ଦୂରରେ ବସି କଂଟ୍ରୋଲ କରାଯାଉଥିଲା । ସମସ୍ତ ରୋବୋଟର ଉଚ୍ଚତା ୧.୩ ମିଟର ଥିବା ବେଳେ ଓଜନ…