ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ଉପରେ ବର୍ଷିଲେ ଦୀପିକାଙ୍କ ଫ୍ୟାନ୍ସ, ଯଦି ଏଠି ହିରୋ ଥାନ୍ତେ…
ମୁମ୍ବାଇ: ନିକଟରେ ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ଅପକମିଂ ଫିଲ୍ମ 'ସ୍ପିରିଟ୍'କୁ ନେଇ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ୍ ଚର୍ଚ୍ଚାକୁ ଆସିଛନ୍ତି।
ସୂଚନା ଅନୁଯାୟୀ ଦୀପିକା ଫିଲ୍ମର ସୁଟିଂ ପାଇଁ ସେଟରେ ୮ ଘଣ୍ଟାର ସିଫ୍ଟ ଦାବି କରିଥିଲେ, ଯାହାପରେ ତାଙ୍କୁ ଅନ ପ୍ରଫେସନାଲ କହି ଫିଲ୍ମରୁ…