ଭୂତଳରେ ଚାଲିବ ଭୁବନେଶ୍ୱର ମେଟ୍ରୋ ଟ୍ରେନ :ପୂର୍ତ୍ତ ମନ୍ତ୍ରୀ
ଭୁବନେଶ୍ବର:ରାଜଧାନୀରୁ ଭିଡ଼ ହ୍ରାସ ପାଇଁ ରାଜ୍ୟ ସରକାରଙ୍କ ବଡ଼ ପ୍ଲାନ୍। ଅଣ୍ଡର ଗ୍ରାଉଣ୍ଡ ହେବ ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ। ଭୁବନେଶ୍ବରରେ ମେଟ୍ରୋ ବ୍ରିଜ୍ ଉପର ବଦଳରେ ମାଟି ଭିତର ଦେଇ ଚଳାଚଳ କରିବାକୁ ଯୋଜନା କରୁଛନ୍ତି।୨୦୨୫ ସୁଦ୍ଧା ପଟିଆ-ସିଆରପି ନୂଆ ରୋଡ଼ରୁ ଅବରୋଧ ହଟା…