ସ୍ୱର୍ଣ୍ଣ ମନ୍ଦିରରେ ମୁତୟନ ହୋଇନାହିଁ ଏୟାର ଡିଫେନ୍ସ ବନ୍ଧୁକ
ନୂଆଦିଲ୍ଲୀ: ଶିଖମାନଙ୍କ ପବିତ୍ର ଧାର୍ମିକ ସ୍ଥଳ ସ୍ୱର୍ଣ୍ଣ ମନ୍ଦିରରେ ବାୟୁ ପ୍ରତିରକ୍ଷା ବନ୍ଧୁକ ମୁତୟନ କରିବା ପାଇଁ ସେନାକୁ ଅନୁମତି ମିଳିଥିବା ଖବରକୁ ଖଣ୍ଡନ କରାଯାଇଛି।
ମେ ୧୯ ତାରିଖରେ ସେନା ବାୟୁ ପ୍ରତିରକ୍ଷା ଇନଚାର୍ଜ ଲେଫ୍ଟନାଣ୍ଟ ଜେନେରାଲ ସୁମର ଇଭାନ ଡି'କୁନ୍ହା ଦାବି…