ୱାର ୨ ର ଟିଜର ରିଲିଜ; ହ୍ରିତିକଙ୍କ ସହ ଜୁନିଅର ଏନଟିଆରଙ୍କ ଦମଦାର ଆକ୍ସନ…
ମୁମ୍ବାଇ: ୟଶ ରାଜ ଫିଲ୍ମସ ମଙ୍ଗଳବାର ଦିନ ଜୁନିଅର ଏନଟିଆରଙ୍କ ଜନ୍ମ ଦିନ ଅବସରରେ 'ୱାର ୨'ର ଟିଜର ରିଲିଜ୍ କରିଛି। ଏହି ଟିଜର ରିଲିଜ ହେବା ମାତ୍ରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏହି ଫିଲ୍ମରେ ଜୁନିଅର ଏନଟିଆର ପ୍ରଥମ ଥର ପାଇଁ ହ୍ରିତିକ୍ ରୋଶନଙ୍କ ବିପକ୍ଷରେ ଆକ୍ସନ୍ ସିନ କରିଛନ୍ତି।…