Latest Odisha News

BREAKING NEWS

ଏସିଆ କପ୍ ୨୦୨୫ରୁ ଓହରିବ କି ବିସିସିଆଇ, ଜାଣନ୍ତୁ କଣ ରହିଛି ସତ୍ୟତା

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ହୋଇଥିଲେ ମଧ୍ୟ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଏହାରି ମଧ୍ୟରେ ବିସିସିଆଇ ଏସିଆ କପ ଖେଳିବନି ବୋଲି ଚର୍ଚ୍ଚା ହେଉଛି। ରିପୋର୍ଟ ଅନୁସାରେ, ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଆଗାମୀ ପୁରୁଷ ଏସିଆ କପ୍…

ପାକିସ୍ତାନ ସପକ୍ଷରେ ବାହାରି ଘାଟାରେ ତୁର୍କୀ, ଭାରତର ଗୋଟିଏ ନିଷ୍ପତ୍ତି ଯୋଗୁଁ ସହିଲା ବଡ ଧରଣର କ୍ଷତି

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ପରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ବିବାଦରେ ତୁର୍କୀ ପାକିସ୍ତାନକୁ ସମର୍ଥନ କରିଥିଲା । କେବଳ ଏତିକି ନୁହେଁ, ପାକିସ୍ତାନ ଯେଉଁ ଅସ୍ତ୍ରଶସ୍ତ୍ର ସାହାଯ୍ୟରେ ଭାରତ ଉପରେ ଆକ୍ରମଣ କରିଥିଲା ​​ତାହା…

ସମ୍ଭଲ ମସଜିଦ ମାମଲାରେ ମୁସଲିମ ପକ୍ଷକୁ ହାଇକୋର୍ଟଙ୍କ ବଡ଼ ରାୟ, ରିଭ୍ୟୁ ପିଟିସନ୍ ଖାରଜ

ଲକ୍ଷ୍ନୌ: ତ୍ତରପ୍ରଦେଶର ବିବାଦୀୟ ସମ୍ଭଲ ଜାମା ମସଜିଦ ମାମଲା। ସମ୍ଭଲ ମସଜିଦ ମାମଲାରେ ହାଇକୋର୍ଟଙ୍କ ବଡ଼ ରାୟ । ମୁସଲିମ ପକ୍ଷକୁ ଆହ୍ଲାବାଦ ହାଇକୋର୍ଟଙ୍କ ଝଟକା। ସମ୍ଭଲ ଜାମା ମସଜିଦ ସର୍ଭେ ମାମଲାରେ ଆହ୍ଲାବାଦ ହାଇକୋର୍ଟରୁ ମୁସଲିମ ପକ୍ଷକୁ ବଡ଼ ଝଟକା ଲାଗିଛି। ଆହ୍ଲାବାଦ ହାଇକୋର୍ଟ…

କେତେ ମାରାତ୍ମକ ପ୍ରୋଷ୍ଟେଟ୍ କ୍ୟାନସର…ଲକ୍ଷଣ କ’ଣ, କେମିତି ବଞ୍ଚିବେ?

ନୂଆଦିଲ୍ଲୀ: ପୂର୍ବତନ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କ୍ୟାନସର ।  ୮୨ ବର୍ଷୀୟ ବାଇଡେନ ପ୍ରୋଷ୍ଟେଟ୍ କ୍ୟାସନର ରୋଗରେ ପୀଡିତ ଅଛନ୍ତି, ଯାହା ତାଙ୍କ ହାଡ଼କୁ ବ୍ୟାପି ଯାଇଛି। ବାଇଡେନଙ୍କୁ ସମ୍ପ୍ରତି ପରିସ୍ରା ସମସ୍ୟା ହେବାରୁ, ପରୀକ୍ଷା ପରେ ଡାକ୍ତରମାନେ ପ୍ରୋଷ୍ଟେଟରେ ଏକ ଗଣ୍ଠି…

ରୋହିଙ୍ଗ୍ୟାଙ୍କ ପାଇଁ ମାନବୀୟ କରିଡର…କାହିଁକି ଭାରତ ପାଇଁ ଚିନ୍ତା ?

ନୂଆଦିଲ୍ଲୀ: ଅପରେସନ୍ ସିନ୍ଦୂର ପରଠୁ ଭାରତ ଓ ପାକିସ୍ତାନ ସୀମା ଉପରେ ସାରା ବିଶ୍ବର ନଜର ରହିଛି । ତେବେ ଦେଶର ଉତ୍ତର-ପୂର୍ବ ସୀମା ବାଂଲାଦେଶରେ ଚାଲିଛି ବଡ ପ୍ଲାନ୍ । ମିଆଁମାରରେ ଗୃହଯୁଦ୍ଧ ଚାଲିଥିବା ବେଳେ ଗତ କିଛି ବର୍ଷ ଧରି ବଡ଼ ସଂଖ୍ୟାରେ ରୋହିଙ୍ଗ୍ୟା ମୁସଲିମ୍ ବାଂଲାଦେଶରେ ଶରଣ…

ଶତ୍ରୁ ଦେଶର ଗୁପ୍ତଚର ଜ୍ୟୋତି ମଲହୋତ୍ରା !

ନୂଆଦିଲ୍ଲୀ: ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କୁ ନେଇ ବଡ଼ ଖୁଲାସା । ବିଦେଶ ଯାତ୍ରା, ଦାମୀ ହୋଟେଲରେ ରହଣୀ, ଅର୍ଥ ବର୍ଷା ! ପ୍ରଥମେ ପାକିସ୍ତାନ ଓ ପରେ କାଶ୍ମୀର ଯାଇଥିଲେ ଜ୍ୟୋତି । ପାକିସ୍ତାନରେ ଡିନର ପାର୍ଟି, ଆଇଏସଆଇ ଏଜେଣ୍ଟ ସହ ଅନ୍ତରଙ୍ଗ ସଂପର୍କ ! ଶତ୍ରୁ ଦେଶ ପାକିସ୍ତାନକୁ ଗୁପ୍ତ…

ବାଇଡେନଙ୍କୁ କ୍ୟାନସର: ଦୁଃଖ ପ୍ରକାଶ କଲେ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକା ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କ୍ୟାନସର । ରବିବାର ପୂର୍ବତନ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ କାର୍ଯ୍ୟାଳୟ ନିଶ୍ଚିତ କରିଛି, ସେ ପ୍ରୋଷ୍ଟେଟ କ୍ୟାନସର ରୋଗରେ ପୀଡିତ । ଏହି ଖବର ଶୁଣିଲା ପରେ ଏଥିରେ ଦୁଃଖ ପ୍ରକାଶ କରିଛନ୍ତି ବାଇଡେନଙ୍କ ସବୁଠୁ ବଡ…

୨ ମୋଷ୍ଟ ୱାଣ୍ଟେଡ୍ ଆଇଏସଆଇଏସ ଆତଙ୍କବାଦୀଙ୍କୁ ଭାରତକୁ ହସ୍ତାନ୍ତର କଲା ଇଣ୍ଡୋନେସିଆ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧ ଲଢ଼େଇରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି । ଇଣ୍ଡୋନେସିଆ ଆଇଏସଆଇଏସ ସହ ଜଡିତ ଦୁଇ ପ୍ରମୁଖ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଭାରତକୁ ହସ୍ତାନ୍ତର କରିଛି । ମହାରାଷ୍ଟ୍ରରେ ସକ୍ରିୟ ଆଇଏସଆଇଏସ ସ୍ଲିପର ସେଲ୍ ସହିତ ଜଡିତ ଏହି ଦୁଇ ଆତଙ୍କବାଦୀଙ୍କୁ ଜାକର୍ତ୍ତାରୁ…

ରାଜ୍ୟରେ ବାଂଲାଦେଶୀ ଚିହ୍ନଟ ପାଇଁ ଜୋରଦାର ଧରପଗଡ଼, ଏସଟିଏଫକୁ ନୋଡାଲ୍‌ ଏଜେନ୍ସି ଦାୟିତ୍ବ

ଭୁବନେଶ୍ୱର: ରାଜ୍ୟରେ ବାଂଲାଦେଶୀ ଚିହ୍ନଟ ପାଇଁ ଜୋରଦାର ଧରପଗଡ଼। ଏସଟିଏଫକୁ ନୋଡାଲ୍‌ ଏଜେନ୍ସି ଦାୟିତ୍ବ ନେଇ ଡିଆଇଜି ପିନାକ ମିଶ୍ର ଦେଇଛନ୍ତି ସୂଚନା। ଅଣ ନାଗରିକଙ୍କର ଆଉ ଓଡ଼ିଶାରେ ଜାଗା ନାହିଁ। ଖୋଜି ଖୋଜି ଅଣ ନାଗରିକମାନଙ୍କୁ ଓଡ଼ିଶାରୁ ବାହାର କରାଯିବ। ଏନେଇ ସୂଚନା ଦେଇଛନ୍ତି ଆଇନ…

ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନଙ୍କ ଭୁଟାନ ଗସ୍ତ, ଦକ୍ଷିଣ ଏସିଆ ଲେବର୍ ମୋବିଲିଟି କନଫରେନ୍ସରେ ଦେବେ ଯୋଗ

ଭୁବନେଶ୍ୱର: ଦୁଇ ଦିନିଆ ଭୁଟାନ ଗସ୍ତରେ ଅଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ବିଶ୍ଵବ୍ୟାଙ୍କ ଦ୍ୱାରା ଆୟୋଜିତ ଦକ୍ଷିଣ ଏସିଆ ଲେବର୍ ମୋବିଲିଟି କନଫରେନ୍ସରେ ଦେବେ ଯୋଗଦେବା। ଆସନ୍ତା ୨୦ ଓ ୨୧ ତାରିଖରେ ଦୁଇଦିନ ଧରି ଦକ୍ଷିଣ ଏସିଆ ଲେବର୍ ମୋବିଲିଟି କନଫରେନ୍ସ ଭୁଟାନର ଥିମ୍ପୁ…