ପାକିସ୍ତାନରେ ଲସ୍କର ଆତଙ୍କବାଦୀକୁ ଗୁଳି କରି ହତ୍ୟା
ନୂଆଦିଲ୍ଲୀ: ପାକିସ୍ତାନର ସିନ୍ଧ ପ୍ରଦେଶରେ ଅଜ୍ଞାତ ବନ୍ଧୁକ ଧାରି ମାନେ ଆତଙ୍କବାଦୀ ଲସ୍କର-ଏ-ତୈବା (ଏଲଇଟି) ସଇଫୁଲ୍ଲା ଖଲିଦଙ୍କୁ ହତ୍ୟା କରିଛନ୍ତି।
ତେବେ ସେ ଭାରତର ତିନୋଟି ବଡ଼ ଆକ୍ରମଣ ପଛରେ ଥିବା ଜଣାପଡିଛି। ଯେଉଁଥିରେ ନିଜାମନି ୨୦୦୧ ମସିହାରେ ରାମପୁରରେ ଥିବା ସିଆରପିଏଫ ଶିବିର,…