Latest Odisha News

ଗର୍ଭବତୀ ପତ୍ନୀଙ୍କୁ ହତ୍ୟା ଅଭିଯୋଗରେ ସଜା କାଟୁଥିବା ପୂର୍ବତନ ବିଧାୟକଙ୍କୁ ଜାମିନ୍

କଟକ: ୧୯୯୫ ମସିହାରେ ଗର୍ଭବତୀ ପତ୍ନୀଙ୍କୁ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ଗୁରୁବାର ଓଡ଼ିଶା ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ପତ୍ନୀଙ୍କ ମୃତ୍ୟୁର ପ୍ରାୟ ୨୮ ବର୍ଷ ପରେ ୧୧ ଜଣ ସାକ୍ଷୀଙ୍କ ବୟାନ ଓ ୧୫ଟି ଦସ୍ତାବିଜ…

ରାଜ୍ୟ ବାର କାଉନସିଲ ନିର୍ବାଚନରେ ବିଭୁ ତ୍ରିପାଠୀ ଦ୍ବିତୀୟ ଥର ନିର୍ବାଚିତ

କଟକ: ଓଡ଼ିଶା ହାଇକୋର୍ଟର ଜଣାଶୁଣା ଆଇନଜୀବୀ ବିଭୁ ପ୍ରସାଦ ତ୍ରିପାଠୀ ରାଜ୍ୟ ବାର କାଉନସିଲକୁ ଦ୍ୱିତୀୟଥର ପାଇଁ ନିର୍ବାଚିତ ହୋଇଛନ୍ତି। ନିଆରା ଢଙ୍ଗରେ ବିନା ପୋଷ୍ଟର ବ୍ୟାନର ତଥା ଅର୍ଥବଳକୁ ବ୍ୟବହାର ନକରି ଚଳିତବର୍ଷ ରାଜ୍ୟ ବାର କାଉନସିଲ ନିର୍ବାଚନରେ ନିର୍ବାଚନ ଲଢ଼ି ବିଜୟଲାଭ କରିଥିବା…

ଫିଫା ମହିଳା ବିଶ୍ୱକପ: ସ୍ୱୀଡେନ, ସ୍ପେନ ସେମିରେ

ଅକଲାଣ୍ଡ; ଚଳିତ ଫିଫା ମହିଳା ବିଶ୍ୱକପର ସେମିଫାଇନାଲରେ ସ୍ୱୀଡେନ ଓ ସ୍ପେନ ପ୍ରବେଶ କରିଛନ୍ତି । ଅକଲାଣ୍ଡରେ ଅନୁଷ୍ଠିତ ପ୍ରଥମ ସେମିରେ ସ୍ୱୀଡେନ ୨-୧ ଗୋଲରେ ଜାପାନକୁ ପରାସ୍ତ କରିଥିଲା । ଆମାଣ୍ଡା ଇଲେଷ୍ଟଡ ଓ ଫିଲିପା ଆଲେଞ୍ଜଡାଲ ବିଜୟୀ ଦଳ ପକ୍ଷରୁ ଗୋଲ ସ୍କୋର କରିଥିଲେ । ମ୍ୟାଚର ଶେଷ…

ରୋଗୀ, ପରିବାର ଲୋକ ଦୁର୍ବବ୍ୟହାର କଲେ ଚିକିତ୍ସା କରିବେନି ଡାକ୍ତର

ନୂଆଦିଲ୍ଲୀ: ରେଜିଷ୍ଟେଡ ମେଡିକାଲ ପ୍ରାକ୍ଟିଶିଟେନର୍ସ ଡାକ୍ତରଙ୍କ ସୁରକ୍ଷା ଦୃଷ୍ଟିକୋଣକୁ ଆଖି ଆଗରେ ରଖି ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛି । ଆଗକୁ ଯଦି କୌଣସି ରୋଗୀ କିମ୍ବା ଏହାର ପରିବାରବର୍ଗ ଡାକ୍ତରଙ୍କ ପ୍ରତି ଦୁର୍ବବ୍ୟହାର କରନ୍ତି ତେବେ ସେ ସିଧାସଳଖ ଚିକିତ୍ସା…

କର୍ଣ୍ଣାଟକରେ ଯେଉଁ ଭୁଲ ପାଇଁ ବିଜେପି ଗଲା, ସେହି ଭୁଲ କରୁଛି କଂଗ୍ରେସ !

ଭୁବନେଶ୍ୱର: କର୍ଣ୍ଣାଟକରେ ପୂର୍ବର ବିଜେପି ସରକାର ଉପରେ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ନେଇ ଲଗାତର ଆକ୍ରମଣ କଂଗ୍ରେସ ସପକ୍ଷରେ ଏକ ବାତାବରଣ ତିଆରି କରିବା କୁହାଯାଉଥିଲା। ଯେଉଁଥିପାଇଁ ଦଳ ବିଜେପିକୁ ପରାଜିତ କରି ଏକ ବଡ଼ ବିଜୟ ପାଇଲା ବୋଲି ମତ ପ୍ରକାଶ ପାଉଛି। ଏହି ନିର୍ବାଚନ ରଣନୀତିରେ…

ବ୍ୟାଡମିଂଟନ: ତାଜିକସ୍ତାନରେ ସ୍ୱର୍ଣ୍ଣ ଜିତିଲେ ଓଡିଶାର ଋତୁପର୍ଣ୍ଣା-ଶ୍ୱେତପର୍ଣ୍ଣା

ଭୁବନେଶ୍ୱର: ଓଡିଶାର ଷ୍ଟାର ବ୍ୟାଡମିଂଟନ ଖେଳାଳି ଶ୍ୱେତପର୍ଣ୍ଣା ପଣ୍ଡା ଓ ଋତୁପର୍ଣ୍ଣା ପଣ୍ଡା ଭାରତକୁ ଗର୍ବିତ କରାଇଛନ୍ତି । ପଣ୍ଡା ଭଉଣୀ ବିଡବ୍ଲ୍ୟୁଏଫ ତାଜିକସ୍ତାନ ଆନ୍ତର୍ଜାତୀୟ ସିରିଜର ମହିଳା ଡବଲ୍ସ ବିଭାଗରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଫାଇନାଲରେ ଋତୁପର୍ଣ୍ଣା(୨୪) ଓ…

ରାହୁଲଙ୍କ ଦଣ୍ଡାଦେଶରେ ରୋକ ଲଗାଇଲେନି, ଏବେ ଛାଡିବାକୁ ପଡିବ ଗୁଜୁରାଟ!

ଭୁବନେଶ୍ୱର: ରାହୁଲ ଗାନ୍ଧୀଙ୍କ ମାନହାନି ମାମଲା ପ୍ରସଙ୍ଗରେ ଦଣ୍ଡାଦେଶ ଉପରେ ରୋକ ଲଗାଇବାକୁ ମନା କରିଥିବା ଗୁଜୁରାଟ ହାଇକୋର୍ଟ ବିଚାରପତିଙ୍କ ବଦଳି। ରାହୁଲଙ୍କ ମାନହାନି ମାମଲାରେ ଦଣ୍ଡାଦେଶ ସ୍ଥଗିତ ଆବେଦନକୁ ଖାରଜ କରିଥିବା ବିଚାରପତି ହେମନ୍ତ ଏମ ପ୍ରଚ୍ଛକଙ୍କ ବଦଳି ପାଇଁ ସୁପ୍ରିମକୋର୍ଟ…

 ୨୮ ଅଗଷ୍ଟ ପର୍ଯ୍ୟନ୍ତ ଘୁଂଚିଲା ଡବ୍ଲ୍ୟୁଏଫଆଇ ନିର୍ବାଚନ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘ ନିର୍ବାଚନ ଉପରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ୨୮ ଅଗଷ୍ଟ ପର୍ଯ୍ୟନ୍ତ ରୋକ ଲଗାଇଛି । ହରିୟାଣା ରେସଲିଂ ଆସୋସିଏଶନର ଆବେଦନ ଉପରେ ଶୁଣାଣୀ କରି କୋର୍ଟ ଏହି ରୋକ ଲଗାଇଛନ୍ତି । ୧୨ ଅଗଷ୍ଟରେ ନିର୍ବାଚନ ହେବାକୁ ଥିଲା । ହରିୟାଣା ଆସୋସିଏନ ଅଭିଯୋଗ କରିଛି…

ମତ୍ସ୍ୟସେବା ନିଯୁ୍କ୍ତି ନିୟମରେ ସଂଶୋଧନ: ମତ୍ସ୍ୟ ବିଜ୍ଞାନରେ ଡିପ୍ଲୋମାଧାରୀଙ୍କ ପାଇଁ  ୫୦ ପ୍ରତିଶତ ପଦବୀ ରହିବ…

ଭୁବନେଶ୍ୱର: ମତ୍ସ୍ୟ ବିଭାଗରେ ୫୦ ପ୍ରତିଶତ ପଦବୀ ମତ୍ସ୍ୟ ବିଜ୍ଞାନରେ ଡିପ୍ଲୋମାଧାରୀଙ୍କ ପାଇଁ  ସଂରକ୍ଷିତ ରହିବ । ସେହିପରି ୨୫ ପ୍ରତିଶତ ପଦବୀ ଯୁକ୍ତ ଦୁଇ ଧନ୍ଦାମୂଳକ ଶିକ୍ଷା (ମତ୍ସ୍ୟ) ପାଇଥିବା ଛାତ୍ରଙ୍କ ପାଇଁ  ସଂରକ୍ଷିତ ରହିବ ।  ବଳକା ୨୫ ପ୍ରତିଶତ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରଙ୍କ…

ଆଲୁମିନିୟମ ରେଳ ୱାଗନ ଓ କୋଚ୍‍ ନିର୍ମାଣ ପାଇଁ ହିଣ୍ଡାଲକୋ-ଟେକ୍ସମାକୋ ଚୁକ୍ତିନାମା ସ୍ୱାକ୍ଷରିତ

ଭୁବନେଶ୍ୱର:   ବିଶ୍ୱର ସର୍ବବୃହତ ଆଲୁମିନିୟମ ରୋଲିଂ ଏବଂ ରିସାଇକ୍ଲିଂ କମ୍ପାନୀ ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ଏବଂ ଏକ ସ୍ପେଶାଲାଇଜଡ୍‍ ଇଞ୍ଜିନିୟରିଂ କମ୍ପାନୀ ଟେକ୍ସମାକୋ ରେଲ୍‍ ଆଣ୍ଡ୍‍ ଇଞ୍ଜିନିୟରିଂ ଲିମିଟେଡ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷର ହୋଇଛି ।   ବିଶ୍ୱ ଶ୍ରେଣୀର…