Latest Odisha News

କବିତା : ତୁମେ

ପ୍ରସେନଜିତ୍ ସେଠୀ ତୁମେ କଣ ଭାବ ମୋତେ ତ ଅଜଣା ମୁଁ କିନ୍ତୁ ଭାବେ ତୁମକୁ ସ୍ୱପ୍ନର ନାୟିକା କରି ଭାବନାରେ ପ୍ରେମେ ହଜାଏ ନିଜକୁ !! ମନ ମୋର ଥିଲା ଶୁଷ୍କ ଉଦାସୀନ ଚିର ନୈରାଶ୍ୟର ପଥେ ଜୀବନର ରସ ଥିଲା ସ୍ଵାଦହୀନ ହୀନ ମରୁଭୂମି ସତେ !! ଅକସ୍ମାତ ଏଇ ଶୁଷ୍କ ମରୁ ପରେ ତୁମେ…

ପଞ୍ଚଲିଙ୍ଗେଶ୍ବର ମନ୍ଦିରର ହେବ ରୂପାନ୍ତର

ଭୁବନେଶ୍ୱର: ବାଲେଶ୍ବରର ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ବର ମନ୍ଦିରର ଉନ୍ନତିକରଣ, ପାରିପାର୍ଶ୍ବିକ ବିକାଶ ଓ ସୌନ୍ଦର୍ଯ୍ୟକରଣ କରାଯିବ। ୫-ଟି ଉପକ୍ରମରେ ସମଗ୍ର ପୀଠର ହେବ ରୂପାନ୍ତର। ଏଥିପାଇଁ  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ  ୧୫ କୋଟି ୫୮ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ।…

ଖୁବଶୀଘ୍ର ଭୁବନେଶ୍ୱରରୁ ଭବାନୀପାଟଣା ବିମାନ ସେବା, ଡିଜିସିଏ ଦେଲା ଅନୁମତି

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା ଖୁବଶୀଘ୍ର ଭାରତର ବିମାନ ବନ୍ଦର ମାନଚିତ୍ରରେ ସ୍ଥାନ ପାଇବାକୁ ଯାଉଛି। ସୋମବାର ଦିନ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ (ଡିଜିସିଏ) ଉତ୍କେଲା ବିମାନ ବନ୍ଦରରୁ ବିମାନ ଚଳାଚଳ ପାଇଁ ଅନୁମତି ପ୍ରଦାନ କରିବା ପରେ ଏହି ଜିଲ୍ଲାକୁ ବିମାନ ଚଳାଚଳ ପାଇଁ…

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ଦକ୍ଷିଣ କୋରିଆକୁ ହରାଇଲା ଅପରାଜେୟ ଭାରତ

ମାଡ୍ରାସ: ଚଳିତ ଏସିଆନ ଚାମ୍ପିୟନ୍ସ ଟ୍ରଫି ହକିରେ ସୋମବାର ଭାରତ ଚମତ୍କାର ପ୍ରଦର୍ଶନ ଜାରୀ ରଖି ଦକ୍ଷିଣ କୋରିଆକୁ ୩-୨ ଗୋଲରେ ପରାସ୍ତ କରିଛି । ଭାରତ ଏଥିସହ ଶୀର୍ଷ ସ୍ଥାନ ବଜାୟ ରଖିଛି । ମେୟର ରାଧାକ୍ରିଷ୍ଣନ ଷ୍ଟାଡିୟମରେ ଅନୁଷ୍ଠିତ ରୋମାଂଚକର ମୁକାବିଲାରେ ଭାରତ ପକ୍ଷରୁ ନୀଳକାନ୍ତ…

ବିଜେଡି ସମର୍ଥନରେ ରାଜ୍ୟସଭାରେ ପାରିତ ହେଲା ଦିଲ୍ଲୀ ସେବା ବିଲ୍

ନୂଆଦିଲ୍ଲୀ: ଦିଲ୍ଲୀ ସେବା ବିଲ ୨୦୨୩ ଲୋକସଭା ପରେ ଆଜି ରାଜ୍ଯସଭାରେ ପାରିତ ହୋଇଛି। ବିଜୁ ଜନତା ଦଳ ଏବଂ ଆନ୍ଧ୍ରପ୍ରଦେଶର ଶାସକ ଦଳ ଓ୍ୱାଇଏସଆର କଂଗ୍ରେସର ସମର୍ଥନରେ ୧୩୧ରୁ ୧୦୨ ଭୋଟରେ ରାଜ୍ୟସଭାରେ ପାରିତ ହୋଇଛି। ଏହାପରେ ଆମ୍ ଆଦମୀ ପାର୍ଟିର ସାଂସଦ ରାଘବ ଚଢା ବିଜେପିକୁ ଦିଲ୍ଲୀକୁ…

ରହସ୍ୟମୟ ଢ଼ଙ୍ଗରେ ବନ୍ଦ ହୋଇଗଲା ବିଶ୍ୱର ବୃହତମ ଫେରିସ ହ୍ୱିଲ

ଦୁବାଇ: ଦୁବାଇରେ ୨ ବର୍ଷ ତଳେ ନିର୍ମିତ ହୋଇଥିବା ବିଶ୍ୱର ସବୁଠାରୁ ବୃହତମ ଫେରିସ ହ୍ୱିଲ ରହସ୍ୟମୟ ଢ଼ଙ୍ଗରେ ବନ୍ଦ ହୋଇଯାଇଛି । ୟୁଏଇର ବଡ ବଡ ଅଟ୍ଟାଳିକା ପାଇଁ ବିଖ୍ୟାତ ଏନ ଦୁବାଇ ଅଂଚଳରେ ଏହି ବିଶାଳକାୟ ଫେରିସ ହ୍ୱିଲ ସେ ସମୟରେ ଚର୍ଚ୍ଚାର କାରଣ ସାଜିଥିଲା । ଏହାକୁ ଦୁବାଇର ଆଖି ଭାବେ…

ଦୀପାଳି ହୋଟେଲରେ ଯୁବତୀଙ୍କ ରହସ୍ୟଜନକ ମୃତ୍ୟୁ, ବୟଫ୍ରେଣ୍ଡକୁ ପୋଲିସର ଜେରା

ଭୁବନେଶ୍ୱର: ରାଜଧାନୀସ୍ଥିତ ଲକ୍ଷ୍ମୀସାଗରରେ ଥିବା ଏକ ହୋଟେଲରେ ଯୁବତୀ ଶୁଭଲକ୍ଷ୍ମୀଙ୍କ ରହସ୍ୟମୟ ମୃତ୍ୟୁ ଘଟଣାରେ ପୋଲିସ ତାଙ୍କ ପୁରୁଷ ବନ୍ଧୁ ତଥା ବୟଫ୍ରେଣ୍ଡକୁ ପଚରାଉଚରା କରିଛି। ପ୍ରେମ ସମ୍ପର୍କରେ ତିକ୍ତତା ଆସିବାରୁ ଯୁବତୀ ଜଣଙ୍କ ଆତ୍ମହତ୍ୟା କରିଥାଇପାରନ୍ତି ସନ୍ଦେହ କରି ତଦନ୍ତ…

କ୍ରିକେଟ ନିଶା..ଅକ୍ସିଜେନ ସିଲିଣ୍ଡର ପିଠିରେ ବାନ୍ଧି ଖେଳିଲେ

ନୂଆଦିଲ୍ଲୀ: କ୍ରିକେଟ ପ୍ରତି ଯାହାର ଭଲ ପାଇବା ଅଛି ସେ ସବୁ କିଛି ବାଧା ଅତିକ୍ରମ କରିଯିବ । ଜଣେ ୮୩ ବର୍ଷୀୟ କ୍ରିକେଟରଙ୍କ ପାଖରେ ଏହି ନିଶା ଦେଖିବାକୁ ମିଳିଛି । ଏକ ପ୍ରଦର୍ଶନୀ ମ୍ୟାଚରେ ସ୍କଟଲାଣ୍ଡର ଆଲେକ୍ସ ଷ୍ଟିଲେ ଗ୍ୟାସ ସିଲିଣ୍ଡର ପିଠିରେ ବାନ୍ଧି ପଡିଆକୁ ଓହ୍ଲାଇଥିଲେ । ୱିକେଟ…

ୟୁପିରେ ଅଖିଲେଶ ବାଣ, ସତ ‘ଯୋଗୀ’ ହୁଅନ୍ତୁ, ମଣିପୁର ପ୍ରସଙ୍ଗରେ କୁହନ୍ତୁ

ଭୁବନେଶ୍ୱର: ମଣିପୁରକୁ ନେଇ ଉତ୍ତରପ୍ରଦେଶରେ ଲଢେଇ ଦେଖିବାକୁ ମିଳିଛି। ଉତ୍ତରପ୍ରଦେଶ ବିଧାନସଭାର ବିରୋଧୀ ଦଳ ନେତା ଅଖିଲେଶ ଯାଦବ ବିଧାନସଭାରେ ମଣିପୁର ପ୍ରସଙ୍ଗରେ ଆଲୋଚନା ପାଇଁ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ। ଗୃହରେ ନିନ୍ଦା ପ୍ରସ୍ତାବ ଆଗତ ପାଇଁ ଦାବି କରିଥିଲେ। ସାରା ଦେଶରେ ଏ…

ଇଲେକ୍ଟ୍ରି ମିଟର ରିଡିଂ ପାଇଁ ଆସିଥିବା ଯୁବକ ହତ୍ୟାର ଶିକାର, ଘର ମାଲିକ ଫେରାର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା କୁପଟି ଗାଁରେ ବିଦ୍ୟୁତ୍ ମିଟର ରିଡିଂଙ୍କୁ ନେଇ ଜଣେ ଯୁବକ ଅତି ନିର୍ମମ ଭାବେ ହତ୍ୟାର ଶିକାର ହୋଇଛି। ଏହି ଲୋମହର୍ଷଣକାରୀ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ପ୍ରାଥମିକ ରିପୋର୍ଟରୁ ଜଣାପଡିଛି ଯେ, ମିଟର ରିଡିଂ କରିବାକୁ ଯବକ ଜଣଙ୍କ…