ନ୍ୟୁକ୍ଲିୟର ଧମକ ଭାରତ ସହିବନି: ମୋଦି
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ ପାକିସ୍ତାନର ପରମାଣୁ ବ୍ଲାକମେଲକୁ ଭାରତ ଆଦୌ ସହ୍ୟ କରିବ ନାହିଁ। ଯଦି ଭବିଷ୍ୟତରେ ଏପରି ଆତଙ୍କବାଦୀ ଆକ୍ରମଣ ହୁଏ ତେବେ ପଡ଼ୋଶୀ ଦେଶକୁ ତା' ନିଜ ଭାଷାରେ ଜବାବ ଦିଆଯିବ।
ପ୍ରଧାନମନ୍ତ୍ରୀ…