ଏନ୍କାଉଣ୍ଟରରେ ଲସ୍କର-ଏ-ତୈବା ଆତଙ୍କୀ ନିହତ
ଶ୍ରୀନଗର:ଏନ୍କାଉଣ୍ଟରରେ ଲସ୍କର-ଏ-ତୈବାର ୪ଜଣ ଆତଙ୍କୀ ନିହତ। ଜମ୍ମୁ କଶ୍ମୀର ସୋପିଆନରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ ବେଳେ ସକାଳେ ଜଣେ ପାକିସ୍ତାନ ଆତଙ୍କୀ ନିହତ ହୋଇଥିବା ବେଳେ ପରେ ଆଉ ୩ ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ରହିଛି।
ମିଳିଥିବା ସୂଚନା ଅନୁଯାୟୀ,…