Latest Odisha News

BREAKING NEWS

ଆମେରିକା ପୁଣି ଆକ୍ରମଣ କଲେ, ପରିସ୍ଥିତି ଭୟଙ୍କର ହେବ; ଟ୍ରମ୍ପଙ୍କୁ ଇରାନର ଧମକ…

ତେହେରାନ: ଇରାନ ଭବିଷ୍ୟତରେ ଆମେରିକାର ଯେକୌଣସି ଆକ୍ରମଣର ଜବାବ ଦୃଢ଼ ଭାବେ ଦେବ। ଆମେରିକା ପୁଣି ଆକ୍ରମଣ କଲେ ଇରାନ ପଶ୍ଚିମ ଏସିଆରେ ଥିବା ଆମେରିକୀୟ ସାମରିକ ଘାଟି ଉପରେ ଆକ୍ରମଣ କରିବ ବୋଲି କହିଛନ୍ତି ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି…

ପୁରୀ ବେଳାଭୂମିରେ ବାଲୁକା କଳାରେ ଶୋଭା ପାଉଛନ୍ତି ୧୦୧ ଜଗନ୍ନାଥ

ପୁରୀ: ପଦ୍ମଶ୍ରୀ ପୁରସ୍କାର ବିଜେତା ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁଣି ନିଜର ଏକ ଅନନ୍ୟ କଳାକୃତିକୁ ନେଇ ଚର୍ଚ୍ଚା ରେ ଅଛନ୍ତି। ଚଳିତ ବର୍ଷ ପବିତ୍ର ରଥଯାତ୍ରା ଅବସରରେ ସେ  ପୁରୀ ବେଳାଭୂମିରେ ପ୍ରଭୁ ଜଗନ୍ନାଥଙ୍କର ୧୦୧ଟି ବାଲୁକା ମୂର୍ତ୍ତି ତିଆରି କରିଛନ୍ତି। ଯାହା ଖୁବ୍…

କାହିଁକି ଏହି ସମାଧି ଆଗରେ ଅଟକି ଥାଏ ନନ୍ଦିଘୋଷ ରଥ?

ପୁରୀ: ସିଏ ଭାବର ଠାକୁର ଭାବୋବିନୋଦିଆ । ଭାବରେ ଡାକିଲେ ଭକ୍ତଙ୍କୁ ସିଧା ତାର ଭବ୍ୟ ରୂପର ଦର୍ଶନ ମିଳେ । ଭାବରେ ହାତ ବଢେଇଦେଲେ ସେ ସଙ୍ଗେ ସଙ୍ଗେ ସାହାରା ଦେଇଦିଏ । ପ୍ରତିବର୍ଷ ଆଷାଢ଼ ଶୁକ୍ଳ ପକ୍ଷ ଦ୍ୱିତୀୟା ଦିନ ଅର୍ଥାତ୍ ଆଜିର ଦିନରେ ସେ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ବଡଦାଣ୍ଡକୁ…

ବେଆଇନ ଭାବେ ଭାରତ ଆସୁଥିଲା ପାକିସ୍ତାନ ମାଲ୍; ୩୯ କଣ୍ଟେନର ଜବତ

ନୂଆଦିଲ୍ଲୀ: ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ) ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। "ଅପରେସନ୍ ଡିପ୍ ମାନିଫେଷ୍ଟ" ଅଧୀନରେ ପାକିସ୍ତାନରୁ ଚୋରା ଚାଲାଣ ହେଉଥିବା ସାମଗ୍ରୀର ଏକ କଣ୍ଟେନର ଜବତ କରିଛି। ଏହି ସାମଗ୍ରୀଗୁଡ଼ିକ ତୃତୀୟ ଦେଶ ଅର୍ଥାତ୍ ଦୁବାଇ ଦେଇ…

ଆରମ୍ଭ ହେଲା ମହାପ୍ରଭୁଙ୍କ ପହଣ୍ଡି: ଝୁଲି ଝୁଲି ଆସୁଛନ୍ତି ଶ୍ରୀଜିଉ…

ପୁରୀ: ଆଜି ବିଶ୍ବପ୍ରସିଦ୍ଧ ରଥଯାତ୍ରା । ସକାଳୁ ସକାଳୁ ରଥଯାତ୍ରା ପାଇଁ ମହାପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହୋଇଥିବା ବେଳେ, ଏବେ ଆରମ୍ଭ ହୋଇଯାଇଛି ମହାପ୍ରଭୁଙ୍କ ପହଣ୍ଡି ବିଜେ ନୀତି । ପ୍ରଥମେ ଧାଡ଼ି ପହଣ୍ଡିରେ ଶ୍ରୀସୁଦର୍ଶନ ରଥେ ବିଜେ କରିସାରିଲେଣି । ସୁଦର୍ଶନ ଠାକୁର ଦେବଦଳନ ରଥରେ…

୬ ବର୍ଷ ପରେ ଚୀନ୍ ସହିତ କଥା ବନିଲା….ଏସସିଓରୁ ଭାରତ ପାଇଁ ଖୁସି ଖବର ଦେଲେ ରାଜନାଥ ସିଂହ…..

ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଚୀନ୍ ପ୍ରତିରକ୍ଷା ମନ୍ତ୍ରୀ ଆଡମିରାଲ ଡନ୍ ଜୁନ୍ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି। ଚୀନ୍‌ର କ୍ୱିଂଡାଓରେ ଚାଲିଥିବା ସାଂଘାଇ ସହଯୋଗ ସଂଗଠନ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକ ଅବସରରେ ଉଭୟଙ୍କ ମଧ୍ୟରେ ଏହି ବୈଠକ ହୋଇଥିଲା।…

‘ସୁଖ, ସମୃଦ୍ଧି ଆଉ ସୌଭାଗ୍ୟ’: ରଥଯାତ୍ରା ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ମୁର୍ମୁ, ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ବର/ନୂଆଦିଲ୍ଳୀ: ଆଜି ବିଶ୍ବପ୍ରସିଦ୍ଧ ରଥଯାତ୍ରା । ରଥାରୂଢ ହେବେ ତିନି ଠାକୁର । ଏନେଇ ଏବେ ଦେଶବିଦେଶରୁ ଓଡିଶାକୁ ଛୁଟୁଛି ଶୁଭେଚ୍ଛାର ସୁଅ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଦିନ ମହାପ୍ରଭୁ ଜଗନ୍ନାଥ ରଥଯାତ୍ରା ଆରମ୍ଭ ହେବା ଅବସରରେ ଭକ୍ତମାନଙ୍କୁ ତାଙ୍କର ହାର୍ଦ୍ଦିକ…

କାହିଁକି ରଥଟଣା ପୂର୍ବରୁ ରାଜା କରନ୍ତି ଛେରା ପହଁରା, କ’ଣ ରହିଛି ବିଧି?

ପୁରୀ: ୧୨ ମାସ ହେଲା ଚାହିଁ ରହିଛି ବଡଦାଣ୍ଡ, ମାଉସୀ ମା’ । କୋଳକୁ ଫେରିବେ ବଡ ଠାକୁର । ଆଉ ଆଜି ସେହି ପବିତ୍ର ଦିନ । ଝୁଲି ଝୁଲି ପଣ୍ଡାଙ୍କ ପିଠିରେ ଲଦି ହୋଇ ରଥାରୂଢ ହେବେ ପ୍ରଭୁ ଜଗନ୍ନାଥ ତାଙ୍କ ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରା । ଭାଇ ଭଉଣୀ ସଙ୍ଗେ ଗୁଣ୍ଡିଚା ମନ୍ଦିର ଅଭିମୁଖେ…

iPhoneରେ ଭଲ ଫଟୋ କ୍ଲିକ୍ କରିବା ପାଇଁ କ୍ୟାମେରାର ଏହି ସେଟିଂସ୍ ବଦାଳନ୍ତୁ…

ଭୁବନେଶ୍ବର: iPhone ନିଜର ଉତ୍କୃଷ୍ଟ କ୍ୟାମେରା ଗୁଣବତ୍ତା ପାଇଁ ଜଣାଶୁଣା। ଆପଣ ଜାଣିଛନ୍ତି ,କିଛି ସରଳ କ୍ୟାମେରା ସେଟିଂସ୍ ଦ୍ବାରା ଆପଣଙ୍କ iPhoneରୁ ଆହୁରି ଭଲ ଫଟୋ କ୍ଲିକ୍ କରିପାରିବେ। ଏହି ଫଟୋଗୁଡ଼ିକୁ ପୂର୍ବ ଅପେକ୍ଷା ଅଧିକ ସୁନ୍ଦର ଦିଶିବ । -କ୍ୟାମେରା ରିଜୋଲ୍ୟୁସନ୍ ଏବଂ…

ଚୀନ ସହ ସୁଧୁରୁଛି ଆମେରିକା ସଂପର୍କ, ହେଲା ବଡ ଡିଲ୍: ‘ଭାରତ ସହ ବହୁ ଶୀଘ୍ର’ କହିଦେଲେ ଟ୍ରମ୍ପ…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକା ଏବଂ ଚୀନ ମଧ୍ୟରେ ବାଣିଜ୍ୟ ଚୁକ୍ତିନାମା ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି। ଯାହା ଏବେ ଚୀନ ଏବଂ ଆମେରିକା ମଧ୍ୟରେ ନିକଟତା ବୃଦ୍ଧି କରୁଥିବା ପରି ମନେ ହେଉଛି । ଆଉ ସବୁଠୁ ବଡ କଥା ହେଉଛି ଯେ ଟ୍ରମ୍ପ ମଧ୍ୟ ଭାରତ ସହ କିଛି…