ରଥ ପଥ ପ୍ରସ୍ତୁତ, ଭାଇ ଭଉଣୀ ସଙ୍ଗେ ବଡ଼ଦାଣ୍ଡକୁ ଓହ୍ଲାଇବେ କାଳିଆ ସାଆନ୍ତ
ପୁରୀ: ବଡ଼ଦାଣ୍ଡରେ ଏକାକାର ହେବେ ଭକ୍ତ ଭଗବାନ। ଆଉ ମାତ୍ର କେଇଟା ଘଣ୍ଟା, ଭାଇ ଭଉଣୀ ସଙ୍ଗେ ଜନ୍ମବେଦୀ ଅଭିମୁଖେ ଯାତ୍ରା କରିବେ ମହାପ୍ରଭୁ। ସଜେଇ ହୋଇଛି ରଥ ପଥ। ତିନି ରଥ ମହାପ୍ରଭୁଙ୍କୁ ଚାହିଁ ଜଗି ରହିଛି। କେବେ ଭାବର ଠାକୁର ରଥେ ବିଜେ କରିବେ। ଧନ୍ୟ ହେବେ ରଥ ପଥ ଭକ୍ତ। ସେପଟେ…