Latest Odisha News

BREAKING NEWS

ଓଡ଼ିଶା ଇଭି ନୀତି ପ୍ରସ୍ତୁତ ପାଇଁ ବୈଠକ; ୨୦୩୬ ସୁଦ୍ଧା ୫୦% ପଞ୍ଜୀକରଣ ଲକ୍ଷ୍ୟ 

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ବାଣିଜ୍ୟ ଏବଂ ପରିବହନ ବିଭାଗ ଏବଂ ଶକ୍ତି ବିଭାଗ ମିଳିତ ଭାବରେ ଓଡ଼ିଶା ବୈଦ୍ୟୁତିକ ଯାନ (ଇଭି) ନୀତି ୨.୦ ଉପରେ ବିଚାର ବିମର୍ଶ ପାଇଁ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଆୟୋଜନ କରିଥିଲେ। ଏହି ବୈଠକ ବାଣିଜ୍ୟ ଏବଂ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢୀ ଏବଂ…

ସମ୍ବିଧାନ ହତ୍ୟା ଦିବସ ୨୦୨୫; ଓଡିଶାର ୧୦୮ ଲୋକତନ୍ତ୍ର ସେନାନୀଙ୍କୁ ସମ୍ମାନିତ

ଭୁବନେଶ୍ୱର: ଭାରତରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା ହେବାର ୫୦ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ସରକାରଙ୍କର ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସମ୍ବିଧାନ ହତ୍ୟା ଦିବସ ୨୦୨୫ ସ୍ଥାନୀୟ ରେଳ ଅଡିଟୋରିଅମ ଠାରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ…

ଭୁବନେଶ୍ବରରେ ଇସ୍କନ୍ ରଥ ଯାତ୍ରା ପାଇଁ ଟ୍ରାଫିକ କଟକଣା…

ଭୁବନେଶ୍ବର: ଆସନ୍ତା ୨୭ ଜୁନ ୨୦୨୫, ୦୫ ଜୁଲାଇ ୨୦୨୫ ଏବଂ ୦୬ ଜୁଲାଇ ୨୦୨୫ରେ ଭୁବନେଶ୍ବର ସ୍ଥିତ ଇସ୍କନ୍ ମନ୍ଦିର ରଥ ଯାତ୍ରା, ବାହୁଡ଼ା ଯାତ୍ରା ଏବଂ ସୁନାବେଶ ଅନୁଷ୍ଠିତ ହେବାକୁ ଯାଉଛି। ଇସ୍କନ୍ ମନ୍ଦିର ଯିବା ରାସ୍ତା ଏବଂ ଏହାର ଚତୁପାର୍ଶ୍ବରେ ବହୁ ମାତ୍ରାରେ ଶ୍ରଦ୍ଧାଳୁ ମାନଙ୍କ…

ଏହି କ୍ରିକେଟର କହିଲେ ମୁଁ ପଥଭ୍ରଷ୍ଟ ହୋଇ ଯାଇଥିଲି

ମୁମ୍ବାଇ: ବିନୋଦ କାମ୍ବଲୀଙ୍କ ପରେ ଆଉ ଜଣେ କ୍ରିକେଟର ସମସ୍ତ ଦକ୍ଷତା ଥିବା ସତ୍ୱେ ଆନ୍ତର୍ଜାତୀୟ କ୍ରିକେଟରେ ନିଜର ଦକ୍ଷତା ପ୍ରମାଣିତ କରି ପାରି ନାହାନ୍ତି । କ୍ରିକେଟ ଦୁନିଆର ଗ୍ଲାମରରେ ଭାସିଯିବା ଯୋଗୁ ତାଙ୍କ କ୍ୟାରିୟର ପ୍ରାୟତଃ ନଷ୍ଟ ହୋଇ ଯାଇଥିଲା । ଏହି କ୍ରିକେଟରଙ୍କ ନାମ ହେଲା…

୭୨ ଘଣ୍ଟା ମଧ୍ୟରେ ବିଜେପି ସରକାର ନିଜ ଛେପ ନିଜେ ଢୋକିଲେ: ବିଜେଡି

ଭୁବନେଶ୍ୱର: ୩ଟି ପ୍ରାଇଭେଟ ବ୍ୟାଙ୍କର ପ୍ରଦର୍ଶନ ନିରୁତ୍ସାଜନକ କହିଥିବା ରାଜ୍ୟ ସରକାର ୭୨ ଘଣ୍ଟା ମଧ୍ୟରେ ନିଜ ଛେପ ନିଜେ ଢୋକି ପୁଣି ନିଷ୍ପତ୍ତି ବଦଳାଇବା କାହା ସ୍ୱାର୍ଥର ବୋଲି ବିଜେଡି ପ୍ରଶ୍ନ କରିଛି । ଆଜି ଶଙ୍ଖ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମିଡିଆ ସଂଯୋଜକ ତଥା…

ଇଂଲଣ୍ଡରୁ ଘରକୁ ଫେରିଲେ ହର୍ଷିତ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଭାରତ ପରାଜୟବରଣ କରିଛି । ସିରିଜରେ ୫ଟି ମ୍ୟାଚ ଖେଳାଯିବ । ବର୍ମିଂହାମରେ ହେବାକୁ ଥିବା ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଟିମ ଇଣ୍ଡିଆର ପେସ ବୋଲର ହର୍ଷିତ ରାଣା ସ୍ୱଦେଶ ପ୍ରତ୍ୟାବର୍ତନ କରିଛନ୍ତି । ହର୍ଷିତ ଇଂଲଣ୍ଡ ଗସ୍ତରେ ଯାଇଥିବା ଭାରତ…

ସରକାରଙ୍କ ପକ୍ଷରୁ ଉଚ୍ଛେଦ କାର୍ଯ୍ୟ ବେଳେ ତହସିଲଦାରଙ୍କୁ ମାଡ ସହ ଟଣାଓଟରା ଅଭିଯୋଗ

ମୟୂରଭଞ୍ଜ: ସରକାରୀ ଜାଗାରେ ଦୀର୍ଘ ବର୍ଷ ଧରି ଲୋକେ କରିଥିଲେ ଘର। ଜବରଦଖଲ ହୋଇଥିବା ଘରକୁ ଭଙ୍ଗାଯିବା ବେଳେ ଦେଖାଯାଇଛି ଉତ୍ତେଜନା । ଜିଲ୍ଲା ପ୍ରଶାସନ ପକ୍ଷରୁ କୁଳିଅଣା ବ୍ଲକର ତିତିରି ଅଞ୍ଚଳରେ ଘର ଭାଙ୍ଗିବା ନେଇ ଦିଆଯାଇଥିଲା ସୂଚନା। ସରକାରଙ୍କ ପକ୍ଷରୁ ଉଚ୍ଛେଦ କାର୍ଯ୍ୟ ଚାଲୁଥିବାବେଳେ…

ବର୍ଷକୁ ଦୁଇଥର ବୋର୍ଡ ପରୀକ୍ଷା କରିବ ସିବିଏସଇ 

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଠାରୁ ଅର୍ଥାତ୍ ୨୦୨୬ ମସିହା ଠାରୁ ସିବିଏସଇ ବର୍ଷକୁ ଦୁଇଥର ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷା ଆୟୋଜିତ କରିବ। ତେବେ ଛାତ୍ରଛାତ୍ରୀ ମାନେ ବୋର୍ଡ ପରୀକ୍ଷାର ପ୍ରଥମ ପର୍ଯ୍ୟାୟରେ ଉପସ୍ଥିତ ରହିବା ବାଧ୍ୟତାମୂଳକ କରାଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ଇଚ୍ଛାଧୀନ…

ଆଜି ବନକ ଲାଗି ନୀତି, କାଲି ଭକ୍ତ ଦେଖିବେ କଳା ଶ୍ରୀମୁଖ

ପୁରୀ: ଆଉ ଦିନକ ପରେ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା । ଆସନ୍ତାକାଲି ନବଯୌବନ ବେଶରେ ଦର୍ଶନ ଦେବେ ଶ୍ରୀଜୀଉ । ଆଜି ବନକ ଲାଗି ନୀତି ଶେଷ ହେବା ପରେ ଆସନ୍ତାକାଲି ୧୫ ଦିନ ପରେ ଭକ୍ତ ଦେଖିବେ କଳା ଶ୍ରୀମୁଖ । ପରଦିନ ହେବ ରଥଯାତ୍ରା । ଏନେଇ ୨୦୫ ପ୍ଲାଟୁନ ଫୋର୍ସ ସମେତ ୮ ପ୍ଲାଟୁନ କେନ୍ଦ୍ରୀୟ…

ରଥଯାତ୍ରା ବେଳେ ଶ୍ରଦ୍ଧାଳୁଙ୍କ ପାଇଁ ଭାରତୀୟ ରେଳର ସ୍ବତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ବର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତ ହୋଇସାରିଛି । ଶ୍ରୀଗୁଣ୍ଡିଚା ଯାତ୍ରା ହେଉଛି ସାରା ବିଶ୍ୱରୁ ଆସୁଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ପାଇଁ ଆସ୍ଥାର ଏକ ଯାତ୍ରା । ଏହି ତୀର୍ଥଯାତ୍ରୀମାନଙ୍କ ସେବାରେ ଭାରତୀୟ ରେଳ ସମ୍ପୂର୍ଣ୍ଣ ସମର୍ପିତ…