Latest Odisha News

BREAKING NEWS

ଲିଭ୍-ଇନ୍-ରିଲେସନସିପ୍‌ରେ ଥିଲେ କରିପାରିବେନି ଦୁଷ୍କର୍ମ ଅଭିଯୋଗ:ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଯଦି ଦୁଇଜଣ ପ୍ରାପ୍ତବୟସ୍କ ମହିଳା ଓ ପୁରୁଷ ଦୀର୍ଘ ସମୟ ପାଇଁ ଲିଭ-ଇନ୍ ଦମ୍ପତି ଭାବରେ ଏକାଠି ରୁହନ୍ତି, ତେବେ ମହିଳା କରିପାରିବେନି ଦୁଷ୍କର୍ମ ଅଭିଯୋଗ। ଏଭଳି ଅଭିଯୋଗ ଗ୍ରହଣୀୟ ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ବିବାହର ପ୍ରତିଶ୍ରୁତିରେ ସମ୍ପର୍କ ଆରମ୍ଭ…

ଚେତିନି ପାକିସ୍ତାନ, ସାବାଡ୍ କରିବ ଭାରତ: ପୁଣି ମୋଦିଙ୍କୁ ଭେଟିଲେ ଡୋଭାଲ…

ନୂଆଦିଲ୍ଲୀ: ଏୟାରଷ୍ଟ୍ରାଇକ୍ ପରେ ବି ଚେତିନି ପାକିସ୍ତାନ। ବାରମ୍ବାର ଲାଇନ ଅଫ କଣ୍ଟ୍ରୋଲ ଉଲ୍ଲଂଘନ କରି ବାନର୍ତ ଜାରି ରଖିଛି। ସାଧାରଣ ଲୋକଙ୍କୁ କରୁଛି ଟାର୍ଗେଟ। ଅପରେସନ ସିନ୍ଦୂର ପରେ କଶ୍ମୀର ପୁଞ୍ଚ ଏବଂ ସୀମାବର୍ତ୍ତୀ ଅଞ୍ଚଳ ଲଗାତାର ଗୁଳିବର୍ଷା ଜାରି ରଖିଛି। ସେନା ବି ଲଗାତାର ଏହାର…

ରାଜ୍ୟକୁ ପୁଣି ଫେରୁଛି ତାତି, ୧୩ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ୱର: କାଳବୈଶାଖୀ ଯୋଗୁ କିଛି ଦିନର ଆଶ୍ବସ୍ତି ପରେ ଏବେ ରାଜ୍ୟକୁ ଧିରେ ଧିରେ ତାତି ଫେରୁଛି । ଆଜିଠୁ ରାଜ୍ୟରେ ଗ୍ରୀଷ୍ମପ୍ରବାହ ବଢ଼ିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଯାହା ଫଲେ ଭୀଷଣ ତାତି ଓ ଗୁଳୁଗୁଳି ଅନୁଭୁତ ହେବ । ଏହା ସହ ଝାଞ୍ଜି ପବନ ମଧ୍ୟ ବହିବା…

ସେନାର ଶତ ପ୍ରତିଶତ ସଠିକ୍ ନିଶାନା: ବାଛି ବାଛି କରିଥିଲା ମିସାଇଲ ମାଡ଼

ନୂଆଦିଲ୍ଲୀ: ନା ଟିକେ ଏପଟେ, ନା ଟିକେ ସେପଟେ, ବାଛି ବାଛି ଟାର୍ଗେଟ ସ୍ଥାନକୁ ହିଁ ଧ୍ବଂସ କରିଛି ଭାରତୀୟ ସେନା। ଲକ୍ଷ୍ୟ ପୁରା ଶତ ପ୍ରତିଶତ ସଠିକ୍। ମଙ୍ଗଳବାର ବିଳମ୍ବିତ ରାତିରେ ଭାରତୀୟ ସେନା ପାକିସ୍ତାନ ଅଧିକୃତ କାଶ୍ମୀର ଏବଂ ପାକିସ୍ତାନ ଛାତିରେ ହାଲ୍ଲାବୋଲ୍ କରିବା ପରେ, ଏବେ…

ରାଜ୍ୟରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବସ ସେବା; ଏହି ମାନଙ୍କୁ ମିଳିବ ୫୦ ପ୍ରତିଶତ ରିହାତି

ଭୁବନେଶ୍ବର: ରାଜ୍ୟରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବସ୍‌ ସେବା । ମୁଖ୍ୟମନ୍ତ୍ରୀ ବସ୍‌ ସେବାରେ ମହିଳା, ଦିବ୍ୟାଙ୍ଗ ଓ କିନ୍ନରମାନଙ୍କୁ ୫୦ ପ୍ରତିଶତ ରିହାତି ମିଳିବ । ସେହିପରି ଛାତ୍ର, ବରିଷ୍ଠ ନାଗରିକମାନେ ମଧ୍ୟ ୫୦ ପ୍ରତିଶତ ରିହାତିରେ ଯାତ୍ରା କରିପାରିବେ । ବସ୍‌ରେ ସିସିଟିଭି, ଲାଇଭ…

ସର୍ବଦଳୀୟ ବୈଠକରେ ‘ଅପରେସନ ସିନ୍ଦୂର’: କଂଗ୍ରେସ ଚାହେଁ ମୋଦି କୁହନ୍ତୁ…

ନୂଆଦିଲ୍ଲୀ: ଆଜି ସର୍ବଦଳୀୟ ବୈଠକରେ 'ଅପରେସନ ସିନ୍ଦୂର' ନେଇ ଆଲୋଚନା କରିବେ କେନ୍ଦ୍ର ସରକାର। କେନ୍ଦ୍ର ସରକାର ବିରୋଧୀ ନେତାମାନଙ୍କୁ ସମ୍ପ୍ରତି ଅପରେସନ୍ ସିନ୍ଦୂର ବିଷୟରେ ସୂଚନା ଦେବା ପାଇଁ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ଯେଉଁଥିରେ ପାକିସ୍ତାନର ନଅଟି ଆତଙ୍କବାଦୀ ଶିବିର ଏବଂ…

ଭାରତରେ ଇରାନର ବୈଦେଶିକ ମନ୍ତ୍ରୀ, ରଣନୈତିକ ସମ୍ପର୍କକୁ ସୁଦୃଢ଼ ​​କରିବା ଲକ୍ଷ୍ୟ!

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ମଧ୍ୟରେ ଇରାନର ବୈଦେଶିକ ମନ୍ତ୍ରୀ ଭାରତ ଆସିଛନ୍ତି । ଏହି ସମୟ ମଧ୍ୟରେ ତାଙ୍କର ଭାରତ ଗସ୍ତ ରଣନୈତିକ ସମ୍ପର୍କକୁ ସୁଦୃଢ଼ ​​କରିବା ଲକ୍ଷ୍ୟରେ କରାଯାଉଛି । ଇରାନର ବୈଦେଶିକ ମନ୍ତ୍ରୀ ସଇଦ ଅବ୍ବାସ ଅରାଘଚି ଗୁରୁବାର ଦିନ ନୂଆଦିଲ୍ଲୀରେ…

ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ସିଙ୍ଗାପୁର ଜାରି କଲା ଟ୍ରାଭେଲ ଆଡଭାଇଜରୀ, କହିଲା….

ସିଙ୍ଗାପୁର: ୨୨ ଏପ୍ରିଲରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି, ସିଙ୍ଗାପୁର ଏବଂ ଆମେରିକା ସମେତ ଅନେକ ଦେଶ ସେମାନଙ୍କ ଲୋକଙ୍କ ପାଇଁ ଟ୍ରାଭେଲ ଆଡଭାଇଜରୀ ଜାରି କରିଛନ୍ତି । ସିଙ୍ଗାପୁରର ବୈଦେଶିକ ମନ୍ତ୍ରଣାଳୟ (MFA) ଏକ ଟ୍ରାଭେଲ ଆଡଭାଇଜରୀ…

ଭାରତର ପୁଣି ଏକ ଆକ୍ରମଣ; ପାକିସ୍ତାନକୁ ଯାଉଥିବା ୨୫ଟି ବିମାନ ରୁଟ୍ କଲା ବନ୍ଦ

ନୂଆଦିଲ୍ଲୀ: ପାକିସ୍ତାନ ବିରୋଧରେ ଭାରତ ଆଉ ଏକ କଠୋର ପଦକ୍ଷେପ ନେଇଛି । ଦେଶ ତାର ଏୟାରସ୍ପେସରୁ ପାକିସ୍ତାନକୁ ୨୫ଟି ବିମାନ ରୁଟ୍ ବନ୍ଦ କରିଦେଇଛି । ଏହା ସହିତ, ଅଧିକାରୀମାନେ କହିଛନ୍ତି ଯେ, ବିଦେଶୀ ବିମାନ କମ୍ପାନୀଗୁଡ଼ିକୁ ବିକଳ୍ପ ବିମାନ ରୁଟ୍ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି ।…

ଫସିଗଲା ପାକିସ୍ତାନ ଆର୍ମି; ୧୨ ଜଣଙ୍କର ମୃତ୍ୟୁ, ଦେଖନ୍ତୁ ଭିଡିଓ

ଶ୍ରୀନଗର: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରଠାରୁ ପାକିସ୍ତାନ ଖରାପ ସମୟ ଦେଇ ଗତି କରୁଛି । ଆକ୍ରମଣ ପରେ, ଭାରତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ​​ଏବଂ ଏହା ଉପରେ ଅନେକ କଟକଣା ଲଗାଇଛି । ତେବେ ଗତକାଲି ବୁଧବାର ଦିନ, ଭାରତୀୟ ସଶସ୍ତ୍ର ବାହିନୀର ଅପରେସନ ସିନ୍ଦୂର ପାକିସ୍ତାନକୁ…