Latest Odisha News

BREAKING NEWS

ଅପରେସନ ସିନ୍ଦୂର ପରେ ଭୟଭୀତ ପାକ୍ ସେନାର ଗୁଳିବର୍ଷା, ଜଣେ ଯବାନ ସହିଦ

ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ପରେ ଜମ୍ମୁ-କାଶ୍ମୀର ନିୟନ୍ତ୍ରଣ ରେଖା (ଏଲଓସି)ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୁଧବାର ଚରମ ସୀମାରେ ପହଞ୍ଚିଛି। । ବାୟୁସେନାର ଏହି ଆକ୍ରମଣ ପରେ ବୁଧବାର ପାକ୍ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଫଳରେ ଭାରତର ସୀମାବର୍ତ୍ତୀ କ୍ଷେତ୍ରରେ ୧୫ ଜଣ…

ଗଙ୍ଗୋତ୍ରୀ-ଯମୁନୋତ୍ରୀର ସୁରକ୍ଷା ଅର୍ଦ୍ଧସାମରିକ ବାହିନୀ ହାତରେ, ATS ମଧ୍ୟ ହେଲେ ମୁତୟନ

ଉତ୍ତରାଖଣ୍ଡ: ଭାରତର ଅପରେସନ ସିନ୍ଦୁର ପରେ ସମଗ୍ର ଦେଶ ସତର୍କ ରହିଛି। ଉତ୍ତରାଖଣ୍ଡରେ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା ରୁଟରେ ସ୍ୱତନ୍ତ୍ର ସତର୍କତା ଅବଲମ୍ବନ କରାଯାଉଛି। ରାଜ୍ୟ ସରକାର ଆତଙ୍କବାଦ ନିରୋଧୀ ଦଳ…

ଅପରେସନ ସିନ୍ଦୂରକୁ ନେଇ ଭାରତ ସପକ୍ଷରେ ବାହାରିଲେ ଋଷି ସୁନକ; କହିଲେ…

ନୂଆଦିଲ୍ଲୀ:ଅପରେସନ ସିନ୍ଦୂରକୁ ନେଇ ଭାରତକୁ ସମର୍ଥନ କରିଛନ୍ତି ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଋଷି ସୁନକ । ସେ ଏକ୍ସରେ ଏକ ପୋଷ୍ଟ କରି କହିଛନ୍ତି ଯେ, କୌଣସି ଦେଶକୁ ଅନ୍ୟ ଦେଶ ଦ୍ୱାରା ନିୟନ୍ତ୍ରିତ ଭୂମିରୁ ନିଜ ବିରୁଦ୍ଧରେ ଆତଙ୍କବାଦୀ ଆକ୍ରମଣକୁ ଗ୍ରହଣ କରିବା ଉଚିତ୍ ନୁହେଁ। ଭାରତ…

ଏଟିଏମ୍‌ କାର୍ଡ ଲୁଟ୍‌ ଘଟଣା: ବନ୍ଧାହେଲେ ପଶ୍ଚିମବଙ୍ଗର ୩ ଲୁଟେରା ,୫୧ ଏଟିଏମ୍‌ କାର୍ଡ ଜବତ

ଖୋର୍ଦ୍ଧା: ବିଭିନ୍ନ ସମୟରେ ଅଶିକ୍ଷିତ / ବୃଦ୍ଧବୃଦ୍ଧା ଏଟିଏମ୍‌ କାଉଣ୍ଟରରୁ ଟଙ୍କା ବାହାର କଲା ବେଳେ ବିଭିନ୍ନ ଅସୁବିଧାର ସମ୍ମୁଖୀନରେ ପଡନ୍ତି। ଏହାର ସୁଯୋଗ ନେଇ ପଶ୍ଚିମବଙ୍ଗର ତିନି ସାଇବର ଲୁଟେରା ବିଭିନ୍ନ ଆକାଉଣ୍ଟରରେ ନଜର ରଖିଥିଲେ ଓ ଏଟିଏମ କାର୍ଡ ଚୋରି କରି ଆକାଉଣ୍ଟରୁ ଅର୍ଥ…

କେକେଆର vs ସିଏସକେ; ଆଇପିଏଲ ମ୍ୟାଚରେ ବୋମା ଧମକ

କୋଲକାତା: ଆଜି ଆଇପିଏଲର ୫୭ତମ ମ୍ୟାଚ୍ ଇଡେନ ଗାର୍ଡେନ୍ସ ଗ୍ରାଉଣ୍ଡରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ଏବଂ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ୍ ଚାଲିଥିବା ସମୟରେ  କ୍ରିକେଟ୍ ଆସୋସିଏସନ୍ ଅଫ୍ ବେଙ୍ଗଲ୍ (ସିଏବି)କୁ ବୋମା ଧମକ ମିଳିଥିଲା। ତେବେ…

ପାକ୍ ଓ ନେପାଳ ସୀମାବର୍ତ୍ତୀ ରାଜ୍ୟଗୁଡିକର ସୁରକ୍ଷା ପରିସ୍ଥିତିକୁ ନେଇ ସମୀକ୍ଷା ବୈଠକ

ନୂଆଦିଲ୍ଲୀ:ଅପରେସନ ସିନ୍ଦୂର ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀରେ ପାକିସ୍ତାନ ଏବଂ ନେପାଳ ସୀମାବର୍ତ୍ତୀ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ସୁରକ୍ଷା ପରିସ୍ଥିତି ଉପରେ ଏକ ସମୀକ୍ଷା ବୈଠକ କରିଛନ୍ତି। ଅପରେସନ ସିନ୍ଦୂରରେ ଭାରତୀୟ ସେନା ପିଓକେ…

ମାଓବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ: ୨୨ ମାଓବାଦୀ ,୨ ମାଓନତା ନିହତ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ ଏବଂ ତେଲେଙ୍ଗାନା ସୀମାନ୍ତବର୍ତ୍ତିୀ କାରେଗଟ୍ଟା ଜଙ୍ଗଲରେ ଗତ ୧୬ ଦିନ ହେବ ମାଓ ଅପେରସନ ଜୋରଦାର ଚାଲିଛି। ତେବେ ଗତକାଲି ରାତିଠାରୁ ଜଙ୍ଗଲରେ ମାଓବାଦୀଙ୍କ ସହ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଛି। ଏହି ଗୁଳିବିନିମୟରେ ୨୨ ଜଣ ମାଓବାଦୀ ନିହତ…

ମନ ଦୁଃଖରେ ରୋହିତ ନେଇଗଲେ କି ଟେଷ୍ଟ କ୍ରିକେଟରୁ ଅବସର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ହିଟମ୍ୟାନ ଭାବେ ପରିଚିତ ରୋହିତ ଶର୍ମା ବୁଧବାର ହଠାତ ଟେଷ୍ଟ କ୍ରିକେଟରୁ ଅବସର ନେଇ ସମସ୍ତଙ୍କୁ ଚକିତ କରି ଦେଇଛନ୍ତି । ରୋହିତଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଗତବର୍ଷ ଟି୨୦ ବିଶ୍ୱକପ ଜିତିବା ପରେ ସେ ଏହି ଫର୍ମାଟରୁ ଅବସର ନେଇଥିଲେ । ହିଟମ୍ୟାନ ଦିନିକିଆ…

ଏନଆଇଏର ଅପିଲ; ପହଲଗାମ ଆକ୍ରମଣ ସହ ଜଡ଼ିତ ଫଟୋ, ଭିଡିଓ ଥିଲେ ସେୟାର କରନ୍ତୁ…

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣର ତଦନ୍ତ କରୁଛି ଏନଆଇଏ। ଏହାରି ମଧ୍ୟରେ ଏନଆଇଏ ଆକ୍ରମଣ ସମୟରେ ପହଲଗାମରେ ଥିବା ସମସ୍ତ ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକଙ୍କୁ ଏକ ଅପିଲ କରିଛି। ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସହିତ ଜଡିତ କୌଣସି ସୂଚନା, ଫଟୋଗ୍ରାଫ୍…

ବିଦ୍ୟୁତ ତାର ନିକଟରେ ଅନଧିକୃତ ନିର୍ମାଣ ଯୋଗୁଁ ୧୨୨୯ ଉପଭୋକ୍ତାଙ୍କୁ ଟିପିଏସ୍ଓଡିଏଲର ନୋଟିସ

ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ଓଭରହେଡ ବିଜୁଳି ତାର ନିକଟରେ ଅନଧିକୃତ ନିର୍ମାଣ କରିଥିବା ୧୨୨୯ ଜଣ ଉପଭୋକ୍ତା ଏବଂ ପ୍ରତିଷ୍ଠାନକୁ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଏସ୍ଓଡିଏଲ୍) ପକ୍ଷରୁ ନୋଟିସ ଜାରି କରାଯାଇଛି। ବିଦ୍ୟୁତ ଭିତ୍ତିଭୂମି ଏବଂ…