ମୁଁ ମୋଗଲ୍ ସାମ୍ରାଜ୍ୟର ବୋହୂ, ଲାଲ କିଲ୍ଲା ମୋତେ ଦିଅ
ନୂଆଦିଲ୍ଲୀ: ଲାଲ କିଲ୍ଲା ଉପରେ ଅଧିକାର ଜାହିର କରି ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ ଜଣେ ମହିଳା। ସୋମବାର ଦାୟର ଆବେଦନକୁ ଖାରଜ କରି ଦେଇଛନ୍ତି ସର୍ବୋଚ୍ଚ ଅଦାଲତ।
ଆବେଦନକାରୀ ହେଉଛନ୍ତି ରଜିଆ ସୁଲତାନା ବେଗମ। ମହିଳା ଜଣକ ନିଜକୁ ମୋଗଲ ସମ୍ରାଟ ବାହାଦୁର ଶାହ ଜାଫରଙ୍କ ବଂଶଧର ବୋଲି…