ମେହୁଲ ଚୌକସିର ରହସ୍ୟମୟୀ ଗାର୍ଲଫ୍ରେଣ୍ଡ
ନୂଆଦିଲ୍ଲୀ: ବେଲଜିୟମରେ ଗିରଫ ହୋଇଛି ପିଏନବି ସ୍କାମର ମାଷ୍ଟରମାଇଣ୍ଡ ମେହୁଲ ଚୌକସି । ଭାରତ ସରକାରଙ୍କ ଅପିଲ୍ ପରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବେଲଜିୟମ ସରକାର । ସ୍ବିଜରଲାଣ୍ଡ ପଳାଇବାକୁ ଯୋଜନା କରୁଥିବା ବେଳେ ମେହୁଲ ଚୌକସିକୁ ଗିରଫ କରିଛନ୍ତି ଭାରତ ଓ ବେଲଜିୟମର ମିଳିତ ଟିମ୍ ।…