୧୨୮ ବର୍ଷୀୟ ପ୍ରସିଦ୍ଧ ଯୋଗ ଗୁରୁ ସ୍ୱାମୀ ଶିବାନନ୍ଦ ବାବାଙ୍କ ଦେହାନ୍ତ
ବାରଣାସୀ: ବାରାଣାସୀର ପ୍ରସିଦ୍ଧ ଯୋଗ ଗୁରୁ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ସ୍ୱାମୀ ଶିବାନନ୍ଦ ବାବାଙ୍କର ଗତକାଲି ବିଳମ୍ବିତ ରାତିରେ ଦେହାନ୍ତ ହୋଇଛି। ୧୨୮ ବର୍ଷୀୟ ବାବାଙ୍କ ସ୍ୱାସ୍ଥ୍ୟାବସ୍ଥା ଗତ କିଛି ଦିନ ଧରି ଖରାପ ଥିଲା। ଯେଉଁଥିପାଇଁ ତାଙ୍କୁ ବିଏଚୟୁ ହସ୍ପିଟାଲରେ ଭର୍ତ୍ତି…