Latest Odisha News

BREAKING NEWS

ବାହାଘର ପୂର୍ବରୁ ବିମାନବନ୍ଦରରୁ ବର ନିଖୋଜ

ଜୟପୁର: ବାହାଘର ପୂର୍ବରୁ ବର ନିଖୋଜ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏମିତି ଅଭିଯୋଗ ଆସିଛି ରାଜସ୍ଥାନରୁ । ସୂଚନା ଅନୁସାରେ, ଦକ୍ଷିଣ ଆଫ୍ରିକାରେ କାମ କରୁଥିବା ଯୁବକ ଜଣଙ୍କ ବାହାଘର ପାଇଁ ଫେରୁଥିଲେ । ଫେବ୍ରୁଆରୀ ୧୬ ତାରିଖରେ ମୁମ୍ବାଇ ବିମାନବନ୍ଦରରେ ବି ପହଞ୍ଚିଲେ । ହେଲେ ସେବେଠୁ ତାଙ୍କର…

ଆରମ୍ଭ ହେଲା ଆଦିବାସୀ ମେଳା ଓ ସାଂସ୍କୃତିକ ଉତ୍ସବ-୨୦୨୩

ଭୁବନେଶ୍ୱର : ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ୟୁନିଟ୍‌-୧ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆଠାରେ ଆଦିବାସୀ ମେଳା-୨୦୨୩ ଆରମ୍ଭ ହୋଇଯାଇଛି । ଏହି ମେଳାରେ କଳାବସ୍ତୁ ପ୍ରଭାଗରେ ସମୁଦାୟ ୧୩ଟି ଷ୍ଟଲ ରହିଛି । ଧରଣୀପେନୁ ଢୋକରା କାରିଗରୀ ସମିତି,…

୭ ଜିଲ୍ଲାରେ ପ୍ରତିଷ୍ଠା ହେବ ନୂଆ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର

ଭୁବନେଶ୍ୱର: ରାଜ୍ୟର ୭ ଜିଲ୍ଲାର ୮ଟି ସହରାଞ୍ଚଳରେ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିବ । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯାଜପୁର, ମୟୂରଭଞ୍ଜ, ମାଲକାନଗରି, ବାଲେଶ୍ୱର, ସୁନ୍ଦରଗଡ଼, ଅନୁଗୁଳ ଓ କଟକ ଜିଲ୍ଲାର…

ଡିଜି କ୍ୟାମ୍ପରେ ଟପ ପୋଲିସ ଅଧିକାରୀ; ନବ ଦାସ ହତ୍ୟା ମାମଲା ନେଇ ଆଲୋଚନା !

ଭୁବନେଶ୍ୱର:  ନବ ଦାସ ହତ୍ୟାକାଣ୍ଡକ ନେଇ ରାଜ୍ୟ ରାଜନୀତି ପଡୁଛି ଉଠୁଛି । ବିଧାନସ ସଭା କମ୍ପୁଛି । ଶାସକ-ବିରୋଧୀ ଭାଷଣବାଜିକୁ ନେଇ ମିଡିଆ ବ୍ୟସ୍ତ । ଏସବୁ ଭିତରେ ଆଜି ଏକାଠି ହୋଇଛନ୍ତି ଟପ  ପୋଲିସ ଅଧିକାରୀ ।  ଡ଼ିଜି କ୍ୟାମ୍ପ ଅଫିସରେ ଆଜି ଏକାଧିକ ବରିଷ୍ଠ ପୋଲିସ ଅଧିକାରୀ ଏକାଠି…

ଓଡ଼ିଆ ଭାଷା ପ୍ରତିଷ୍ଠାନ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ‘ବିଶ୍ୱ ମାତୃଭାଷା ଦିବସ’ ପାଳିତ

ବ୍ରହ୍ମପୁର : ଓଡ଼ିଆ ଭାଷା, ପ୍ରତିଷ୍ଠାନ, ଭୁବନେଶ୍ଵର ଏବଂ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରସ୍ଥିତ ଶଶୀଭୂଷଣ ରଥ ମହିଳା ମହାବିଦ୍ୟାଳୟର ମିଳିତ ଆନୂକୂଲ୍ୟରେ ବିଶ୍ୱ ମାତୃଭାଷା ଦିବସ ପାଳନ ଅବସରରେ ଏକ ରାଜ୍ୟସ୍ତରୀୟ ସମ୍ପାନ(ପାଠଚକ୍ର) ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ…

ଦିଲ୍ଲୀ ମେୟର ନିର୍ବାଚନରେ ଆପ୍ ବିଜୟୀ, ବିଜେପିର ରେଖାଙ୍କୁ ହରାଇଲେ ଶୈଲି ଓବେରଇ

ନୂଆଦିଲ୍ଲୀ: ଦିଲ୍ଲୀ ମହାନଗର ନିଗମ ନିର୍ବାଚନର ପ୍ରାୟ ଅଢ଼େଇ ମାସ ପରେ ମେୟର ନିର୍ବାଚିତ ହୋଇଛନ୍ତି । ଆପର ଶୈଲି ଓବେରଇ ବିଜେପିର ରେଖା ଗୁପ୍ତାଙ୍କୁ ୩୪ ଭୋଟରେ ହରାଇ ବିଜୟୀ ହୋଇଛନ୍ତି । ଶୈଳି ଓବେରଇଙ୍କୁ ୧୫୦ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିର ରେଖା ପାଇଛନ୍ତି ୧୧୬ ଖଣ୍ଡ ଭୋଟ୍ ।…

ନବ ଦାସଙ୍କ ହତ୍ୟା ଘଟଣାର ତଥ୍ୟ ମୁଖ୍ୟମନ୍ତ୍ରୀଙ୍କ ପାଖରେ ନାହିଁ ନା ଲୁଚାଉଛନ୍ତି -ନରସିଂହ ମିଶ୍ର

ଭୁବନେଶ୍ୱର: ନବଦାସଙ୍କ ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ପରେ ମୁହଁ ଖୋଲିଲେ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର । ନବଦାସ ହତ୍ୟା ମାମଲାର କ୍ରାଇମ ବ୍ରାଞ୍ଚ ତଦନ୍ତକୁ ନେଇ ସେ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି । ଏହି ହତ୍ୟାକାଣ୍ଡ ପଛରେ ପଶ୍ଚିମ ଓଡ଼ଶାର ବିଜେଡି…

ବିଧାନସଭାରେ ପୋଷ୍ଟର ଯୁଦ୍ଧ: ବିରୋଧୀ ଉଠାଇଲେ ନବ ହତ୍ୟା, ବିଜେଡିର ଚାଷୀ ପ୍ରସଙ୍ଗ

ଭୁବନେଶ୍ୱର: ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ଦିନରେ ମଧ୍ୟ ନବ ଦାସ ପ୍ରସଙ୍ଗରେ ଗୃହ ହୁଲୁସ୍ତୁଲ ହୋଇଛି। ବିରୋଧୀ ଦଳ ଶାସକ ଦଳକୁ ଟାର୍ଗେଟ କରି ତଦନ୍ତ ଉପରେ ପ୍ରଶ୍ନ ଉଠାଇଛନ୍ତି। ପ୍ରଶ୍ନକାଳ ଆରମ୍ଭ ହେବାର କିଛି ସମୟ ପରେ କଂଗ୍ରେସ ବିଧାୟକମାନେ ବାଚସ୍ପତିଙ୍କ ଆସନ ନିକଟକୁ ଯାଇ…

ଜେଜେଙ୍କ ଏକାଦଶାହରେ ନଦୀରେ ବୁଡି ନାତୁଣୀ ମୃତ

ସାଲେପୁର:  ନଦୀରେ ବୁଡି ନାବାଳିକାର ମୃତ୍ୟୁ ହୋଇଛି । ଏମିତି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସାଧକନଗର ଗାଁରେ ।ମୃତ ବାଳିକା ଜଣକ ହେଲେ ଋତୁପର୍ଣ୍ଣା ସାହୁ । ସେ ଅଷ୍ଟମ ଶ୍ରେଣୀର ଛାତ୍ରୀ  । ଜେଜେଙ୍କର ଏକାଦଶାହ ଦିନ ତିନି ଭଉଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ।…