ଏହି ରୋଗରେ ପୀଡିତା ବିଗ୍ ବସ୍ ଓଟିଟି ୩ ବିଜେତା ସନା ମକବୁଲ୍….ହସ୍ପିଟାଲରେ ଭର୍ତ୍ତି
ନୂଆଦିଲ୍ଲୀ: ଅସୁସ୍ଥ ଅଛନ୍ତି ବିଗ୍ ବସ୍ ଓଟିଟି ୩ ବିଜେତା ସନା ମକବୁଲ୍ । ହସ୍ପିଟାଲ ବେଡରେ ଫଟୋ ଭାଇରାଲ ହେବା ପରେ ନିଜେ ଏନେଇ ସ୍ପଷ୍ଟ କରିଛନ୍ତି। କହିଲେ କାହିଁକି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି?
ତେବେ ଗତକାଲି ବିଗ୍ ବସ୍ ଓଟିଟି ୩ ବିଜେତା ତଥା ଅଭିନେତ୍ରୀ ସନା ମକବୁଲ…