ଏହି କମ୍ପାନୀରେ ଇଣ୍ଟନସିପ କଲେ ମିଳେ ୧ ଲକ୍ଷ: ଜାଣନ୍ତୁ କେମିତି କରିବେ ଆପ୍ଲାଏ…..
ନୂଆଦିଲ୍ଲୀ: ଦୁନିଆର ଅନ୍ୟତମ ପ୍ରତିଷ୍ଠିତ କମ୍ପାନୀ ହେଉଛି ଗୁଗୁଲ । ଗୁଗୁଲରେ ଚାକିରୀ କରିବା ପାଇଁ ବୋଧେ ସମସ୍ତଙ୍କ ସ୍ବପ୍ନ ଥାଏ । ସେଠିକା ଦରମା ତା ସାଙ୍ଗକୁ ଅଫିସର ପରିବେଶ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଏ । ହେଲେ ଗୁଗୁଲରେ ଚାକିରି କିମ୍ବା ଇଣ୍ଟର୍ନସିପ୍ ପାଇବା ସହଜ ନୁହେଁ ।…