ହାଇକୋର୍ଟରେ ଶୁଣାଣି ବେଳେ ଅଶ୍ଲୀଳ ଭିଡିଓ
ନୂଆଦିଲ୍ଲୀ: ହାଇକୋର୍ଟରେ ଶୁଣାଣି ବେଳେ ଚାଲିଲା ଅଶ୍ଲୀଳ ଭିଡିଓ। ଯାହା ଫଳରେ ବୁଧବାର ଦିନ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସମ୍ମୁଖରେ ଏକ ଭର୍ଚୁଆଲ୍ ଶୁଣାଣି ହଠାତ୍ ବନ୍ଦ କରାଯାଇଥିଲା।
ଏହି ଘଟଣା ପରେ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠର ଭିଡିଓ କନଫରେନ୍ସିଂ ଅଧିବେଶନକୁ ତୁରନ୍ତ…