ମହାଦେବ ବେଟିଂ ଆପ୍ ମାମଲା: ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କୁ ଅଭିଯୁକ୍ତ ଦର୍ଶାଇଲା ସିବିଆଇ
ରାୟପୁର: ମହାଦେବ ଅନଲାଇନ୍ ଆପ୍ ମାମଲାରେ ସିବିଆଇ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସିବିଆଇ ଏହାର ଏଫ୍ଆଇଆର୍ରେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କୁ ଅଭିଯୁକ୍ତ କରିଛି। ଗତ ସପ୍ତାହରେ ଏହି ଦୁର୍ନୀତି ସମ୍ବନ୍ଧୀୟ ମାମଲାରେ ସିବିଆଇ ଛତିଶଗଡ଼, ଭୋପାଳ, କୋଲକାତା ଓ…