ମେ’ ୨ରେ ଖୋଲିବ ବାବା କେଦାରନାଥଙ୍କ ମନ୍ଦିର ଦ୍ବାର
ଡେରାଡୁନ: ବଦ୍ରିନାଥ-କେଦାରନାଥ ମନ୍ଦିର କମିଟିର ଏକ ଟିମ୍ ଶ୍ରୀ କେଦାରନାଥ ଧାମରେ ପହଞ୍ଚିଛନ୍ତି । ଏହି କମିଟିର ଜଣେ ମୁଖପାତ୍ର କହିଛନ୍ତି ଯେ ଶ୍ରୀ କେଦାରନାଥ ଧାମର ଦ୍ୱାରଗୁଡ଼ିକ ମେ ୨ ତାରିଖରେ ଆନୁଷ୍ଠାନିକ ଭାବରେ ଖୋଲିବ । ହେଲେ ଏହା ପୂର୍ବରୁ ଶ୍ରୀ ବଦ୍ରିନାଥ ଧାମର ଦ୍ୱାର ମେ ୪ରେ…