ଥାନା IIC ଙ୍କୁ ସଂଘବଦ୍ଧ ଆକ୍ରମଣ, ୨୦ ଅଟକ
କୋରେଇ : କୋରେଇ IIC ଙ୍କୁ ସଂଘବଦ୍ଧ ଆକ୍ରମଣ। ଚୋରି ବାଇକ୍କୁ ଜବତ କରିବାକୁ ଯାଇଥିବା ସମୟରେ ଯାଜପୁର ଜିଲା କୋରେଇ ପୋଲିସକୁ ପୂର୍ବକୋଟ ଆକ୍ରମଣ କରିଛନ୍ତି ତେଲେଙ୍ଗା ବସ୍ତିର ଲୋକମାନେ। ଏହା ସହିତ ସେମାନେ ୨ ଅଭିଯୁକ୍ତଙ୍କୁ ମଧ୍ୟ ଛଡ଼ାଇ ନେଇଛନ୍ତି । ପୋଲିସ ଏହି ଘଟଣାରେ ୨୦ଜଣଙ୍କୁ ଅଟକ…