ଟ୍ରମ୍ପଙ୍କ ମଧ୍ୟସ୍ଥତାରେ ମୋଦିଙ୍କ ନିରବତା, ବର୍ଷିଲା କଂଗ୍ରେସ
ନୂଆଦିଲ୍ଲୀ: ଜାରି ରହିଛି ଭାରତ-ପାକିସ୍ତାନ ଅସ୍ତ୍ରବିରତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ହସ୍ତକ୍ଷେପ ପରେ କାଳେ ଦୂଇ ଦେଶ ଅସ୍ତ୍ରବିରତି ନେଇ ରାଜି ହୋଇଛନ୍ତି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି କଂଗ୍ରେସ । ଭାରତ ପାକିସ୍ତାନ ମଧ୍ୟରେ ଟ୍ରମ୍ପଙ୍କ ମଧ୍ୟସ୍ଥତାକୁ…