ଅନଲାଇନ ଗେମ ନେଲା ଦଶମ ଶ୍ରେଣୀ ଛାତ୍ରୀଙ୍କ ଜୀବନ
ରାମନାଗୁଡ଼ା: ଅନଲାଇନ ଗେମ ଖେଳି ଦଶମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଉକ୍ତ ଛାତ୍ରୀ ଜଣକ ହେଲେ ସାଇନା ସାହୁ।
ସୂଚନା ଅନୁଯାୟୀ, ରାୟଗଡା ଜିଲ୍ଲା ରାମନାଗୁଡ଼ା ବ୍ଲକର ଗଣପତିଗୁଡା ଗ୍ରାମରେ ଘଟିଛି ଅଘଟଣ। ଅନଲାଇନ ଗେମ ଖେଳି ଚାରି ଲକ୍ଷ ଟଙ୍କା ଜିତିଥିଲେ କିନ୍ତୁ…