SCB ମେଡିକାଲ୍ କଲେଜର DEO ଗିରଫ
କଟକ: SCB ମେଡିକାଲ୍ କଲେଜ ଅଧୀକ୍ଷକଙ୍କ ଅଫିସ୍ର DEO ଗିରଫ। ଡାଟା ଏଣ୍ଟ୍ରି ଅପରେଟର ଦୀନେଶ ରାଉତଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ୍। ୧ କୋଟି ୪୦ ଲକ୍ଷ ଟଙ୍କା ହେରଫେର କରିବା ଅଭିଯୋଗରେ ଗିରଫ ହୋଇଛନ୍ତି। କର୍ମଚାରୀମାନଙ୍କ ସମସ୍ତ ଦରମା କାମ DEOଙ୍କ ଜରିଆରେ ହେଉଥିଲା।
କଟକ ବଡ଼…