Latest Odisha News

BREAKING NEWS

ସୀମା ବିବାଦ ପ୍ରସଙ୍ଗରେ ସର୍ବଦଳୀୟ ବୈଠକ ଡାକିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: ତୁଟୁନି ସୀମା ବିବାଦ । କେତେବେଳେ କୋରାପୁଟ ତ ଆଉ କେବେ ଗଜପତି ଜିଲ୍ଲାରେ ଧସେଇ ପଶୁଛି ଆନ୍ଧ୍ର । ଯାହାର ଶାନ୍ତିପୂର୍ଣ୍ଣ ସମାଧାନ କରିବା ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା…

ଦମ୍ପତିଙ୍କ ଆଖି ଆଗରେ ଦୁଇ ପୁଅଙ୍କୁ ଦଳିଦେଲା ହାତୀ

ଝାରସୁଗୁଡ଼ା: ବାପାମାଆଙ୍କ ଆଖି ଆଦରେ ଚାଲିଗଲା ୨ ପୁଅଙ୍କ ଜୀବନ । ଦେଖୁ ଦେଖୁ ଦଳିଦେଲା ହାତୀ । ଏଭଳି ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡ଼ା ଜିଲ୍ଲା କିର୍ମିରା ବ୍ଲକ ଭଉଁରା ଗାଁ ନିକଟରେ । ହାତୀ ଆକ୍ରମଣରେ ୨ ନାବାଳକ ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ, ସ୍ତ୍ରୀ ଆହତ ହୋଇଛନ୍ତି ।…

ବାର୍ବାଡୋସ କୁଇନଙ୍କ ଅଭିଯୋଗ: ଯୋଗ୍ୟତା ବଳରେ ପ୍ରିୟଙ୍କା ଜିତି ନାହାନ୍ତି ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତା

ନୂଆଦିଲ୍ଲୀ: ପ୍ରିୟଙ୍କା ଚୋପ୍ରା ତାଙ୍କ ଯୋଗ୍ୟତା ବଳରେ ୨୦୦୦ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତା ଜିତି ନାହାନ୍ତି ବୋଲି ବାର୍ବାଡୋସର ପୂର୍ବତନ ସୁନ୍ଦରୀ ଲିଲାନୀ ମ୍ୟାକକନେ ଅଭିଯୋଗ କରିଛନ୍ତି । ମିସ ଆମେରିକା ପିଜେଂଟ ଆର ବନୀ ଗାବ୍ରିଏଲ ଚଂଚକତା କରି ଜିତିବା ଅଭିଯୋଗ ଆସିବା ପରେ ଏବେ…

ବିଜୟ ହଜାରେ ଟ୍ରଫି ପାଇଁ ଓଡିଶା କ୍ରିକେଟ ଦଳ ଘୋଷିତ: ଅମୀନ, ମୁସ୍ତାକ ନୂଆ ମୁହଁ

ଭୁବନେଶ୍ୱର: ଚୟନ କମିଟି ଆଗାମୀ ବିଜୟ ହଜାରେ ଟ୍ରଫି ପାଇଁ ୧୬ ଜଣିଆ ଓଡିଶା କ୍ରିକେଟ ଦଳ ଘୋଷଣା କରିଛି । ଅଭିଷେକ ରାଉତଙ୍କୁ ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ଅମୀନ ଆଇ ଖାଁ ଓ ମୁସ୍ତାକ ବେଗ ଦୁଇ ନୂଆ ମୁହଁ ସୁଯୋଗ ପାଇଛନ୍ତି । ଓଡିଶା ଟିମ ଏହି ଟୁର୍ଣ୍ଣାମେଂଟରେ ଅଂଶଗ୍ରହଣ…

ଡବଲ ମର୍ଡର ମାମଲାରେ ଜାମିନ୍ ପାଇଲେ ପୂର୍ବତନ ବିଧାୟକ ଅନୁପ ସାଏ

ଝାରସୁଗୁଡ଼ା: ମାଆ, ଝିଅଙ୍କୁ ହତ୍ୟା ମାମଲାରେ ପୂର୍ବତନ ବିଧାୟକଙ୍କୁ ସର୍ତ୍ତମୂଳକ ଜାମିନ୍ ମିଳିଛି । ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଛନ୍ତି ବିଳାସପୁର ହାଇକୋର୍ଟ । ୨୦୧୬ ମସିହାରେ ଘଟିଥିବା ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ଥିଲେ…

ଟ୍ରେଣ୍ଡ ହେଲା ବୟକଟ ପଠାନ

ମୁମ୍ବାଇ: ଶାହାରୁଖ ଖାଁ ଜନ୍ମ ଦିବସ ଅବସରରେ ପ୍ରଶଂସକମାନଙ୍କୁ ତାଙ୍କ ଆଗାମୀ ଫିଲ୍ମ ପଠାନର ଟିଜର ଶେୟାର କରିଛନ୍ତି । ଅବଶ୍ୟ ଏହି ଫିଲ୍ମର ଟିଜର ନେଇ ମିଶ୍ରିତ ପ୍ରତିକ୍ରିୟା ଆସିଛି । କେତେକ ଏହାକୁ ବେଶ ପସନ୍ଦ କରୁଥିବା ବେଳେ ଅନ୍ୟମାନେ ମାର୍ଭଲ୍ସ ଓ ହ୍ରିିତିକ ରୋଶନଙ୍କ ୱାର ଫିଲ୍ମକୁ ନକଲ…

ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତର ଚିନ୍ତା ବଢ଼ାଇଲା ପାକିସ୍ତାନ

ସିଡନୀ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ଏ ପର୍ଯ୍ୟନ୍ତ ଖରାପ ପ୍ରଦର୍ଶନ କରି ଆସିଥିବା ପାକିସ୍ତାନ ଆଜି ବର୍ଷା ବାଧାପ୍ରାପ୍ତ ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ୩୩ ରନରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି । ଏଥିସହ ପାକିସ୍ତାନର ସେମି ଫାଇନାଲ ପ୍ରବେଶ ଆଶା ଉଜ୍ଜୀବୀତ ହୋଇଛି । ଅବଶ୍ୟ…

କାନ୍ତାରରେ ଅଭିନୟ କରିଥାନ୍ତେ ପୁନୀଥ ରାଜକୁମାର

ବାଙ୍ଗାଲୋର: କାନ୍ତାରା ଫିଲ୍ମ ଏବେ ସାରା ଦେଶରେ ଚହଳ ପକାଇଛି । ଏହାର ନିର୍ଦ୍ଦେଶକ ତଥା ମୂଖ୍ୟ ଭୂମିକା କରିଥିବା ରିଷଭ ଶେଟ୍ଟୀ ଏ ନେଇ ଆଉ ଏକ ଖୁୂଲାସା କରିଛନ୍ତି । ରିଷଭ ଏହି ଫିଲ୍ମରେ ସ୍ୱର୍ଗତଃ ପୁନୀତ ରାଜକୁମାରଙ୍କୁ ଶିବା ଭୂମିକାରେ ଅଭିନୟ କରିବା ପାଇଁ ଅଫର ଦେଇଥିଲେ । ଫିଲ୍ମର…

କୋହଲିଙ୍କ ବ୍ୟବହାରକୁ ଆଲୋଚନା କଲେ ଗମ୍ଭୀର

ମେଲବୋର୍ଣ୍ଣ: ଟି୨୦ ବିଶ୍ୱକପ ସୁପର ୧୨ର ଏକ ମ୍ୟାଚରେ ଭାରତ ୫ ରନରେ ବାଂଲାଦେଶକୁ ପରାସ୍ତ କରିଛି । ଏହି ମ୍ୟାଚରେ ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ୪୪ ବଲରେ ଅପରାଜିତ ୬୪ ରନ କରିଥିଲେ । ପ୍ରଭାବୀ ପ୍ରଦର୍ଶନ ସତ୍ୱେ କୋହଲିଙ୍କ ଏକ ବ୍ୟବହାର ନେଇ ପୂର୍ବତନ ଓପନ ଗୌତମ ଗମ୍ଭୀର ସମାଲୋଚନା…

ସ୍ତ୍ରୀକୁ ମରଣାନ୍ତକ ଆକ୍ରମଣ କରି ଶ୍ୱଶୁର ଘରେ ଝୁଲି ପଡ଼ିଲା ସ୍ୱାମୀ

ସୋନପୁର: ସ୍ତ୍ରୀକୁ ମରଣାନ୍ତକ ଆକ୍ରମଣ ପରେ ସ୍ୱାମୀର ଆତ୍ମହତ୍ୟା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ପାଲିଗାଁରେ । ମୃତକ ସମ୍ବଲପୁର ଛିପିଲିମା ଅଞ୍ଚଳର ବନ୍ତୋଷ ଗଣ୍ଡ । ତାଙ୍କ ସ୍ତ୍ରୀ ପାଲିଗାଁର ରଞ୍ଜିତା ଗଣ୍ଡଙ୍କ ଅବସ୍ଥା ଏବେ ସ୍ଥିର…