Latest Odisha News

BREAKING NEWS

ସାହିତ୍ୟର ସର୍ବୋଚ୍ଚ ସମ୍ମାନ ଜ୍ଞାନପୀଠ ପୁରସ୍କାର ପାଇବେ ‘ବିନୋଦ ଶୁକ୍ଳା’

ନୂଆଦିଲ୍ଲୀ: ଭାରତର ସର୍ବୋଚ୍ଚ ସାହିତ୍ୟ ସମ୍ମାନ ୫୯ତମ ଜ୍ଞାନପୀଠ ପୁରସ୍କାର ପାଇବାକୁ ଛତିଶଗଡ଼ର ସୁନାମଧନ୍ୟ ହିନ୍ଦୀ ସାହିତ୍ୟିକ ତଥା ଲେଖକ ବିନୋଦ ଶୁକ୍ଳା ମନୋନୀତ ହୋଇଛନ୍ତି। ଏହି ପୁରସ୍କାର ପାଇବାରେ ସେ ହେଉଛନ୍ତି ଛତିଶଗଡ଼ର ପ୍ରଥମ ଲେଖକ । ଏହି ପୁରସ୍କାର ସହିତ ନଗଦ ୧୧ ଲକ୍ଷ ଟଙ୍କା,…

ପରିସୀମନ…ପରିଚୟକୁ ବଡ଼ ବିପଦ !

ନୂଆଦିଲ୍ଲୀ: ପରିସୀମନକୁ ନେଇ ଦକ୍ଷିଣରୁ ହୁଙ୍କାର । ଗୋଟିଏ ମଞ୍ଚରେ ବିରୋଧୀ ଏକାଠି । ବିପଦରେ ପଡିପାରେ ପରିଚୟ । ପରିସୀମନକୁ ନେଇ ବର୍ଷିଲେ ଷ୍ଟାଲିନ, ନବୀନ, ରେଓ୍ବନ୍ତ । ଲୋକସଭା ସିଟର ପ୍ରସ୍ତାବିତ ପରିସୀମନକୁ ନେଇ ଚେନ୍ନାଇ ବୈଠକରେ ବିରୋଧୀ ଦଳ ଏକାଠି ହୋଇ କେନ୍ଦ୍ରକୁ ଟାର୍ଗେଟ୍…

ଆରମ୍ଭ ହେଲା ଆଇପିଏଲ: ଶାହାରୁଖଙ୍କ ସହ ନାଚିଲେ କୋହଲି

କୋଲକାତା: ବର୍ଣ୍ଣାଢ଼୍ୟ ପରିବେଶରେ ଆଇପିଏଲର ୧୮ତମ ସଂସ୍କରଣ କୋଲକାତାର ଇନେଡଗାର୍ଡେନରେ ଆରମ୍ଭ ହୋଇଯାଇଛି । ଏହା ପରେ କୋଲକାତା ନାଇଟ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ମଧ୍ୟରେ ଉଦଘାଟନୀ ମ୍ୟାଚ ମଧ୍ୟ ଆରମ୍ଭ ହୋଇଯାଇଛି । କେକ କଟାଯିବା ପରେ ଆତସବାଜି କାର୍ଯ୍ୟକ୍ରମ ମାଧ୍ୟମରେ…

ଓୟୁଏଟିରେ କୃଷି ମହାବିଦ୍ୟାଳୟର ହଷ୍ଟେଲରେ ବାହାରିଲା ନାଗ ସାପ, ଆଉ ତାପରେ..

ଭୁବନେଶ୍ୱର:  ଓୟୁଏଟିରେ କୃଷି ମହାବିଦ୍ୟାଳୟର ହଷ୍ଟେଲ ନଂ ୨ ବା ଗୋଦାବରୀଶ ଛାତ୍ରାବାସରେ ବାହାରିଲା ନାଗ ସାପ। ନାଗ ସାପ ଦେଖି ଭୟରେ ସମସ୍ତ ଛାତ୍ର। ସୂଚନା ଅନୁସାରେ ଜଣେ ଛାତ୍ର ପରିସ୍ରା କରିବା ପାଇଁ ଗାଧୁଆ ଘର ଭିତରେ ପଶିବା ବେଳକୁ ଏକ ନାଗ ସାପ ପାଣି ନଳା ପାଖରେ ଥିବା କାଲି ଭିତରେ…

ଛାତ୍ରୀଙ୍କୁ ଅସଦାଚରଣ ଘଟଣା: ଜେଲ ଗଲେ ଫେରାର ଅଧ୍ୟାପକ

ଯାଜପୁର: ଜେଲ ଗଲେ ଫେରାର ଅଧ୍ୟାପକ। ବରୀ ଅଧିନସ୍ଥ ଅଭିମନ୍ୟୁ ସାମନ୍ତସିଂହାର ମହାବିଦ୍ୟାଳୟର ଜୈନେକ ଛାତ୍ରୀଙ୍କୁ ଅସଦାଚରଣ ଘଟଣାରେ ଅଭିଯୁକ୍ତ ବିଦ୍ୟାଧର ଧଳକୁ ପୋଲିସ ଗୁଜୁରାଟର ସୁରଟରୁ ଗିରଫ କରିଛି। ଏକ ସ୍ୱତନ୍ତ୍ର ଟିମ ସହାୟତାରେ ଗିରଫ କରି ଆଜି ଯାଜପୁର ଏସଡିଜିଏମ କୋର୍ଟରେ ହାଜର…

ବଜେଟ୍ ଫ୍ରେଣ୍ଡଲି ଟପ୍ ଇଲେକ୍ଟ୍ରିକ୍ ବାଇକ୍ ଲିଷ୍ଟ..

ଭୁବନେଶ୍ବର: ଭାରତୀୟ ବଜାରରେ ବୈଦ୍ୟୁତିକ ଯାନର ଚାହିଦା ଦ୍ରୁତ ଗତିରେ ବଢିବାରେ ଲାଗିଛି । ବିଶେଷକରି ଦୁଇ ଚକିଆ ଯାନର ବିକ୍ରୟ ପ୍ରତି ମାସରେ ଭଲ ରହିଥାଏ । ଯଦିଓ ବଜାରରେ ଇଲେକ୍ଟ୍ରିକ୍ ସ୍କୁଟରର ଚାହିଦା ଅଧିକ, କିନ୍ତୁ ଅନେକ ଲୋକ ଇଲେକ୍ଟ୍ରିକ୍ ବାଇକ୍ କିଣିବାକୁ ପସନ୍ଦ କରନ୍ତି । ଯଦି ଆପଣ…

ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ପାଇଁ କାର୍ଯ୍ୟସୂଚୀ ଘୋଷଣା କଲା ବିସିସିଆଇ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଶନିବାର ୱେଷ୍ଟଇଣ୍ଡିଜ, ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜ ପାଇଁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ଭାରତୀୟ ପୁରୁଷ ଟିମ ଅକ୍ଟୋବରରେ ୨ଟି ଟେଷ୍ଟ ମ୍ୟାଚ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳିବ । ମୋହାଲୀ ଓ ଇଡେନଗାର୍ଡେନରେ ଏହି ୨ଟି ମ୍ୟାଚ…

ବିଶ୍ୱସ୍ତରୀୟ ହେବ ରାସ୍ତା, ରାଜ୍ୟ ରାଜପଥ ପ୍ରାଧିକରଣ ବିଲ୍-୨୦୨୫କୁ ଅନୁମୋଦନ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ଓଡ଼ିଶା ରାଜ୍ୟ ସଡ଼କ ନୀତି ୨୦୨୫ର ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ରାଜ୍ୟରେ ୭୫ ହଜାର କିଲୋମିଟର ରାସ୍ତାକୁ ବିଶ୍ୱସ୍ତରୀୟ ରାସ୍ତା ନେଟୱାର୍କ ଭାବେ ବିକଶିତ କରାଯିବ। ଏହି ଲକ୍ଷ୍ୟ ରଖି ବିଭିନ୍ନ ଉଚ୍ଚ ମୂଲ୍ୟର ପ୍ରକଳ୍ପ ଗୁଡ଼ିକୁ ସୁଗମ ଏବଂ ସାମଗ୍ରିକ…

୧୩ ବର୍ଷରୁ କମ ଜାତୀୟ ତୀରନ୍ଦାଜ ଚାମ୍ପିୟନଶିପରେ ଚମକିଲେ ସଞ୍ଜଳୀ

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶର ଗୁଂଟରରେ ଅନୁଷ୍ଠିତ ୧୩ ବର୍ଷରୁ କମ ଜାତୀୟ ତୀରନ୍ଦାଜ ପ୍ରତିଯୋଗିତାରେ ଓଡିଶାର ସଞ୍ଜଳି ଓରାମ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ସଞ୍ଜଳୀ ୧୩ ବର୍ଷରୁ କମ ବାଳିକା ତୀରନ୍ଦାଜ ବିଭାଗରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ସେ ଏହି ବିଭାଗରେ ଏକମାତ୍ର ଓଡିଶା…

ରାଇଘରରେ ଉନ୍ନତ ବିଜୁଳି ସେବା ପାଇଁ ଟିପିଏସ୍ଓଡିଏଲ୍ ପକ୍ଷରୁ ଯୋଡ଼ିଙ୍ଗା ପିଏସ୍ଏସ୍ କାର୍ଯ୍ୟକ୍ଷମ

ବ୍ରହ୍ମପୁର: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ ପକ୍ଷରୁ ନବରଙ୍ଗପୁର ଜିଲ୍ଲାର ଯୋଡ଼ିଙ୍ଗାଠାରେ ଏକ ନୂତନ ପ୍ରାଇମେରୀ ସବଷ୍ଟେସନ (ପିଏସଏସ୍) କାର୍ଯ୍ୟକ୍ଷମ ହୋଇଛି। ଏହା ରାଇଘର ଏବଂ ଆଖପାଖ ଅଞ୍ଚଳରେ ଭରସାଯୋଗ୍ୟ ବିଜୁଳି…