Latest Odisha News

BREAKING NEWS

ଜମ୍ମୁ କଶ୍ମୀରରେ ମୁଷଳଧାରାର ବର୍ଷା; ୧୧ ମୃତ, ଉଦ୍ଧାରକାର୍ଯ୍ୟ ଜାରି

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ବର୍ଷାର କରାଳ ରୂପ । ଲଗାତାର ବର୍ଷାରେ ବନ୍ୟା ସ୍ଥିତି ଦେଖିବାକୁ ମିଳିଛି । ଅନେକ ସ୍ଥାନ ଜଳାର୍ଣ୍ଣବ ହୋଇଛି । ଫଳରେ ଯାତାୟତରେ ବାଧାପ୍ରାପ୍ତ ହୋଇଛି । ବର୍ତ୍ତମାନ ସୁଦ୍ଧା ପୁଞ୍ଚ ଜିଲ୍ଲାରେ ୧୧ ଜଣଙ୍କର ମୃତ୍ୟୁ ଘଟିଛି । ମୁଷଳଧାରାର ବର୍ଷା ଯୋଗୁଁ ୨୫୦ରୁ…

୧୨୦୦ ଟଙ୍କା ପାଇଁ ମା ଓ ପୁଅଙ୍କୁ ଖଣ୍ଡାରେ ଆକ୍ରମଣ

ଭୁବନେଶ୍ୱର: ଭୁବନେଶ୍ୱର ନିକଟସ୍ଥ ବାଲିପାଟଣା ଅଞ୍ଚଳରେ ଦୁର୍ବୃତ୍ତମାନେ ଜଣେ ମହିଳା ଏବଂ ତାଙ୍କ ପୁଅଙ୍କୁ ଖଣ୍ଡାରେ ଆକ୍ରମଣ କରିଛନ୍ତି। ପ୍ରାଥମିକ ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ଅଚ୍ୟୁତପୁରରେ ୧୨୦୦ ଟଙ୍କା ଋଣ ପରିଶୋଧ ପାଇଁ କହିବା ପରେ ଉଭୟଙ୍କୁ ଖଣ୍ଡାରେ ଆକ୍ରମଣ…

Drama at All-Party Meet: ସର୍ବଦଳୀୟ ବୈଠକରେ ବିରୋଧୀଙ୍କ ହାଇଡ୍ରାମ, ବିଦ୍ରୋହୀ ସାଂସଦକୁ ଦେଖି ଛାଡିଲେ…

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ପୂର୍ବରୁ ରବିବାର ଆୟୋଜିତ ସର୍ବଦଳୀୟ ବୈଠକରେ ଜୋରଦାର ହଙ୍ଗାମା ଦେଖିବାକୁ ମିଳିଛି। ତୃଣମୂଳ କଂଗ୍ରେସ (TMC)ର ୨୦ ଜଣ ବିଦ୍ରୋହୀ ସାଂସଦଙ୍କୁ ବୈଠକକୁ ଆମନ୍ତ୍ରଣ କରାଯିବାକୁ ବିରୋଧ କରି କଂଗ୍ରେସ, ସମାଜବାଦୀ ପାର୍ଟି, DMK, ଆମ୍ ଆଦମୀ ପାର୍ଟି,…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଇରାନ; ରିକ୍ଟର ସ୍କେଲରେ ତୀବ୍ରତା ୫.୦

ତେହେରାନ: ପୁଣି ଭୂକମ୍ପ ଝଟକାରେ ଥରିଲା ଇରାନ୍ । ଇରାନର ଦକ୍ଷିଣ-ପଶ୍ଚିମ ପ୍ରଦେଶ ଖୁଜେସ୍ତାନରେ ଶକ୍ତିଶାଳୀ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୦ ରହିଛି । ଭୂମିକମ୍ପର କେନ୍ଦ୍ରସ୍ଥଳ ଭୂପୃଷ୍ଠଠାରୁ ପ୍ରାୟ ୧୨ କିଲୋମିଟର ଗଭୀରତାରେ ଅବସ୍ଥିତ ଥିଲା ।…

Salman Khan: ସଲମାନଙ୍କର ଇଏ କ’ଣ ହେଲା? ଚମକି ପଡିଲେ ଫ୍ୟାନ୍ସ!

ମୁମ୍ବାଇ:ବଲିଉଡର 'ଭାଇଜାନ୍' ସଲମାନ ଖାନଙ୍କ ଏକ ନୂଆ ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଫିଲ୍ମ ନୁହେଁ କିମ୍ବା କୌଣସି ବିବାଦ ନୁହେଁ, ବରଂ ତାଙ୍କ ବଦଳିଯାଇଥିବା ଲୁକ୍‌କୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ବଢ଼ିଛି ଚିନ୍ତା। କେହି କହୁଛନ୍ତି ସଲମାନଙ୍କ ଓଜନ ଅନେକ କମିଯାଇଛି,…

‘Muslim’ Gajapati: ଜଣେ ‘ମୁସଲମାନ’ ଗଜପତି, କାଳିଆ ପାଇଁ ତ୍ୟାଗ କରିଥିଲେ ସବୁ…

ପୁରୀ: ଭାବର ଠାକୁର ସିଏ ଭାବବିନୋଦିଆ । ଭାବରେ ଡାକିଲେ ଭକ୍ତଙ୍କ ପାଇଁ ଛାଡି ଆସେ ନିଜ ରତ୍ନ ସିଂହାସନ। ଲକ୍ଷ ଲକ୍ଷ ଭକ୍ତଙ୍କ ଆସ୍ଥାର କେନ୍ଦ୍ର ମହାପ୍ରଭୁ ଶ୍ରୀଜଗନ୍ନାଥ। ତାଙ୍କ ଦୟା ଓ କରୁଣାର କାହାଣୀ ଅନେକ ରହିଛି। କିନ୍ତୁ ସେହି ସବୁ କାହାଣୀ ମଧ୍ୟରୁ ସବୁଠାରୁ ଅଧିକ ଭାବବିହ୍ୱଳ…

ମହାପ୍ରଭୁଙ୍କ ଶ୍ରୀଅଙ୍ଗଙ୍କୁ ବାଧା; ଅନୁଷ୍ଠିତ ହେବ ବନକଲାଗି ନୀତି, ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ: ଆଜି ଗୁଣ୍ଡିଚା ମନ୍ଦିରରେ ଅନୁଷ୍ଠିତ ହେବ ବନକ ଲାଗି ନୀତି । ତିନି ଦିନ ଯାତ୍ରାରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗଙ୍କୁ ବାଧା ପହଞ୍ଚିଛି । ଶ୍ରୀମୁଖ ମଳିନ ପଡ଼ିଯାଇଛି । ଏଣୁ ଠାକୁରଙ୍କ ଶ୍ରୀମୁଖ ସିଂହାର ହେବ । ଏହି ବିଶେଷ ନୀତି ପାଇଁ ଠାକୁର ଦର୍ଶନ ସନ୍ଧ୍ୟାରେ ପ୍ରାୟ ୫ଘଣ୍ଟା ବନ୍ଦ ହେବ…

ଭକ୍ତି ସଙ୍ଗୀତ ସମାରୋହ”ଗୁହାରି” ଉଦ୍‌ଘାଟିତ; ଯୁବପିଢ଼ିଙ୍କ ନିକଟରେ ସମୃଦ୍ଧ ସଙ୍ଗୀତ ପରମ୍ପରାକୁ…

ଭୁବନେଶ୍ୱର:ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ଆୟୋଜିତ ହେଉଛି ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମ "ଗୁହାରି"। ଜୁଲାଇ ୧୮ ରୁ ୨୦ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଏହି କାର୍ଯ୍ୟକ୍ରମ ରବୀନ୍ଦ୍ର ମଣ୍ଡପ ଠାରେ…

Rath Yatra 2026:ଆଡ଼ପ ମଣ୍ଡପକୁ ବିଜେ କଲେ ମହାପ୍ରଭୁ…ମଥାରେ ଝଟକିଲା ଟାହିଆ; ଆସନ୍ତାକାଲି ବାହାରିବ ପ୍ରଥମ…

ପୁରୀ:ଭକ୍ତିମୟ ପରିବେଶରେ ଜନ୍ମବେଦୀକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂରତି । ଭକ୍ତଙ୍କ ଗହଣରେ ଶରଧାବାଲିରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଗୋଟି ପହଣ୍ଡିରେ ଯାଇଛନ୍ତି ଚାରିଠାକୁର । ଶୁକ୍ରବାର ଶରଧାବାଲିରେ ତିନି ରଥ ପହଞ୍ଚିବା ପରେ ଆଜି ଆଡ଼ପ ମଣ୍ଡପେ ବିଜେ କରିଛନ୍ତି ଚତୁର୍ଦ୍ଧା ମୂରତି। ଶନିବାର…

ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ନେତୃତ୍ୱ ନେବେ ମୀରାବାଈ, ଲଭଲୀନା

ନୂଆଦିଲ୍ଲୀ: ଅଲିମ୍ପିକ ପଦକ ବିଜେତା ମୀରାବାଈ ଚାନୁ ଓ ଲଭଲୀନା ବୋରଗୋହେନ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ନେତୃତ୍ୱ ନେବେ । ଉଭୟଙ୍କୁ ଭାରତର ଧ୍ୱଜବାହକ ଭାବେ ଚୟନ କରାଯାଇଛି । ଜୁଲାଇ ୨୩ରେ ଦୁଇ ସିନିୟର ଆଥଲେଟ ଉଦଘାଟନୀ ଉତ୍ସବରେ ୧୨୬ ସଦସ୍ୟ ବିଶିଷ୍ଟ ଭାରତୀୟ ଦଳର ନେତୃତ୍ୱ ନେବେ…