Latest Odisha News

BREAKING NEWS

ଶ୍ରୀରାମ ଜନ୍ମଭୂମି ଇତିହାସକୁ ସମ୍ମୁଖକୁ ଆଣିବ ଫିଲ୍ମ ୬୯୫

ମୁମ୍ବାଇ: ଅଯୋଧ୍ୟାର ଶ୍ରୀରାମ ଜନ୍ମଭୂମିର ଆଲୋଚନା କେବେ ହେଲେ ଥମିବାର ନାମ ଧରୁନି । ଏବେ ନିର୍ଦ୍ଦେଶକ ଯୋଗେଶ ଭରଦ୍ୱାଜ ତାଙ୍କ ଆଗାମୀ ଫିଲ୍ମ ୬୯୫କୁ ନେଇ ବେଶ ଚର୍ଚ୍ଚା ସାଉଁଟିଛନ୍ତି । ଫିଲ୍ମଟି ଶ୍ରୀରାମ ଜନ୍ମଭୂମି ଇତିହାସ ଓ ବିବାଦ ଉପରେ ପର୍ଯ୍ୟବେଶିତ । ତେବେ ସେ କାହିଁକି ଏହାର ନାମ…

‘ଯୁବପିଢ଼ିଙ୍କୁ ଉଦଭ୍ରାନ୍ତ କରୁଛି ନିଶା’, ପୋଲିସର ଦ୍ୱାରସ୍ଥ ହେଲା ଭଏସ୍ ଫର୍ ୱିମେନ୍

ଭୁବନେଶ୍ୱର: ଅଶ୍ଲୀଳ, ଉଦ୍ଦୀପକ । କେତେବେଳେ କଥାରେ ତ ଆଉ କେବେ ସୋସିଆଲ୍ ମିଡିଆରେ । ଶସ୍ତା ଲୋକପ୍ରିୟତା ନିଶାରେ ନିଶା ମହାରଣା ନାମକ ମଡେଲର ଅଶ୍ଲୀଳ ଫଟୋ ଓ ଭିଡିଓ ପୋଷ୍ଟ କରୁଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଭଏସ୍ ଫର୍ ୱିମେନ୍ ନାମକ ସ୍ୱେଚ୍ଛାସେବୀ ସଂଗଠନ କମିଶନରେଟ୍ ପୋଲିସର…

ତାପସୀଙ୍କ ଫିର ଆଇ ହସୀନ ଦିଲରୁବାର ଜାରୀ ହେଲା ପୋଷ୍ଟର

ମୁମ୍ବାଇ: ତାପସୀ ପନ୍ନୁ ପୁନର୍ବାର ହସୀନ ଦିଲରୁବା ହୋଇ ଆସୁଛନ୍ତି । ଗୁରୁବାର ଏହାର ପ୍ରଥମ ପୋଷ୍ଟର ଜାରୀ କରାଯାଇଛି । ଆନନ୍ଦ ଏଲ ରାୟ ଏହାର ନିର୍ଦ୍ଦେଶନା ଦେବେ । ତାପସୀଙ୍କ ବ୍ୟତୀତ ବିକ୍ରାନ୍ତ ମେସି ଓ ଭିକ୍କି କୌଶଲଙ୍କ ଭାଇ ସନୀ କୌଶଲ ଏଥିରେ ଅଭିନୟ କରୁଛନ୍ତି । ପୂର୍ବରୁ ତାପସୀଙ୍କ…

କୁଆଡ଼େ ଗଲେ ବଣେଇ ବ୍ଲକ ଉପାଧ୍ୟକ୍ଷ ? ୭ ଦିନ ହେଲା ମିଳୁନି ପତ୍ତା

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକ ଉପାଧ୍ୟକ୍ଷ ବିନତି ବେହେରାଙ୍କ ନିଖୋଜକୁ ୭ ଦିନ ବିତିଲାଣି । ସପ୍ତାହକ ପରେ ବି ବିନତିଙ୍କ କୌଣସି ଖୋଜ ଖବର ନାହିଁ । ବିନତିଙ୍କୁ ଅପହରଣ କରାଯାଇ ଥିବା ନେଇ ସ୍ୱାମୀ ପ୍ରସନ୍ନ ବେହେରା ଟିକାୟତପଲୀ ଥାନାରେ ଏତଲା ଦେଇଛନ୍ତି । ସୂଚନା ଅନୁସାରେ,…

ଆସନ୍ତା ସପ୍ତାହରୁ ଆନ୍ଦୋଳନକୁ ଓହ୍ଲାଇବେ ଘରୋଇ ବସ୍ ମାଲିକ

ଭୁବନେଶ୍ୱର: ଆନ୍ଦୋଳନକୁ ଓହ୍ଲାଇବେ ଘରୋଇ ବସ୍ ମାଲିକ । ଆସନ୍ତା ୧୭ ତାରିଖରୁ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଆନ୍ଦୋଳନ କରିବା ନେଇ ଘରୋଇ ବସ୍ ମାଲିକ ସଂଘ ଚେତାବନୀ ଦେଇଛି । ରାଜ୍ୟ ସରକାରଙ୍କ ଭେଇକିଲ୍ ସ୍କ୍ରାପିଂ ପଲିସିକୁ ବିରୋଧ କରି ସଂଘ ଏ ନିଷ୍ପତ୍ତି ନେଇଥିବା କହିଛନ୍ତି ସମ୍ପାଦକ…

ହକି ବିଶ୍ୱକପ: ଭାରତ ପାଇଁ ଏବେ ନୁହେଁ ତ କେବେ ରଣନୀତି

ଭୁବନେଶ୍ୱର: ହକିର ଜ୍ୱର ଏବେ ସାରା ଭାରତରେ । ଓଡିଶାରେ ବିଗୁଲ ବାଜିସାରିଛି । ମନୋରଞ୍ଜନ ପରେ ଏବେ ଭାରତ ପାଇଁ ସମ୍ମାନର ପ୍ରଶ୍ନ । ବିଶ୍ୱକପରେ ଦୀର୍ଘ ଦିନ ଧରି ପଦକ ଶୂନ୍ୟ ରହିଛି ଟିମ ଇଣ୍ଡିଆ । ୪୭ ବର୍ଷ ଧରି ଭାରତ ପଦକ ଜିତିନି । ସେଥିପାଇଁ ଓଡିଶାରେ ଆୟୋଜିତ ହେଉଥିବା ହକି ବିଶ୍ୱକପରେ…

ଅନୁବାଦ କବିତା : ଧଳା ମେଘର ଛାଇ

ମୂଳ ରଚନା : ରୁଦ୍ର ମୁହମ୍ମଦ ଶହି ଦୁଲ୍ଲାହ ଶିମୁଳି ଗଛର ଶାଖା ପ୍ରଶାଖା। ଆଜି ବି ଦିଶୁଛି ଏତେ ଲାଲ ଟକ ଟକ ଅନେକ ରକ୍ତାକ୍ତ ହୃଦୟ ପରି ଆଜିବି ଶୁଖିଲା ପବନରେ ଲୋହିତ ବାସ୍ନାର ମହକ । ପିଲାଦିନେ ସେଇ ଉଡ଼ନ୍ତ ତୁଳାର ମେଘ ପଛରେ ଧାଇଁ ଧାଇଁ ଦିନେ ଆସି ନଦୀ ତଟରେ ମନ୍ତ୍ରମୁଗ୍ଧ…

ବିଶ୍ୱକପ ହକି ଉଦଘାଟନରେ ଝୁମିଲେ ପୁରୀ ଦର୍ଶକ

ପୁରୀ : ହକି ବିଶ୍ୱକପର ଉଦଘାଟନ କାର୍ଯ୍ୟକ୍ରମ ଆଜି ଅପରାହ୍ନରେ ଆରମ୍ଭ ହୋଇଛି । ପୁରୀ ଭିକ୍ଟୋରିଆ ହୋଟେଲ ସମ୍ମୁଖ ବେଳାଭୂମି "ସିଟି ଫେଷ୍ଟ ଇନ ଓଲିସ୍ ଲ୍ୟାଣ୍ଡ"ରେ ଏକ ଏଲଇଡି ଟିଭି ମାଧ୍ୟମରେ ଏହି ଉଦଘାଟନ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯାଇଥିଲା । ଜିଲ୍ଲାପାଳ ସମର୍ଥ ବର୍ମା ଓ ଦଇତାପତି…

BSKY କାର୍ଡରେ ଠକେଇ ଉପରେ ସ୍ୱାସ୍ଥ୍ୟ ବିଭାଗର ଆଖି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅନ୍ୟତମ ଜନହିତାକାଂକ୍ଷୀ ଯୋଜନା ବିଏସକେୱାଇରେ ଜାଲିଆତି ପଦାକୁ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗର ଚେତା ପଶିଛି । ହିତାଧିକାରୀଙ୍କ ଅଗୋଚରରେ BSKY କାର୍ଡରେ ମିଛ ବିଲ୍ ମାମଲାରେ ପୋଲିସ କଟକରେ ହସ୍ପିଟାଲ୍ ମାଲିକଙ୍କ ସହ ୫ ଜଣଙ୍କୁ ଗିରଫ କରିଥିଲା । ଏହି…

ରଣଜୀ ଟ୍ରଫିରେ ତ୍ରିଶତକ ମାରିଲେ ପୃଥ୍ୱୀ ଶ

ମୁମ୍ବାଇ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ବୁଧବାର ମୁମ୍ବାଇ ବ୍ୟାଟ୍ସମ୍ୟାନ ପୃଥ୍ୱୀ ଶ ଆସାମ ବିପକ୍ଷରେ ସ୍ମରଣୀୟ ତ୍ରିଶତକ ହାସଲ କରିଛନ୍ତି । ସେ ୩୭୯ରନ କରି ଆଉଟ ହୋଇ ଯାଇଥିଲେ । ସେ ୩୮୩ ବଲର ସମ୍ମୁଖୀନ ହୋଇ ୪୯ ଚୌକା ଓ ୪ ଛକା ମାରିଥିଲେ । ୧୯୪୮ରେ ମହାରାଷ୍ଟ୍ର ପକ୍ଷରୁ ଖେଳି ଭାଉସାହେବ…