କୋଭିଡ ଚୀନରୁ ନୁହେଁ ବରଂ ଆମେରିକାରୁ ଉତ୍ପନ୍ନ
ବେଜିଂ: କୋଭିଡ୍ -୧୯ ମହାମାରୀ ଉହାନରୁ ନୁହେଁ ବରଂ ଆମେରିକାରୁ ଆରମ୍ଭ ହୋଇଥିଲା। ସେ ୱାଶିଂଟନକୁ "ଦୋଷ ଲଦିବା" ନେଇ ଅଭିଯୋଗ କରିଥିଲା। ଚୀନର ଉହାନର ଏକ ପ୍ରୟୋଗଶାଳାରୁ ଭାଇରସ ଲିକ୍ ହୋଇଥାଇପାରେ ବୋଲି ଆମେରିକା ସରକାରଙ୍କ ସଦ୍ୟତମ ଦାବିର ଜବାବରେ ଏହି ବିବୃତ୍ତି ଦିଆଯାଇଛି।
ଚୀନ ପାଲଟା…