କେଉଁଟା ସତ?: ପୁଣି ଭାଇରାଲ ହେଲା ହାନିଆ ଆମିରଙ୍କ ପୋଷ୍ଟ, ଏଥର ଭାରତ…
ନୂଆଦିଲ୍ଲୀ: ଲୋକପ୍ରିୟ ପାକିସ୍ତାନୀ ଅଭିନେତ୍ରୀ ହାନିଆ ଆମିରଙ୍କ ଭାରତରେ ବହୁତ ଲୋକପ୍ରିୟତା ରହିଛି। ହେଲେ ପହଲଗାମ ଆକ୍ରମଣ ପରେ ବର୍ତ୍ତମାନ ଭାରତ ପାକିସ୍ତାନ ଭିତରେ ବଢ଼ିଥିବା ତିକ୍ତତା କାରଣରୁ ଦେଶ ସମସ୍ତ ପାକିସ୍ତାନୀ ଅଭିନେତାଙ୍କ ସୋସିଆଲ ମିଡ଼ିଆ ବ୍ୟନ୍ କରିବା ପରେ ପହଲଗାମ୍ ଆକ୍ରମଣ…